Latest Odisha News

BREAKING NEWS

୫ ବର୍ଷ ଯାଏ ବଢିପାରିବ ସିବିଆଇ ଓ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ତ୍ତମାନ ୫ ବର୍ଷ ବୃଦ୍ଧି କରାଯାଇପାରିବ। ଏଥିପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ମୁଖ୍ୟଙ୍କ…

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣାରେ ୬ଗିରଫ

ବ୍ରହ୍ମପୁର : ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ୩ଟି ଖଣ୍ଡା ଜବତ କରାଯାଇଛି । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଫାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି…

ଖାଦ୍ୟ ଅଭାବ ଯୋଗୁ ମୃତ୍ୟୁମୁଖରେ ପଡ଼ିପାରନ୍ତି ୧୦ ଲକ୍ଷରୁ ଅଧିକ ଶିଶୁ; ‘ହୁ’ର ଚେତାବନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କ୍ଷମତାକୁ ଆସିବା ପରେ ଯେଉଁ ସଙ୍କଟ ଦେଖାଦେଇଛି, ତାହା ଅଧିକ ବିଗିଡିବାରେ ଲାଗିଛି। ଆଫଗାନିସ୍ତାନ ନାଗରିକମାନଙ୍କୁ ବୈଦେଶିକ ସହାୟତା ନ ମିଳିବା ହେତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ବଡ଼ ଅର୍ଥନୈତିକ ସଙ୍କଟ ଆଶଙ୍କା ପ୍ରକାଶ କରିଛି। ଏଥି…

ପରିବାରର ୪ଜଣଙ୍କୁ ହତ୍ୟା କଲେ ନକ୍ସଲ, ଘରକୁ ବୋମା ଲଗାଇ ଉଡ଼ାଇଦେଲେ

ପାଟନା: ବିହାରର ଗୟାରେ ନକ୍ସଲମାନେ ୪ଜଣଙ୍କୁ ହତ୍ୟା କରିଛନ୍ତିି। ଚାରିଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ନକ୍ସଲମାନେ ହତ୍ୟା କରିବା ପରେ ଘରକୁ ବୋମା ଲଗାଇ ଉଡ଼ାଇ ଦେଇଛନ୍ତି। ପୋଲିସ ଏନେଇ ତଦନ୍ତ କରୁଛି। ବିହାରରେ ପୁଣି ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଡ଼ୁମରିଆର ମନୋବର ଗାଁରେ…

ଟୁଇନ୍ ସିଟି ପରେ ପୁରୀରେ ଯୁବକଙ୍କ ଧମକପୂର୍ଣ୍ଣ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କେବିଏନ୍ । କଟକରେ ପବ୍ଲିକ ଷଣ୍ଢ ଓ ଅମାନିଆ ବାଘ । ଏବେ ପୁରୀରେ ବି ସମାନ ସ୍ଥିତି । ଶ୍ରୀକ୍ଷେତ୍ରରେ ଖଣ୍ଡା ଧରି ମାତିଛନ୍ତି ଅମାନିଆ ଯୁବକ । ଅସ୍ରାବ୍ୟ ଭାଷାରେ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏ ନେଇ ପୁରୀ ବାସିନ୍ଦା ମଧ୍ୟ…

ଏ ବର୍ଷ ବି ହେବନି ଭୁବନେଶ୍ବର ବାଲିଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା । କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ…

KBN ଗ୍ରୁପର ଭାଇରାଲ୍ ଭିଡିଓ ମାମଲା : ଖେଳନା ବନ୍ଧୁକ ସହ ଗାଡ଼ି ଜବତ

ଭୁବନେଶ୍ୱର: KBN ଗ୍ରୁପର ଭାଇରାଲ୍ ଭିଡିଓ ମାମଲା । ରାଜଧାନୀରେ ଭିଡିଓ ଭାଇରାଲ୍ କରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ରୁପର ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶନରେଟ୍ ପୋଲିସ । ଜବତ ହେଉଛି ଭାଇରାଲ୍ ଭିଡିଓରେ ବ୍ୟବହୃତ ମାରଣାସ୍ତ୍ର ସହ ଗାଡ଼ି । ନୟାପଲ୍ଲୀ ଥାନା…

ଶିଶୁ ଦିବସରେ ୪ଟି ଜିଲ୍ଲାର ୧୩୮ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଆଜି ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ହେବ ରୂପାନ୍ତରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ବୌଦ୍ଧ ଜିଲ୍ଲାରେ ୧୦ଟି ହାଇସ୍କୁଲ, ସୋନପୁରରେ ୧୧ଟି ହାଇସ୍କୁଲ, ଭଦ୍ରକରେ ୧୭ଟି ହାଇସ୍କୁଲ, କେନ୍ଦୁଝରରେ ୧୦୦ଟି…

୧ରୁ ଭୁବନେଶ୍ୱରୁ ପୁଣେ ମଧ୍ୟରେ ଆରମ୍ଭ ହେବ ଇଣ୍ଡିଗୋ ବିମାନ ସେବା

ଭୁବନେଶ୍ୱର: ଇଣ୍ଡିଗୋ ଡିସେମ୍ବର ୧ରୁ ପୁଣେରୁ ଭୁବନେଶ୍ୱର, ମୁମ୍ବାଇ, କୋଏମ୍ବାଟୁର ଏବଂ ଗୁଆହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। “ଡିସେମ୍ବର ୧ରୁ ପୁଣେ ବିମାନବନ୍ଦର ପାଇଁ ଶୀତକାଳୀନ କାର୍ଯ୍ୟସୂଚୀ ପ୍ରଯୁଜ୍ୟ ହେବ କାରଣ ୨୪ ଘଣ୍ଟା କାର୍ଯ୍ୟ ପୁନଃଆରମ୍ଭ ହେବ। ଏହା ଅନ୍ୟ ସହରରେ ପ୍ରୟୋଗ…

ଆଭାସି ମଞ୍ଚରେ ” ସାହିତ୍ୟରେ ସମାଜ ସଂସ୍କାର” ଆଲୋଚନା ଚକ୍ର

ଭୁବନେଶ୍ୱର : ଆଭାସି ମଞ୍ଚ ଓ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ " ସାହିତ୍ୟରେ ସମାଜ ସଂସ୍କାର" ଶୀର୍ଷକରେ,  ଥିଙ୍କରସ କ୍ଲବର ୧୦ ତମ ଆଭାସି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ଫକୀର ମୋହନ ଆଦି କାଳଜୟୀ…