ଭାରତରେ ଦେଖାଦେଇଥିବା ମାରାତ୍ମକ କରୋନା ଷ୍ଟ୍ରେନ୍ ବିରୁଦ୍ଧରେ ପ୍ରଭାବଶାଳୀ ହେଉଛି ଫାଇଜର୍ ଏବଂ ମଡର୍ଣ୍ଣା ଟିକା!
ନୂଆଦିଲ୍ଲୀ: ଫାଇଜର୍ ଏବଂ ମଡର୍ଣ୍ଣା ଟିକା ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍ B.1.617 ଏବଂ B.1.618 ପାଇଁ ପ୍ରଭାବାାଳୀ ବୋଲି ଜଣାପଡ଼ିଛି। ଏହି ଟିକା ଭାରତରେ ଚିହ୍ନଟ ହୋଇଥିବା ମାରାତ୍ମକ ଷ୍ଟ୍ରେନ୍ରୁ ରକ୍ଷା କରିବାରେ ସକ୍ଷମ ବୋଲି ଆମେରିକାର ବୈଜ୍ଞାନିକମାନେ କରିଥିବା…