Latest Odisha News

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରସାରିତ ଅସ୍ମିତା  ଜୀବନର ଗୌଣ ସତ୍ତା କଳ୍ପନାରେ ବ୍ୟାପି ଯାଏ ସାରାଟା ଆକାଶ । ଏମିତି ଗୋଟେ ଧାଡି଼ ବୋଧହୁଏ ଭାବି ପାରିଥିଲା ମୋ ବାଳୁତ ମନ ଭାବନାକୁ ଗଣ୍ଠିଲି କରି ବାନ୍ଧି ପାରୁନଥିବା କେଉଁ ଏକ କନକନିଆ ପିଲାଦିନେ । ଛଅ କି ସାତ ବର୍ଷ ବୟସରେ ସ୍ବପ୍ନଟେ ଦେଖିଥିଲି ଗୋଧୂଳି ଆକାଶକୁ…

ବଢୁଛି ବ୍ଲାକ୍‌ ଫଙ୍ଗସ୍‌ର ଭୟ; ଏହି ରାଜ୍ୟରେ ଆସିଲା ବ୍ଲାକ୍‌ ଫଙ୍ଗସ୍ ହେତୁ ପ୍ରଥମ ମୃତ୍ୟୁ ମାମଲା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏ ନେଇ ସୋମବାର ରିଷିକେଶ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଉତ୍ତରାଖଣ୍ଡର ୧୫ କୋଭିଡ୍‌ ରୋଗୀଙ୍କ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣ ଦେଖିବାକୁ ମିଳିଛି। ସେମାନଙ୍କୁ…

ଗ୍ରାଜୁଏଟ୍‌ ହେଲେ ଆର୍ଯ୍ୟନ୍‌ ଶାହାରୁଖ୍‌ ଖାନ୍‌; ୟୁଏସ୍‌ସିରୁ ଆର୍ଯ୍ୟନ୍‌ଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ଶାହରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନଙ୍କ ନୂଆ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଆର୍ଯ୍ୟନଙ୍କ ସ୍ନାତକ ସମାରୋହର। ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ସାଉଥ୍ କାଲିଫର୍ନିଆ ୟୁନିଭରସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।…

କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ 5ଟାରେ ବୈଠକ ବସିବ । ବିଧାନସଭା କନଫରେନ୍ସ ହଲରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ହୋଇଛି । ଭର୍ଚୁଆଲରେ ବି ସାମିଲ ହୋଇପାରିବେ ଉଭୟ ସରକାରୀ ଓ…

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ସୋମବାର ଦିନ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। "ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର…

ଖୋଲିଲା କେଦାରନାଥ ମନ୍ଦିର; ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି

ଉତ୍ତରାଖଣ୍ଡ: ଆଜି କେଦାରନାଥ ମନ୍ଦିରର ପୋର୍ଟାଲ ଖୋଲାଯାଇଛି। ସକାଳ ୫ ଟାରୁ ମନ୍ଦିର ଖୋଲାଯାଇଛି। ଗତ ବର୍ଷ ନଭେମ୍ବର ୧୬ରୁ ମନ୍ଦିର ବନ୍ଦ ରହିଥିଲା। ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ ଯଦିଓ ମନ୍ଦିରର ପୋର୍ଟାଲ ଖୋଲାଯାଇଛି କିନ୍ତୁ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ…

ଆଜି ରାତିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ, ଗୁଜରାଟ ଉପକୂଳରେ ତାଣ୍ଡବ ରଚିବ

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଆଡ଼େ ମାଡ଼ି ଆସୁଛି ବାତ୍ୟା ତାଉ’ତେ । ଅତି ଭୀଷଣ ସାମୁଦ୍ରିକ ଝଡ଼ ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଗକୁ ବଢୁଛି । ଗତ ୬ ଘଣ୍ଟା ହେବ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗଣ୍ଟାପ୍ରତି ୧୫ କିଲୋମିଟର ବେଗର ଉପକୂଳ ମୁହାଁ…

କ୍ଲେ କିଙ୍ଗ ନାଡାଲ ଜିତିଲେ ଇଟାଲିଆନ ଓପନ ଟାଇଟଲ

ନୂଆଦିଲ୍ଲୀ: କ୍ଲେ କିଙ୍ଗ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲ ଇଟାଲିଆରନ ଓପନ ଟେନିସ ଟୁର୍ଣ୍ଣାମେଂଟ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ୭-୫, ୧-୬ ଓ ୬-୩ ସେଟରେ ପରାସ୍ତ କରିଥିଲେ । ୧୦ମ ଥର ପାଇଁ ନାଡାଲ ଏହି ଟାଇଟଲ ହାସଲ କରିଛନ୍ତି । ଉଭୟଙ୍କ…

ଆଣ୍ଡ୍ରିଆ ମେଜା ହେଲେ ମିସ୍ ୟୁନିଭର୍ସ, ଭାରତର ଏଡଲିନଙ୍କୁ ୫ମ ସ୍ଥାନ

ଫ୍ଲୋରିଡା: ୬୯ତମ ମିସ ୟୁନିଭର୍ସ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଫଳାଫଳ ଆଜି ଘୋଷଣା କରାଯାଇଛି । ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କାସିନୋରେ ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋ ସୁନ୍ଦରୀ ଆଣ୍ଡ୍ରିଆ ମେଜା ଏହି ଟାଇଟଲ ଜିତିଛନ୍ତି । ବ୍ରାଜିଲର ଜୁଲିଆ ଗାମା ଏବଂ ତାଙ୍କ…

ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ନଜର ଆସିବେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା!

ନୂଆଦିଲ୍ଲୀ: ନିକଟରେ ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଭିନୀତ ୱେବ୍‌ ସିରିଜ୍‌ ବ୍ରୋକେନ୍‌ ବଟ୍‌ ବିୟୁଟିଫଲ୍‌ ୩ର ଟ୍ରେଲର୍‌ ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ଆଉ ଖୁସି ଖବର ମଧ୍ୟ ରହିଛି। ସୂଚନାଯୋଗ୍ୟ…