Latest Odisha News

BREAKING NEWS

ସହରାଞ୍ଚଳ ଉନ୍ନତି ପାଇଁ ୫୦୦ କୋଟି

ଭୁବନେଶ୍ବର : ସହରାଞ୍ଚଳର ହେବ ଉନ୍ନତିକରଣ । ଏନେଇ ୫ଶହ କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାଘାଟରୁ…

ପୁଣି ଘୁଞ୍ଚିଲା ‘ଲାଲ୍‌ ସିଂ ଚଢା’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଏବଂ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ଲାଲ୍‌ ସିଂ ଚଢା'ର ରିଲିଜ ଡେଟ୍‌। ସୂଚନା ଅନୁଯାୟୀ, ଫିଲ୍ମ ୧୪ ଏପ୍ରିଲ ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ…

ଉନ୍ନତ ସ୍ୱାସ୍ଥ୍ୟସେବାରେ ଅନୁଗୁଳ, ୧୧୭୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଅନୁଗୁଳ: ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ଢେଙ୍କାନାଳ ପୂର୍ବରୁ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି…

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ୧୨ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା…

[ଭିଡ଼ିଓ] କାର୍ ଭିତରୁ ନାଗ ଉଦ୍ଧାର

ବରୁହା  : କାର୍ ଭିତରୁ ଉଦ୍ଧାର ହେଲା ନାଗ ସାପ । ଯାଜପୁର ବରୁହା ରକେଇ ବଜାରରେ ଜଣେ ବ୍ୟକ୍ତିଙ୍କ କାରରୁ ଏହି ୫ଫୁଟର ନାଗଟିକୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ କାର୍ ନେଇ ବାହାରକୁ ବାହରୁଥିବା ବେଳେ ସାପର ଗର୍ଜନ ଶୁଣିବାକୁ ମିଳିଥିଲା । ପରେ ସାପଟି ଇଞ୍ଜିନ୍ ଭିତରେ ଶୋଇଥିବା ଦେଖିବାକୁ…

ଇନ୍ଦୋର ଦେଶର ସବୁଠାରୁ ସ୍ବଚ୍ଛ ସହର

ଭୋପାଳ: ମଧ୍ୟପ୍ରଦେଶର ଶିଳ୍ପ ରାଜଧାନୀ କୁହାଯାଉଥିବା ଇନ୍ଦୋର ସହରରୁ ପ୍ରତିଦିନ ୧୨୦୦ ଟନ୍ ଆବର୍ଜନା ବାହାରୁଛି। ତଥାପି ସହରରେ କୌଣସି ଆବର୍ଜନା ଦେଖିବାକୁ ମିଳୁନାହିଁ। ସେଥିପାଇଁ ଏହି ସହରକୁ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଦେଶର ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତା ମିଳିଛି। ରାଷ୍ଟ୍ରପତି…

ନା ସ୍କର୍ଟ, ନା ପ୍ୟାଣ୍ଟ; ଜେଣ୍ଡର୍‌ ନ୍ୟୁଟ୍ରଲ ୟୁନିଫର୍ମ ପିନ୍ଧିବେ ଏହି ସ୍କୁଲର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଭାଲାଲାଞ୍ଚିରଙ୍ଗାରାସ୍ଥିତ ସରକାରୀ ଲୋୟର ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଙ୍କୁ ସମାନ ୟୁନିଫର୍ମ ପିନ୍ଧିବାକୁ ସ୍ୱାଧୀନତା ଦେଇଛି। ପିଲାମାନେ ବର୍ତ୍ତମାନ ଏହି ବିଦ୍ୟାଳୟରେ ଲିଙ୍ଗ ନିରପେକ୍ଷ ପୋଷାକ ପିନ୍ଧିବେ। ବିଦ୍ୟାଳୟର ତତ୍କାଳୀନ…

[ଭିଡ଼ିଓ]ନବଜାତ ଶିଶୁ ଚୋରି ଅଭିଯୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁଟିକୁ ନେଇଗଲେ ଜଣେ ଅଜଣା ମହିଳା

ସୁବର୍ଣ୍ଣପୁର:ନବଜାତ ଶିଶୁ ଚୋରି ଅଭିଯୋଗ । ଏହିଭଳି ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡ଼ରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ…

[ଭିଡ଼ିଓ] ନିୟମର ଖୋଲାଖୋଲି ଉଲ୍ଲଂଘନ, ମାଲାମାଲ ଜମି ଦଲାଲ

ପାଟଣାଗଡ଼: ବେଧଡକ ଚାଲିଛି ବେଆଇନ୍ ଜମି କାରବାର । ସରକାରଙ୍କ ବିନା ଅନୁମତିରେ ଚଢା ଦରରେ ବିକ୍ରି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ । ପାଟଣାଗଡ଼ରେ ସବୁ ନିୟମର ହେଉଛି ଖୋଲାଖୋଲି ଉଲ୍ଲଂଘନ । ଛତୁ ଫୁଟଲା ଭଳି ଦଲାଲ ମାତିଛନ୍ତି । ଆଉ ରାତାରାତି କରୁଛନ୍ତି ଏହି ବେଆଇନ୍ କାମ । ସେପଟେ…

ପୁଣି ଫସିଲା ଚୀନ୍‌; କିଏ ଥିଲା କରୋନାର ପ୍ରଥମ ରୋଗୀ? ସାମ୍‌ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳକୁ ନେଇ ସନ୍ଦେହ ଘେରରେ ଥିବା ଚୀନ୍ ବର୍ତ୍ତମାନ ପ୍ରଥମ କରୋନା ରୋଗୀଙ୍କ ପରିଚୟକୁ ନେଇ ଅଡୁଆରେ ପଡ଼ିଛି। ରିପୋର୍ଟ ଅନୁଯାୟୀ ଚାଇନା ଯାହାକୁ କୋଭିଡ୍‌ ପ୍ରଥମ ରୋଗୀ ଭାବେ ଚିହ୍ନଟ କରିଥିଲା ବାସ୍ତବରେ ସେ ପ୍ରଥମ ରୋଗୀ ନୁହଁନ୍ତି  ବୋଲି ଜଣାପଡ଼ିଛି।…