Latest Odisha News

୨୦୨୨ ଟି୨୦ ବିଶ୍ୱକପ ପାଇଁ ଭାରତ ସମେତ ୮ଟିମର ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ସମେତ ୮ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ । ତେବେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ…

ପଞ୍ଜୁରୀରୁ ଉଦ୍ଧାର ହେଲା ନାଗ ସାପ

ଭୁବନେଶ୍ୱର: ପଞ୍ଜୁରୀରେ ଫସିଲା ନାଗ ସାପ। ପୁରୁଣା ଭୁବନେଶ୍ୱରର ଭୀମ ଟାଙ୍ଗି ଅଞ୍ଚଳରୁ ଜଣଙ୍କ ଘରୁ ପୁଣି ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟି ପଞ୍ଜୁରୀରେ ପଶି ଚଢ଼େଇ ଖାଇଦେଇଥିଲା। ହେଲେ ସେଠାରୁ ବାହାରିପାରିନଥିଲା। ନାଗ ସାପର ଲମ୍ବ ପ୍ରାୟ ଅଢ଼େଇ ଫୁଟ ହେବ। ଭୀମ ଟାଙ୍ଗି ଅଞ୍ଚଳର…

୮ ମାସ ଧରି ମାଟି ତଳେ ଲୁଚିଥିଲା ମୋହନଙ୍କ ନିଖୋଜ ରହସ୍ୟ

କୋରାପୁଟ: ଦୀର୍ଘ ୮ ମାସ ପୂର୍ବରୁ ହୋଇଥିଲା ଅପହରଣ ଓ ହତ୍ୟା ଷଡଯନ୍ତ୍ର । ସଂଘବଦ୍ଧ ଯୋଜନାର ଶିକାର ସାଜିଥିଲେ କୋରାପୁଟ ଜିଲ୍ଲା ହାତୀବାରି ପଂଚାୟତ ଅନ୍ତର୍ଗତ ଡୁମୁରିବାରି ଗାଁର ଯୁବ ଠିକାଦାର ମୋହନ ଦାସ ହନ୍ତାଳ । ଶେଷରେ ନିଖୋଜ ଓ ହତ୍ୟା ମାମଲାର ପର୍ଦ୍ଦଫାସ୍ କରିବାରେ ସଫଳ ହୋଇଛି ପାଡୁଆ…

ଡାଇବେଟିକ୍‌ ଔଷଧରେ ହୋଇପାରିବ କିଡ୍‌ନୀ ରୋଗର ଚିକିତ୍ସା!

ସାନ ଡିଏଗୋ: ବୟସ୍କମାନଙ୍କଠାରେ କ୍ରୋନିକ୍‌ କିଡନୀ ଡିଜିଜ୍‌ର ଚିକିତ୍ସା ପାଇଁ ଏକ ସାଧାରଣ ମଧୁମେହ ଔଷଧକୁ ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବ ବୋଲି ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଦର୍ଶାଯାଇଛି। ଡାପାଗ୍ଲିଫ୍ଲୋଜିନ 'ସୋଡିୟମ୍ ଗ୍ଲୁକୋଜ୍ କୋଟ୍ରାନ୍ସପୋର୍ଟର୍-୨…

ଧାର୍ମିକ ପର୍ଯ୍ୟଟନସ୍ଥଳୀର ପ୍ରୋତ୍ସାହନ ପ।ଇଁ ଆରମ୍ଭ ହେଲା ଶ୍ରୀ ରାମାୟଣ ରେଳଯାତ୍ରା

ଦିଲ୍ଲୀ: ଦେଶର ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆରସିଟିସି ଆରମ୍ଭ କରିଛନ୍ତି ପ୍ରଥମ ସ୍ୱତନ୍ତ୍ର ଶ୍ରୀ ରାମାୟଣ ରେଳଯାତ୍ରା । ଏହି ଟ୍ରେନ ଆଜି ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇଛି। ୧୭ଦିନିଆ ଏହି ଯାତ୍ରାରେ ଅଯୋଧ୍ୟା, ସୀତାମଢ଼ୀ ଏବଂ ଚିତ୍ରକୁଟ…

୧୨ ଯାଏ ଇଡି ହେପାଜତରେ ରହିବେ ପୂର୍ବତନ ଗୃହମନ୍ତ୍ରୀ

ମୁମ୍ବାଇ: ବମ୍ବେ ହାଇକୋର୍ଟ ରବିବାର ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇ ଦେଇଛନ୍ତି। ଶନିବାର ଦିନ ମନିଲଣ୍ଡରିଂ ଆକ୍ଟ (PMLA) କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବା…

ପଞ୍ଜାବରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ତୀବ୍ର ବିରୋଧ

ନୂଆଦିଲ୍ଲୀ: କରୋନା ପରେ ଅନେକ ବିଗ୍‌ ବଜେଟ୍‌ ମୁଭି ମୁକ୍ତିଲାଭ ଅପେକ୍ଷାରେ ରହିଛି। ଅନେକଙ୍କ ସୁଟିଂ ଚାଲିଛି ଏବଂ ଅନେକ ରିଲିଜ ପାଇଁ ପ୍ରସ୍ତୁତ ମଧ୍ୟ ହେଉଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ସୂର୍ଯ୍ୟବଂଶୀ ନିକଟରେ ରିଲିଜ୍ ହୋଇଛି। ଫିଲ୍ମକୁ ଚର୍ଚ୍ଚା ମଧ୍ୟ ଜୋର…

କ୍ରୁଜ୍‌ ଡ୍ରଗ୍ସ ମାମଲା; ଟଙ୍କା ପାଇଁ ଆର୍ୟନ୍‌ଙ୍କୁ ଫସାଯାଇଥିଲା!

ମୁମ୍ବାଇ: ଆର୍ୟନ୍‌ ଖାନ ଡ୍ରଗ୍ସ ମାମଲାରେ ସାକ୍ଷୀ ଥିବା ବିଜୟ ପାଗ୍‌ରେ ଦାବି କରିଛନ୍ତି ଯେ ଆର୍ୟନଙ୍କୁ ଏହି ଘଟଣାରେ ଫସାଯାଇଛି। କେବଳ ଏତିକି ନୁହେଁ, ପୁରା ଘଟଣାକୁ କ୍ରମାଗତ ଭାବରେ ବର୍ଣ୍ଣନା କରିବା ସହ ଆର୍ୟନ୍‌ଙ୍କୁ ଜଡିତ କରିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ…

କୋଭାକ୍ସିନକୁ ‘ହୁ’ର ମଞ୍ଜୁରୀ ପରେ ମୋଦୀ ସରକାର ନେଲେ ଏହି ବଡ ପଦକ୍ଷେପ

ନୂଆଦିଲ୍ଲୀ: ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇବା ପରେ କୋଭାକ୍ସିନକୁ ଅଧିକ ଦେଶରେ ମାନ୍ୟତା ଦେବା ପାଇଁ ଭାରତ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛି। ଏଥିପାଇଁ ସେହି ଦେଶମାନଙ୍କ ସହ ଆଲୋଚନା ଚାଲିଛି। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଦେଶରେ…

କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ, ୩ଜଣ ଅଟକ

ଯାଜପୁର: ଯାଜପୁର ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ। ଜିପିଏସ୍ ଟ୍ରାକ ଦ୍ୱାରା ଜବତ ହୋଇଥିଲା ଗାଡ଼ି। ପରେ ସାମ୍ନାକୁ ଆସିଲା ପୁରା ତଥ୍ୟ। ସୂଚନା ଅନୁସାରେ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି…