Latest Odisha News

ସେମିଫାଇନାଲର ନିକଟତର ହେଲା ନ୍ୟୁଜିଲାଣ୍ଡ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ନାମ୍ବିଆକୁ ୫୨ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ପଂଏଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ନିକଟତର ହୋଇଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡର ପରାଜୟ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି । ନ୍ୟୁଜିଲାଣ୍ଡ ପ୍ରଥମେ…

କମିଲା ପେଟ୍ରୋଲ ଓ ଡିଜେଲ ଦର ,ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର : ଗାଡି ଚାଳକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଥିବା ଦର ଆଜି ମଧ୍ୟ ରାତ୍ରରୁ ଲାଗୁ ହେବାକୁ ଯାଉଛି । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଥିଲେ ରାଜ୍ୟ ସରକାର। ଗତି କିଛି ଦିନ ହେଲା ଦେଶରେ ଅହେତୁକ ପେଟ୍ରୋଲ ମୂଲ୍ୟ…

ସୟେଦ ମୁସ୍ତାକ ଅଲୀ ଟି୨୦: ୧ରନରେ ହାରିଲା ଓଡିଶା

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଜି ଓଡିଶା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ତାମିଲନାଡୁଠାରୁ ମାତ୍ର ୧ ରନରେ ପରାସ୍ତ ହୋଇଛି । ଏଲିଟ ଗ୍ରୁପ ଏର ଏହି ମ୍ୟାଚରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ କରିଥିଲା । ଅଭିଷେକ ରାଉତ ୨ଟି ଏବଂ…

ଶସ୍ତା ହେବ ଖାଇବା ତେଲ ଦର, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ଦିଲ୍ଲୀ : ଖାଉଟିଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଖାଇବା ତେଲ ଦର। ପ୍ରଥମେ ପଟ୍ରୋଲ ଡିଜେଲ ପରେ ଏବେ ଖାଇବା ତେଲର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ଏବେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଛନ୍ତି ।ପାମୋଲିନ, ସୋୟାବିନ୍…

ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସିଦ୍ଧୁ

ଚଣ୍ଡୀଗଡ: କଂଗ୍ରେସ ସଭାପତି ପଦରୁ ଦେଇଥିବା ଇସ୍ତଫା ପ୍ରତ୍ୟାହାର କରିଛନ୍ତି ପଞ୍ଜାବ ନେତା ନଭଜୋତ ସିଂ ସିଦ୍ଧୁ । ସବୁ କିଛି ଠିକ ଠାକ ହୋଇ ଯାଇଥିବ ବୋଲି ଆଶା କରାଯାଉଥିବା ବେଳେ ଇସ୍ତଫା ପରେ ପରେ ସିଦ୍ଧୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି । ଫଳରେ…

କେଦାରନାଥର ପୁର୍ନବିକାଶ ପାଇଁ ଉଦ୍ୟମ ଜାରି ରହିବ : ପ୍ରଧାନମନ୍ତ୍ରୀ

ଉତ୍ତରାଖଣ୍ଡ : ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି। ୨୦୧୩ ପ୍ରଳୟଙ୍କାରୀ ବନ୍ୟା ପରେ ଉତ୍ତରାଖଣ୍ଡର ପୁନଃବିକାଶ ହେବ ବୋଲି ମୋଦି କହିଛନ୍ତି । ଭିତ୍ତିଭୂମି କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ। କେଦାରନାଥ ମନ୍ଦିରରେ…

ସମ୍ କୋଭିଡ଼୍ ହସ୍ପିଟାଲରେ ୧୧ବର୍ଷୀୟ ବାଳିକାର ସଫଳ ଅସ୍ତ୍ରୋପ୍ରଚାର

ଭୁବନେଶ୍ୱର: କୋଭିଡ଼୍ ସଂକ୍ରମିତ ଜଣେ ୧୧ବର୍ଷୀୟ ବାଳିକାଙ୍କ ସଫଳ ଅସ୍ତ୍ରୋପ୍ରଚାର। ସମ୍ କୋଭିଡ଼ ହସ୍ପିଟାଲରେ ଏହି ଅସ୍ତ୍ରୋପ୍ରଚାର କରାଯାଇଛି। ବାଳିକାଙ୍କ ଆପେଣ୍ଡିସାଇଟିସ୍ ସମସ୍ୟା ଥିଲା। ତାଙ୍କ ଅସ୍ତ୍ରୋପ୍ରଚାର କରିଥିଲେ ସମ୍ ଶିଶୁରୋଗ ଅସ୍ତ୍ରୋପ୍ରଚାର ବିଭାଗର ଡ଼ାକ୍ତର। ବାଳିକା…

ପ୍ରଶଂସକଙ୍କ ପାଗଳାମୀ: ପୁନୀତଙ୍କ ପରି ନେତ୍ରଦାନ କରିବା ପାଇଁ ୩ ଜୀବନ ହାରିଲେ

ବାଙ୍ଗାଲୋର: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ତାଙ୍କ ଆଖିରେ ୪ଜଣ ଦୁନିଆ ଦେଖିଥିଲେ । ଏହାର ପ୍ରଭାବ ପ୍ରଶଂସକଙ୍କ ଉପରେ ଏତେ ମାତ୍ରାରେ ପଡିଥିଲା ରାଜକୁମାରଙ୍କ ପରି ନେତ୍ରଦାନ କରିବା ପାଇଁ ୩ଜଣ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ ରାଜେନ୍ଦ୍ର(୨୪),…

ଆଇବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ୭ମ ଭାରତୀୟ ଭାବେ ପଦକ ଜିତିଲେ ଆକାଶ

ନୂଆଦିଲ୍ଲୀ: ୭ମ ଭାରତୀୟ ବକ୍ସର ଭାବେ ଆକାଶ କୁମାର ଆଇବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସର୍ବିୟାର ବେଲଗ୍ରେଡରେ ଚାଲିଥିବା ପୁରୁଷ ବିଭାଗର ୫୪ କେଜି କାଟାଗୋରିରେ ସେ କାଜକସ୍ତାନର ମଖୁମୁଦ ସାବେରଖାନଙ୍କ ନିକଟରୁ ୦-୫ରେ ପରାଜିତ ହୋଇଥିଲେ । ପଦାର୍ପଣ ବିଶ୍ୱ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ : ଜୟଦେବ ପୁରସ୍କାର ପାଇଁ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ମନୋନୀତ

ଭୁବନେଶ୍ୱର : ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା। କୋଭିଡ୍ ପାଇଁ ହୋଇନଥିଲା ଘୋଷଣା । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର। ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରଷ୍କାର। ଏହା ଛଡା ନୀଳ ମାଧବ ପଣ୍ଡା ଶ୍ରେଷ୍ଠ…