Latest Odisha News

BREAKING NEWS

କୋଭିଡ୍‌ ରୋଗୀଙ୍କୁ ଫ୍ରୁଟ୍‌ ବାସ୍କେଟ୍‌ ସହ ‘ଶୀଘ୍ର ସୁସ୍ଥ ହେବା’ ବାର୍ତ୍ତା ପଠାଇଲେ ମମତା

କୋଲକାତା: ମମତା ବାନାର୍ଜୀ ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି। ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ 'ଶୀଘ୍ର ସୁସ୍ଥ ହେବା' ବାର୍ତ୍ତା ସହିତ ସରକାର ଏକ ଫଳ ଟୋକେଇ ମଧ୍ୟ ପଠାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୦,୦୦୦ ଫଳ ଟୋକେଇ ପ୍ରସ୍ତୁତ ହୋଇ କୋଲକାତାରେ ବଣ୍ଟନ…

ରେକର୍ଡ ଭାଙ୍ଗିଲା କରୋନା ମାମଲା; ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୧,୧୭,୧୦୦ ନୂତନ ମାମଲା ରିପୋର୍ଟ ହୋଇଛି।ଯାହା ପୂର୍ବ ଦିନ ତୁଳନାରେ ୨୮.୮% ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରଦତ୍ତ ତଥ୍ୟରେ ଦର୍ଶାଯାଇଛି। ଶେଷ ଥର ପାଇଁ ଜୁନ୍‌ ୬ରେ ଭାରତର ଦୈନିକ ମାମଲା ୧ ଲକ୍ଷ…

ରାଜ୍ୟରେ ୨୪ଘଣ୍ଟାରେ ୨୭୦୩ କୋଭିଡ଼୍ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ..

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୭୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୭୯ ଓ ସ୍ଥାନୀୟ ସଂକ୍ରମଣରୁ ୧୧୨୪ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷ ମଧ୍ୟରେ ୪୦୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଆସନ୍ତା ୧୦ରୁ ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ମଧ୍ୟରେ ପୁଣି ବର୍ଷା ସମ୍ଭାବନା । ଆସନ୍ତା ୧୦ରେ ୧୧ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ବର୍ଷା ହେବ । ଧୀରେ ଧୀରେ ରାତିର ତାପମାତ୍ରା ବଢ଼ିବ ଓ ଶୀତ…

ରାଜ୍ୟରେ ଆଜିଠୁ ନୂଆ କଟକଣା, ରାତି ୯ଟାରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ଭୟ । ରାଜ୍ୟରେ ଆଜିଠୁ ଲାଗୁ ହେବାକୁ ଯାଉଛି ନୂଆ କରୋନା କଟକଣା । ଆଜି ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗିବ ନାଇଟ୍ କର୍ଫ୍ୟୁ । ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ଏହି ସମୟରେ ମୋବାଇଲ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ । ଦୋକାନ, ବଜାର ବନ୍ଦ ସହ ଯେମିତି…

କବିତା : କର୍ମପଥ

ସମ୍ବିତ୍ ମିଶ୍ର ଅଜଣା ପଥରେ ଚାଲୁଅଛି ମୁହିଁ ମିଳୁନାହିଁ ଲକ୍ଷସ୍ଥଳ, ମରୀଚିକା ଏଠି କର୍ମପଥ ମୋର ଖୋଜୁଛି ଗନ୍ତବ୍ୟ ସ୍ଥଳ । ବାଧାବିଘ୍ନ କେତେ ଚଲାପଥେ ମୋର ଆସୁଛି ଲହଡି ନେଇ, ଝୁଣ୍ଟି ପଡି ଉଠି ପୁଣି ଚାଲୁଥାଏ ଜୀବନ ପଥଟି ଏଇ । ବାଟର କି ଦୋଷ ଚାଲି ନ ଶିଖିଲେ ଚାଲିବା…

ଧାରାବାହିକ ଉପନ୍ୟାସ : ଦେବୀ (୩୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୬  ସେଦିନ ସେ ସନ୍ଧ୍ୟା ବେଳର ଅନୁଭୂତି ମନେପଡ଼ିଗଲେ ପ୍ରତି ଲୋମକୂପରେ ଅନୁଭବ ହୁଏ ଏକ କୋମଳ ଶିହରଣ। ଦେବୀକୁ ଲାଗେ ଏ ଦୁନିଆଁ କେବଳ ଜଣକର, ଦେବଭାଇର! ସେ ଯୁଆଡେ ଚାହେଁ ଫୁଟନ୍ତା ଫୁଲରୁ ହସେ ଜଣେ,ସେ ବି ଭିତରୁ ଭିତରୁ ଫୁଟିଯାଏ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟିକୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୈତିକ ମାହଲ ସରଗରମ ହେବାରେ ଲାଗିଛି । ଗୋଟେପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି । ଅନ୍ୟପଟେ ପଞ୍ଜାବ ସରକାର କହିଛନ୍ତି କି ସୁରକ୍ଷା…

ରାଜ୍ୟରେ କୋଭିଡ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲା, ପୌରାଞ୍ଚଳ ଏବଂ ହସପିଟାଲ ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରୁ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ…

ମାଓବାଦୀ ପ୍ରଜାକୋର୍ଟରେ ତିନିଜଣଙ୍କୁ ମୃତ୍ୟୁଦଣ୍ଡ

ମାଲକାନଗିରି: ପ୍ରତିଦିନ ସାମ୍ନାକୁ ଆସୁଛି ମାଓ ଶିବିର ଠାବ ଖବର ସାଙ୍ଗକୁ ଏନ୍‌କାଉଣ୍ଟର୍ ଘଟଣା । ତଥାପି ଚୁପ୍ ବସିନାହାଁନ୍ତି ମାଓ ସଙ୍ଗଠନ । ଖାସ କରି ଓଡିଶାର ମାଲକାନଗିରି ଓ ଛତିଶଗଡ ରାଜ୍ୟରେ ସକ୍ରିୟ ରହିଛନ୍ତି ଲାଲ ବାହିନୀ । ଆଜି ପ୍ରଜାକୋର୍ଟରେ ତିନିଜଣଙ୍କୁ ଇନ୍‌ଫର୍ମର୍ ସନ୍ଦେହରେ…