Latest Odisha News

BREAKING NEWS

ହରିୟାଣାରେ ମେ ୩ରୁ ସପ୍ତାହେ ଯାଏ ଲକ୍‌ଡାଉନ୍‌

ହରିୟାଣା: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହରିୟାଣା ମନ୍ତ୍ରୀ ଅନିଲ ଭିଜ୍‌ ରବିବାର କହିଛନ୍ତି ଯେ ମେ ୩ରୁ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ହେବ। ଏହାପୂର୍ବରୁ ଶୁକ୍ରବାର ଦିନ ସରକାର ନଅଟି ଜିଲ୍ଲା - ଗୁରୁଗାଓଁ, ଫରିଦାବାଦ, ପଞ୍ଚକୁଲା, ସୋନିପତ, ରୋହତକ,…

ଶ୍ରୀମନ୍ଦିର ପରିସର ସାନିଟାଇଜ

ପୁରୀ:ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ନୁତନ ଏସଓପି ଜାରି ହେବା ପରେ ଭକ୍ତଙ୍କ ଲାଗି ଆସନ୍ତା ମେ'ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଅଗ୍ନିଶମ ବିଭାଗର ଦୁଇଟି…

ବନ୍ଦ ହେଲା ଅଲାରନାଥ ମନ୍ଦିର; ଚିନ୍ତାରେ ପୂଜକ

ପୁରୀ: ବନ୍ଦ ହେଲା ଅଲାରନାଥଙ୍କ ମନ୍ଦିର। ଓଡ଼ିଶା ସରକାରଙ୍କ ଦ୍ବାରା ଲକ୍‌ଡାଉନ୍‌ ଘୋଷଣା ପୁରୀ ଜିଲ୍ଲାର ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରର ପୂଜକଙ୍କ ସମେତ ଅନ୍ୟ ମନ୍ଦିରର ପୂଜାରୀ ସେମାନଙ୍କ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଅଲାରନାଥ ମନ୍ଦିର ଏବଂ ମା ବାଲିହରଚଣ୍ଡୀ ପୀଠ…

ଫିଲ୍ମ ‘ଦ ଡର୍ଟି ପିକ୍ଚର’ ପାଇଁ ବିଦ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦି ଡର୍ଟି ପିକ୍ଚର ପାଇଁ ବିଦ୍ୟା ବାଲାନ ନଥିଲେ ପ୍ରଥମ ପସନ୍ଦ। ଏଥିପାଇଁ ପ୍ରଥମେ କଙ୍ଗନାଙ୍କୁ ଚୟନ କରାଯାଇଥିଲା। ସେ ଏହି ଅଫର୍‌ ପ୍ରତ୍ୟାଖାନ କରିବା ପରେ ଏହି ଚରିତ୍ର ପାଇଁ ବିଦ୍ୟାଙ୍କୁ ବଛାଯାଇଥିଲା। ଏ ନେଇ ଏକ ସାକ୍ଷାତକାରରେ କଙ୍ଗନା ରାନାୱତ…

ବିଲେଇକୁ ଉଦ୍ଧାର କରିବା ପରେ କାହିଁକି କାନ୍ଦି ପକାଇଲେ ଅଗ୍ନିଶମ କର୍ମଚାରୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଅଗ୍ନିଶମ କର୍ମଚାରୀ ବିଲେଇ ଉଦ୍ଧାର କରିବା ସମୟର ଏକ ହୃଦୟସ୍ପର୍ଶୀ ଭିଡିଓ ଇଣ୍ଟରନେଟରେ ବେଶ୍‌ ଭାଇରାଲ ହେଉଛି। ୨୮ ସେକେଣ୍ଡର କ୍ଲିପ୍ ଟ୍ୱିଟରରେ ମେଡ ୟୁ ସ୍ମାଇଲ ନାମକ ଏକ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଥିଲା। ଅନଲାଇନରେ ଉପଲବ୍ଧ ହେବାର ତିନି ଘଣ୍ଟା ମଧ୍ୟରେ ଏହାକୁ…

ବିବାଦକୁ ଏଡ଼ାଇବା ପାଇଁ ଏହି ଫିଲ୍ମର ନାଁ ପରିବର୍ତ୍ତନ କରିବେ ସଲମାନ !

ନୂଆଦିଲ୍ଲୀ: ବଲିଉଡ୍‌ ସହିତ ବିବାଦର ପୁରୁଣା ସମ୍ପର୍କ ଅଛି ରହିଛି। ବଲିଉଡ୍‌ରେ ଅନେକ ଲୋକପ୍ରିୟ କଳାକାରଙ୍କ ଫିଲ୍ମକୁ ନେଇ ବିବାଦ ଉପୁଜିଛି। ତେବେ ଏହି ବିବାଦରୁ ଦୂରେଇ ରହିବା ପାଇଁ ସଲମାନ ବର୍ତ୍ତମାନ ନିଜର ଏହି ଫିଲ୍ମର ଟାଇଟଲ୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା…

ଅକ୍ସିଜେନ ଅଭାବରୁ ୧୪ କରୋନା ରୋଗୀଙ୍କ ମୃତ୍ୟୁ !

ଆନ୍ଧ୍ରପ୍ରଦେଶ: ସୂଚନା ଅନୁଯାୟୀ ଶନିବାର ଅନନ୍ତପୁର ସରକାରୀ ଜେନେରାଲ ହସ୍ପିଟାଲରେ ୧୪ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି। ଅମ୍ଳଜାନ ଅଭାବରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ଜିଲ୍ଲା ପ୍ରଶାସନ ଡାକ୍ତରଖାନା ପରିଦର୍ଶନ କରି…

ଅଭିନେତା ଅନିରୁଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଡାଭେ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ। ତେବେ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅନିରୁଦ୍ଧଙ୍କ ମୁଖପାତ୍ର ନିକଟରେ ତାଙ୍କ ସ୍ୱାସ୍ଥ୍ୟ…

କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଦେହାନ୍ତ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି । ଏହାଦ୍ୱାରା ରାଜ୍ୟର…

ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜଗିବେ ସରପଞ୍ଚ

ଭୁବନେଶ୍ୱର: ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରହିବ । ସେମାନଙ୍କୁ ଜଗିବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରପଞ୍ଚମାନଙ୍କୁ…