ଶ୍ରୀକ୍ଷେତ୍ରରେ ବାନାମ୍ବର ଉପାସନା
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ଶ୍ରୀକ୍ଷେତ୍ରରେ ବୈଷ୍ଣବ, ଶାକ୍ତ, ଶୈବ, ସୌର ଓ ଗାଣପତ୍ୟାଦି ଉପାସନାର ସମନ୍ୱିତ ପରମ୍ପରା ଏକଧାରାରେ ପ୍ରଚଳିତ । ଶଙ୍ଖକ୍ଷେତ୍ର ନାମରେ ଚିହ୍ନିତ ବିଶାଳ ଅଞ୍ଚଳରେ ଏହି ସବୁ ଉପାସନାର ନିଦର୍ଶନ ସ୍ୱରୂପ ସମ୍ପୃକ୍ତ ଦେବ…