Latest Odisha News

BREAKING NEWS

ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ମଙ୍ଗଳବାର ଦିନ କୋରାପୁଟ, ରାୟାଗଡା, ଗଜପତି ଏବଂ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ଓଡିଶାର କିଛି ସ୍ଥାନ ଏବଂ ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା…

କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ । ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି । ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେ‌ଷ ପରିବର୍ତ୍ତନର ସମ୍ଭାବନା ନାହିଁ।…

ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ଦେଶ ହେଲା ଚୀନ

ଚୀନ୍ : ବିଶ୍ୱର ସବୁଠାରୁ ଧନୀ ଦେଶ ହେଲା ଚୀନ । ଶକ୍ତିଶାଳୀ ରାଷ୍ଟ୍ରଭାବେ ପରିଚିତ ଆମେରିକା ବର୍ତ୍ତମାନ ସବୁ କ୍ଷେତ୍ରରେ ପଛରେ ପଡିବାରେ ଲାଗିଛି ।ଏଥର ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠାର ଧନୀ ଦେଶର ଆଖ୍ୟା ଅର୍ଜନ କରିଛି ଚୀନ୍ ।ବିଗତ ୨୦ ବର୍ଷ ଭିତରେ ଚୀନର ଧନ ସମ୍ପତି ପ୍ରାୟ ୩ ଗୁଣା…

[ଭିଡ଼ିଓ] ମହାପ୍ରଭୁଙ୍କ ପାଇଁ ପଦ୍ମ ତୁଳସୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ । ବର୍ଷକୁ ଥରେ ହେଉ ପଛେ ଦର୍ଶନ କରିବାକୁ ଦଉଡି ଆସିଥାଏ ଭକ୍ତଟିଏ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଶ୍ରୀକ୍ଷେତ୍ରରେ । ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ କିଛି ଶ୍ରଦ୍ଧାଳୁ ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥିଲେ ।…

୪ରେ ମୁକ୍ତିଲାଭ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୁମି ପେଡନେକର ପ୍ରଥମ ଥର ପାଇଁ ଏକାଠି 'ବଧାଇ ଦୋ' ନଜର ଆସିବେ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଫେବୃଆରୀ ୪, ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। 'ବଧାଇ ଦୋ' ହେଉଛି ଜାତୀୟ ପୁରସ୍କାର…

BMCର ୱାର୍ଡ ସଂରକ୍ଷଣ ତାଲିକା ଚୁଡାନ୍ତ ,ଏଥର ବିଏମସିରେ ସାମିଲ ହେବ ୬ ଟି ନୂଆ ପଞ୍ଚାୟତ

ଭୁବନେଶ୍ୱର: ଖୁବ୍ ଶିଘ୍ର ହେବ ପୌର ନିର୍ବାଚନ ।ଏଥିପାଇଁ ପକ୍ରିୟା ଆରମ୍ଭ ହେଲାଣି । ଏନେଇ ବିଏମସିର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୱାର୍ଡର ସଂଖ୍ୟା ବୃଦ୍ଧି ନେଇ ଯେଉଁ କଳ୍ପନା ଯଳ୍ପନା ଲାଗି ରହିଥିଲା ୱାର୍ଡ ସଂଖ୍ୟା ବୃଦ୍ଧି ହେବା ନେଇ ତାହା ଏବେ ଅନ୍ତ ଘଟିଛି । ଭୁବନେଶ୍ୱର…

ପତ୍ନୀ ଜୟାଙ୍କ ତାରିଫ୍‌ରେ ଏମିତି କହିଲେ ବିଗ୍‌ ବି

ମୁମ୍ବାଇ: କେବିସି ୧୩ର ହୋଷ୍ଟ ଅମିତାଭ ବଚ୍ଚନ ଏକ ଏପିସୋଡ୍‌ରେ ପତ୍ନୀ ଜୟା ବଚ୍ଚନଙ୍କ ବେଶ୍‌ ତାରିଫ୍‌ କରିଥିବା ଦେଖିବାକୁ ମିଳିଛି। ହଟ୍‌ ସିଟ୍‌ରେ ଖେଳୁଥିବା ଜଣେ ପ୍ରତିଯୋଗୀଙ୍କ ମା'ଙ୍କ ନାମ ଶୁଣି ବିଗ୍‌ ବି ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଏହା ବେଶ୍‌ ସୁନ୍ଦର ନାଁ ବୋଲି…

ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପୋର୍ଟାଲ, ଘରେ ବସି ଡ଼ାଉନଲୋଡ଼ କରିହେବ ଗାଡ଼ିର ସମସ୍ତ କାଗଜପତ୍ର

ଭୁବନେଶ୍ୱର: ଘରେ ବସି ଡ଼ାଉନଲୋଡ଼ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ଜାନୁଆରୀ ୧ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏଥିରେ…

୨୦୨୨ ଟି୨୦ ବିଶ୍ୱକପ କ୍ରିକେଟ: ଚୂଡାନ୍ତ ହେଲା ୭ ଭେନ୍ୟୁ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ପରବର୍ତୀ ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ । ୨୦୨୨ ସଂସ୍କରଣ ପାଇଁ ଆଜି ଆଇସିସି ୭ଟି ଭେନ୍ୟୁ ଚୂଡାନ୍ତ କରିଛି । ଫାଇନାଲ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ସୁପର ୧୨ ପର୍ଯ୍ୟାୟ ପାଇଁ ଭାରତ ସମେତ ୮ଟି ଟିମ ଘୋଷଣା କରାଯାଇଛି ।…

ବିନା କୋହଲି-ଓ୍ୱିଲିୟମସନରେ ଭାରତ-ନ୍ୟୁଜିଲାଣ୍ଡ T20 ସିରିଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ କ୍ୟାପଟେନ୍ କେନ୍ ଓ୍ୱିଲିୟମସନ୍ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ଟିମ୍ ସାଉଦି । କାଲିଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ସିରିଜ । ସେହିପରି ବିନା…