Latest Odisha News

BREAKING NEWS

କରୋନାରେ ପ୍ରାଣ ହରାଇଲେ ଯୁବ ଇଂଜିନିୟର

ବ୍ରହ୍ମପୁର: ମହାମାରୀ କରୋନାର ଦ୍ବିତୀୟ ତରଙ୍ଗ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ମଙ୍ଗଳବାର ରାତିରେ ଯୁବ ଇଂଜିନିୟର ଟି. ଲୋକେଶ୍ୱର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ହୋଇଥିଲା। ସେ ଗଜପତି…

ପୁରୀର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ବୁଧବାର ଦିନ କଣାସ ଗ୍ରାମ ଏବଂ ସଂଲଗ୍ନ ବଜାର ଅଞ୍ଚଳକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। କଣାସ ବିଡିଏ ଲୋଚାନ ଦାସଙ୍କ ଅନୁଯାୟୀ, କଣାସ ବ୍ଲକର ୪୦୦ ରୁ ଅଧିକ ଲୋକ କରୋନା ସଂକ୍ରମିତ ହେବା…

ବିଏମସି ଭବାନୀ ମଲ୍‌ରେ ଡ୍ରାଇଭ୍‌ ଇନ୍‌ କୋଭିଡ୍‌ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: ବିଏମସି ବୁଧବାର ସହିଦ ନଗରର ବିଏମସି ଭବାନୀ ମଲ୍‌ରେ ଥିବା ପାର୍କିଂ ସ୍ଥାନରେ ଡ୍ରାଇଭ-ଇନ୍ କୋଭିଡ୍‌ ଟେଷ୍ଟ ଆରମ୍ଭ କରିଛି। ସକାଳ ୮.୩୦ ରୁ ୧୨.୩୦ ମଧ୍ୟରେ ଉଭୟ ଆରଟିଓ- ପିସିଆର୍‌ ଏବଂ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି ବୋଲି ବିଏମସି ଟୁଇଟ୍‌ କରି କହିଛି। ଏହି…

ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଜିଓ

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିଛି ଜିଓ। ରାଜ୍ୟରେ ନିଜ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରିଛି। ଏ ନେଇ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ…

ଦିଲ୍ଲୀ ସରକାର ବନାମ ଭାରତ ବାୟୋଟେକ

ନୂଆଦିଲ୍ଲୀ: ଭାରତ ବାୟୋଟେକ ନିଜସ୍ବ ପ୍ରସ୍ତୁତ କରୁଥିବା କୋଭିଡ୍-୧୯ ଟିକା କୋଭାକ୍ସିନ୍‌ର ଆବଶ୍ୟକୀୟ ମାତ୍ରା ଦିଲ୍ଲୀ ଯୋଗାଇବାକୁ ମନା କରିଦେଇଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ କହିଛନ୍ତି ଯେ…

କେବେ ନେବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଜାଣନ୍ତୁ…

ଭୁବନେଶ୍ୱର: ପ୍ରଥମ ଡୋଜର କେତେଦିନ ପରେ ନେଇ ହେବ ଦ୍ୱିତୀୟ ଡୋଜ୍ ଟିକା । ଏନେଇ ଲୋକଙ୍କ ମନେରେ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟପଟେ କୋ-ୱିନ୍ ପୋର୍ଟାଲରେ ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ…

ମରିଗଲାଣି ମାନବିକତା; ଅଧା ରାସ୍ତାରେ କରୋନା ରୋଗୀଙ୍କ ମୃତ ହେଦକୁ ଛାଡି ଚାଲିଗଲା ଆମ୍ବୁଲାନ୍ସ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ଏକ ଗାଁ ସୀମାରେ ଜଣେ କରୋନା ରୋଗୀଙ୍କ ମୃତଦେହକୁ ଛାଡି ଚାଲିଯାଇଥିବାରୁ ସରକାରୀ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ମୃତକଙ୍କ ପତ୍ନୀ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆର୍ଥିକ…

ବ୍ଲାକ୍ ଫଙ୍ଗସ୍ ନେଉଛି ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଜୀବନ, ମହାରାଷ୍ଟ୍ର ଓ ଗୁଜରାଟ ବେଶି ପ୍ରଭାବିତ

ନୂଆଦିଲ୍ଲୀ: ଦେଶ କରୋନା ସହ ଲଢ଼ୁଛି । ଏବେ ଦେଶରେ ୩୦ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି । କରୋନା ମହାମାରୀ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତାର କାରଣ ପାଲଟିଛି । କରୋନା ଲକ୍ଷଣ ଥିବା ଲୋକଙ୍କ ଠାରେ ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ଲକ୍ଷଣ ଦେଖାଯାଉଛି । ମହାରାଷ୍ଟ୍ର, ଗୁଜରାଟ ଓ…

ମହାରାଷ୍ଟ୍ରରେ ବଢିପାରେ ଲକ୍‌ଡାଉନ ଅବଧି; ଆଜି ନିଷ୍ପତ୍ତି

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ରାଜ୍ୟରେ ପୁଣି ଲକ୍‌ଡାଉନ୍‌ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ରାଜ୍ୟରେ ୧୫ ଦିନିଆ ଲକ୍‌ଡାଉନ୍‌ ଜାରି କରିବାକୁ ଚିନ୍ତା କରୁଛନ୍ତି ମହା ସରକାର। ଏ ନେଇ ଆଜି ଆସିପାରେ ନିଷ୍ପତ୍ତି। କରୋନା ସଂକ୍ରମଣକୁ ଭାଙ୍ଗିବା ଲାଗି ଲକ୍‌ଡାଉନ ଅବଧିକୁ ବୃଦ୍ଧି…

ଭୁବନ ଅଞ୍ଚଳରେ NH କାମ କରୁଥିବା ଠିକାସଂସ୍ଥା କ୍ୟାମ୍ପରୁ ୧୪ ସଂକ୍ରମିତ, କଟକଣାକୁ ବେଖାତିର ଅଭିଯୋଗ

ଢେଙ୍କାନାଳ: ଜାତୀୟ ରାଜପଥ କାମ ନେଇଥିବା ଠିକାସଂସ୍ଥାରୁ ଏକାଥରକେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସଂମ୍ରସାରଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବାଲାଜୀ ଇଞ୍ଜିକନ୍ ଲିମିଟେଡର ୧୪ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।…