ବିଶ୍ୱ ଜନ ସଂଖ୍ୟା ତୁଳନାରେ ୬ଗୁଣ ଅଧିକ ପକ୍ଷୀ ବାସ କରୁଛନ୍ତି !
ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟାର ୬ଗୁଣା ଅଧିକ ପକ୍ଷୀ ବାସ କରୁଛନ୍ତି । ପାଖାପାଖି ବିଭିନ୍ନ ପ୍ରଜାତିର ୫୦୦୦ କୋଟି ପକ୍ଷୀ ଏହି ଧରାପୃଷ୍ଠରେ ବାସ କରୁଛନ୍ତି । ନ୍ୟୁ ସାଉଥ ୱେଲ୍ସ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ତେବେ…