‘ବୁଲି ବାଇ’ ଆପ୍ ବିରୋଧରେ ସଙ୍ଗୀନ ଅଭିଯୋଗ; ମୁସଲିମ୍ ମହିଳାଙ୍କ ଫଟୋକୁ କରାଯାଉଛି ନିଲାମ
ନୂଆଦିଲ୍ଲୀ: ବାସ୍ତବରେ, 'ବୁଲି ବାଇ' ନାମକ ଏକ ଆପରେ ମୁସଲମାନ ମହିଳାମାନଙ୍କ ଫଟୋକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ଭାବରେ ମଧ୍ୟ ବ୍ୟବହାର କରାଯାଉଛି।
ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରତି ମଧ୍ୟ ସମାନ କାର୍ଯ୍ୟ…