Latest Odisha News

ସିଆରପିଏଫ୍ ଯବାନ ପ୍ରସୂତି ଓ ନବଜାତ ଶିଶୁର ଜୀବନ ବଞ୍ଚାଇଲେ

ମାଲକାନଗିରି : ସିଆରପିଏଫ୍ ଯବାନଙ୍କ ମହାନତା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲାରେ ଜଣେ ପ୍ରସୂତିଙ୍କ ଜୀବନକୁ ବଞ୍ଚାଇ ପୁଣି ଥରେ ମାନବିକାତାର ପରିଚୟ ଦେଇଛନ୍ତି ମାଓ ପ୍ରବଣ ଅଞ୍ଚଳରେ ନିୟୋଜିତ ସୁରକ୍ଷା କର୍ମୀ। ଗତକାଲି ଡିଆରଜି ଓ ସିଆରପିଏଫର ଯବାନ ମାନେ କମ୍ବିଂ ଅପରେସନ…

ସଲ୍‌ମାନଙ୍କ ସାମ୍‌ନାରେ କାଟ୍ରିନାଙ୍କୁ ପ୍ରପୋଜ୍‌ କରିଥିଲେ ଭିକି!

ନୂଆଦିଲ୍ଲୀ: କିଛିଦିନ ହେବ ବଲିଉଡ୍‌ ଷ୍ଟାର୍‌ ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ଭିତରେ କ୍ୟାଟ୍ରିନା ଏବଂ ଭିକିଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୨୦୧୯ରେ ଭିକି କୌଶଲ ଏକ କାର୍ଯ୍ୟକ୍ରମରେ କ୍ୟାଟ୍ରିନା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ରହସ୍ୟ ଘେରରେ ଆଫଗାନିସ୍ତାନ କ୍ରିକେଟ ଦଳର ପ୍ରାୟୋଜକ

ଭୁବନେଶ୍ୱର: ଚଳିତବର୍ଷ ଟି୨୦ କ୍ରିକେଟ୍ ବିଶ୍ୱକପରେ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ ଦଳ । ଦେଶ ଉପରେ ତାଲିବାନର କବ୍‌ଜା ପରେ ବି ଦୃଢ ମନୋବଳ ନେଇ ପଡିଆକୁ ଓହ୍ଲାଉଛନ୍ତି ଏହି ନିର୍ଭୀକ ଦଳ । ହେଲେ ଏହି ଦଳକୁ ନେଇ ଏକ ବିରାଟକାୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖାସ କରି ଦଳର…

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ପ୍ରତିବାଦରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ନାଁ କୁ ବିଜେପି ପକ୍ଷରୁ ଭୁଲ ଲେଖାଯିବାକୁ ବିରୋଧ କରିଛି ବିଜେଡି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ ଛଅଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି । ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠକରେ ପ୍ରସ୍ତାବ ଦେଇଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରାଯିବ : ବିଜେପି

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ  ବିଜେପି ଜୋରଦାର ବିରୋଧ କରିବା ନେଇ ଚେତାବନୀ ଦେଇଛି। ୮ ତାରିଖ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସାମାଜିକ…

କେନାଲରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

କାମାକ୍ଷାନଗର: କାର ସହ ଡ୍ରାଇଭରର ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ନିଖୋଜ ଥିଲେ ଡ୍ରାଇଭର । ଶନିବାର ଠାବ ହେଲା ମୃତଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ କାମାକ୍ଷାନଗର କୁଲେଇ ଗାଁ ନିକଟ ରେଙ୍ଗାଳି ବାମ କେନାଲରେ । ପରଜଙ୍ଗ ଥାନା ଝରଣାବାହାଳ ଗାଁର ଅନନ୍ତ ସିଂ ଗତ ୪ ତାରିଖରୁ…

ଅରୁଣାଚଳ ପ୍ରଦେଶ ନିକଟ ବିବାଦୀୟ ଅଞ୍ଚଳରେ ୧୦୦ଟି ଘର ଗଢିଛି ଚୀନ୍; ରିପୋର୍ଟ

ନୂଆଦିଲ୍ଲୀ: ଚୀନ୍ ସହିତ ସାମରିକ ଏବଂ ସୁରକ୍ଷା ବିକାଶ ଉପରେ ଆମେରିକାର ପ୍ରତିରକ୍ଷା ବିଭାଗ ବାର୍ଷିକ ରିପୋର୍ଟରେ ଦାବି କରିଛି ଯେ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳ ଏବଂ ଭାରତର ଅରୁଣାଚଳ ପ୍ରଦେଶ ମଧ୍ୟରେ ଥିବା ବିବାଦୀୟ ଅଞ୍ଚଳରେ ଚୀନ୍ ୧୦୦ ଟି ଘର ପ୍ରତିଷ୍ଠା କରିଛି। ଏହି ଗ୍ରାମ ଏବଂ ଅନ୍ୟାନ୍ୟ…

ବିିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ୁଛି, ୩୪ ମୃତ

ପାଟନା : ବିିଷାକ୍ତ ମଦ ନେଉଛି ଜୀବନ । ବିହାରର ଗୋପାଳଗଂଜ ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି । ଗତ ୧୫ ଦିନ ଭିତରେ ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ତେହୁଆ ଗାଁରେ ଗୁରୁବାର ଦିନ ୮ ଜଣଙ୍କ ମୃତ୍ୟୁ…

ଦିଲ୍ଲୀବାସୀଙ୍କୁ କେଜ୍ରିୱାଲ ସରକାରଙ୍କ ବିଶେଷ ଉପହାର; ମାଗଣା ରାସନ ଯୋଜନା ୬ ମାସ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଦୀପାବଳୀ ଉପଲକ୍ଷେ ‌ରାଜ୍ୟବାସୀଙ୍କୁ କେଜ୍ରିୱାଲ ସରକାରଙ୍କ ସ୍ବତନ୍ତ୍ର ଭେଟି। କେଜ୍ରିୱାଲ ସରକାର ଆସନ୍ତା ୬ ମାସ ପାଇଁ ମାଗଣା ରାସନ ଯୋଜନାକୁ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। ନଭେମ୍ବର ୩୦ ତାରିଖରୁ ପ୍ରଧାନମନ୍ତ୍ରୀ ଗରିବ…