Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୭୧ ନୂଆ ପଜିଟଭ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୧୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୩୪ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୮ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୭୩ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ଅନୁଗୁଳରୁ ୧,…

ରାଜଧାନୀରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ପ୍ରବେଶ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: (SAFAR) ଅନୁଯାୟୀ ସୋମବାର ଦିନ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) 'ଅତ୍ୟନ୍ତ ଖରାପ' ବର୍ଗରେ ରହିଥିବାରୁ ଦିଲ୍ଲୀର ବାୟୁ ବିଷାକ୍ତ ରହିଛି। ମଙ୍ଗଳବାର ମଧ୍ୟ AQI 'ଅତ୍ୟନ୍ତ ଖରାପ' ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସୋମବାର ସକାଳେ, SAFAR ଅନୁଯାୟୀ ଦିଲ୍ଲୀର…

ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଉତ୍ସବ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ପାଳନ ହେବ ଉଡ଼ାନ୍ ଉତ୍ସବ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗଦେବାକୁ ଗସ୍ତ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏଠାରେ ପହଞ୍ଚିବା ପରେ ଆୟୋଜିତ ହେବାକୁ…

ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠୁ ଯୋଡ଼ିହେବାକୁ ଯାଉଛି କନ୍ଧମାଳ । ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡ଼ିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ…

ଏଣିକି ଟିଭିରେ ଅଭିନୟ କରିପାରିବେନି ମହିଳା କଳାକାର

ଭୁବନେଶ୍ବର: ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଏକ ନୂଆ 'ଗାଇଡଲାଇନ' ଜାରି କରିଛି। ଯାହା ଅନୁଯାୟୀ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକରେ ମହିଳା ଅଭିନେତ୍ରୀଙ୍କୁ ସିରିଏଲ କିମ୍ବା ଧାରାବାହିକରେ ଦେଖାଯାଇପାରିବ ନାହିଁ। ଅର୍ଥାତ୍‌ କୌଣସି ମହିଳା ଅଭିନେତ୍ରୀ ଟେଲି ଧାରାବାହିକରେ ଅଭିନୟ…

ଏ ଯୁଗର ଶାହ୍‌ ଜାହାନ; ପତ୍ନୀଙ୍କୁ ଉପହାର ଦେବା ଲାଗି ଗଢିଦେଲେ ତାଜମହଲ ଭଳି ଘର

‌ଭୋପାଳ: ଆଗ୍ରାରେ ଅବସ୍ଥିତ ତାଜମହଲ ବିଶ୍ବପ୍ରସିଦ୍ଧ ଅଜୁବା ମଧ୍ୟରୁ ଅନ୍ୟତମ। ତେବେ ଏହି ତାଜମହଲ ଶାହ୍‌ ଜାହାନ ତାଙ୍କ ପତ୍ନୀଙ୍କ ପ୍ରତି ପ୍ରେମର ପ୍ରତୀକ ଭାବରେ ଗଢିଥିଲେ। ଯାହାକୁ ଯୁଗ ଯୁଗରୁ ପ୍ରେମର ପତୀକ ଭାବେ ବିବେଚନା କରାଯାଉଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଲାଗି ଠିକ୍‌…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବିଶ୍ଵମୂର୍ତ୍ତି ଶ୍ରୀଜଗନ୍ନାଥ ସର୍ବ ତତ୍ୱ, ସର୍ବ ଦର୍ଶନ, ସର୍ବ ପରମ୍ପରା ତଥା ସର୍ବ ସମ୍ପ୍ରଦାୟର ଆରାଧ୍ୟ ଶ୍ରୀଜଗନ୍ନାଥ । କେବଳ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଦେଲେ,…

କବିତା : ଶୁନ୍ୟତା

ସ୍ମୃତି ରଂଜନ ତ୍ରିପାଠୀ  ଗୋଟେ ଶୁନ୍ୟତାକୁ ପୂର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା ସବୁ…

ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୋଧୂଳି ସାହିତ୍ୟ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦର ମିଳିତ ସହଯୋଗରେ , ଜାତୀୟ ଅଭିଲେଖାଗାରଠାରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସୁଚେତା ରାଉତଙ୍କ ସଭାପତିତ୍ୱରେ ସ୍ୱର୍ଗତଃ ବାରିକଙ୍କ ସ୍ମୃତି ଉଦ୍ଦେଶ୍ୟରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୫ ଦାଦାଭାଇଙ୍କ ପାଖକୁ ଯିବାକୁ ମନ ହେଉଛି । ଅସରନ୍ତି ସ୍ନେହର ଭଣ୍ଡାର... ଅଶେଷ ଜ୍ଞାନର ଅମାର... ଆଃ ! ସବୁ ସମସ୍ୟାର ସମାଧାନ ଖୋଜିବା ଅପେକ୍ଷା କିଛି କରି ଦେଖାଇବାର ବେଳ । ଏ ସମୟ , ତୁ ଅଟକି ଯାଆରେ ଟିକିଏ ... ମୁଁ…