ଉନ୍ମୋଚିତ ହେଲା ସୂର୍ଯ୍ୟମଣି ମିଶ୍ରଙ୍କ “କ୍ଷମତାର ଚରିତ୍ର”
ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ ବେହେହୁର, ବରିଷ୍ଠ ସାମ୍ବାଦିକ ଭାସ୍କର…