Latest Odisha News

BREAKING NEWS

ଭାଲୁ ଓ ବାରାହା ଶିକାରରେ ୮ଜଣ ଗିରଫ, ଟ୍ରାକ୍ଟର ଓ ବୋମା ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବାରାହା ଓ ଭାଲୁ ଶିକାରକୁ ନେଇ ୮ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଏହାସହ ଶିକାରରେ ବ୍ୟବହୃତ ହୋଇଥିବା ତାର ଓ ଟ୍ରାକ୍ଟରକୁ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ, ତେଲକୋଇ ଶିକାରୀମାନଙ୍କ ଉପରେ ଗତକାଲିଠାରୁ ବନ ବିଭାଗର ଦୁଇଟି…

[ଭିଡ଼ିଓ] ସରିଲା ଧର୍ମର ମାସ କାର୍ତ୍ତିକ ମାସ.. ଆଜି ଛାଡଖାଇ

ଭୁବନେଶ୍ୱର: କାର୍ତ୍ତିକ ମାସ ସରିଲା । ଆଜି ହେଉଛି ଛାଡ଼ଖାଇ । କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି । ମାସେ ଯାଏଁ ମାଛ ମାଂସ ଖାଇନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ଆମିଷ ଭୋଜନ ହେବ । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । …

ବିଚ୍ ବଜାରରେ ବୁଲିଲା ଖଣ୍ଡା, ପୂର୍ବତନ ପୋଲିସ କର୍ମଚାରୀ ଗୁରୁତର

ବରଗଡ: ଦିନ ଦ୍ୱିପହରେ ଖୁଲମଖୁଲା ବିଚ୍ ବଜାରରେ ବୁଲିଲା ଖଣ୍ଡା । ଲହୁଲୁହାଣ ହେଲେ ପୂର୍ବତନ ପୋଲିସ କର୍ମଚାରୀ । ବରଗଡ ଜିଲ୍ଲା ପାଇକମାଲ୍ ବଜାରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ଆଜି ଗୋପାଳ ସା ନାମକ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଜଣେ ଅଜଣା ବ୍ୟକ୍ତି…

[ଭିଡ଼ିଓ] ମିଳିଲାନି ଆମ୍ବୁଲାନ୍ସ, ବାଇକରେ ୧୦ କିଲୋମିଟର ଯାଏ ବୁହା ହେଲା ମୃତ ଦେହ

କଳାହାଣ୍ଡି : ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି । କଳାହାଣ୍ଡିରେ ପୁଣି ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ମେଡିକାଲରୁ ମୃତ ଦେହ ଆଣିବାକୁ ନା ମିଳିଲା ଆମ୍ବୁଲାନ୍ସ ନା ମହାପ୍ରୟାଣ ଗାଡ଼ି । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଚିକିତ୍ସା…

ଅଲୋଡ଼ା ହେଲା ଶିଶୁକନ୍ୟା, ବାଡ଼ିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

କାମାକ୍ଷାନଗର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହେଉଛି । ତଥାପି କନ୍ୟା ସନ୍ତାନ ହତ୍ୟା ଘଟଣା କମୁନି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳୀ ଗାଁରେ ଦେଖିବାକୁ…

ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ଜିଲ୍ଲାକୁ ୯ଶହ କୋଟିର ପ୍ରକଳ୍ପ ଭେଟି

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ଢ଼େଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଢେଙ୍କାନାଳ ଜିଲ୍ଲାର ପ୍ରାୟ ୯ଲକ୍ଷ ହିତାଧିକାରୀ ଏହାଦ୍ବାରା ସ୍ମାର୍ଟ ସ୍ବାସ୍ଥ୍ୟସେବା…

ଧୋନୀଙ୍କୁ ଭେଟିବା ପାଇଁ ୧୪୩୬ କି.ମି ଚାଲିଲେ ବ୍ୟକ୍ତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥାଇ ପାରନ୍ତି। କିନ୍ତୁ ତାଙ୍କର ଅବସର ପରେ ତାଙ୍କ ପ୍ରଶଂସକ ତାଙ୍କଠୁ ଦୂରେଇ ନାହାନ୍ତି। ଧୋନିଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ପ୍ରାୟ ୧୪୩୬ କିଲୋମିଟର ଚାଲିବା ପରେ ରାଞ୍ଚିରେ…

[ଭିଡ଼ିଓ]ହାତୀ ଦାନ୍ତ ସହ ବାଘ ନଖ ଜବତ, ୪ଜଣ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗକୁ ମିଳିଛି ସଫଳତା । ୪୨ଖଣ୍ଡ ବାଘ ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ୱର ମେହେର, ଗଣ୍ଡାବାହାଲି ଗ୍ରାମର ମନୋଜ ମେହେର,…

ଫରୁଆ ଭିତରେ ଦେଢ କୋଟି ମୂଲ୍ୟର ସାପ ଗରଳ

ରିଆମାଳ : ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାହକ ସାଜି ୨ଜଣଙ୍କୁ ଗିରଫ କରିଛି ପୋଲିସ । ଦେବଗଡ଼ ରିଆମାଳ ଥାନା ତାରଙ୍ଗ ଗାଁରେ ଚଢ଼ାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୋଲିସ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।…

ଜାନୁୟାରୀରୁ ମହଙ୍ଗା ହେବ ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ: ଜାନୁୟାରୀ ୨୦୨୨ ଠାରୁ ମହଙ୍ଗା ହେବ ପୋଷାକ, ଟେକ୍ସଟାଇଲ୍ସ, ଫୁଟ୍‌ୱେର୍‌। ସରକାର ଏହିସବୁ ସାମଗ୍ରୀ ଉପରେ ସେବା ଟିକସକୁ ୫% ରୁ ୧୨% କୁ ବୃଦ୍ଧି କରିଛନ୍ତି। (ସିବିଆଇସି) ନଭେମ୍ବର ୧୮ ରେ ଏହା ଘୋଷଣା କରିଛି। ଜାନୁୟାରୀ ୨୦୨୨ ଠାରୁ, କପଡା ଉପରେ ଜିଏସ୍ଟି ହାର ୫ ପ୍ରତିଶତରୁ…