Latest Odisha News

ଗାଁ ମାଟିରେ ପହଁଞ୍ଚିଲା ଭାରତୀୟ ସେନାର ବିଜୟ ଜ୍ୟୋତି

କଟକ : ଗାଁ ମାଟିରେ ପହଁଞ୍ଚିଲା ସେନାର ବିଜୟ ଜ୍ୟୋତି । କଟକ ଜିଲ୍ଲା ବଡମ୍ବା ବ୍ଲକ  ସଙ୍ଖାମେରୀ ଗାଁ ପଞ୍ଚାୟତର କନ୍ତପଡ଼ା ଗାଁରେ ଭାରତୀୟ ସେନାର ବିଜୟ ଜ୍ୟୋତି ପହଁଞ୍ଚିଛି। ୧୯୭୧ ମସିହା ପାକିସ୍ତାନ ବିରୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ ।ବିଜୟର ୫୦ ବର୍ଷ ପୁର୍ତ୍ତି ଅବସରରେ ଏହି ମାସ…

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ!

ମୁମ୍ବାଇ: ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ। ହଲିଉଡ୍‌ରେ କ୍ୟାରିୟର କରିବା ପାଇଁ ଆଲିଆ ଭଟ୍ଟ ଆମେରିକାର ଟାଲେଣ୍ଟ ଏଜେନ୍ସି ୱିଲିୟମ୍ ମୋରିସ୍ ଏଣ୍ଡେଭେଭର୍ (ଡବ୍ଲୁଏମ୍ଇ) ସହିତ ଚୁକ୍ତି କରିଛନ୍ତି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଆଲିଆ ୨୦୨୨ ଆରମ୍ଭରେ ଏକ ହଲିଉଡ୍ ଷ୍ଟୁଡିଓ ସହିତ…

ମୁମ୍ବାଇ କାର୍ଗୋ କମ୍ପ୍ଲେକ୍ସରୁ ଧଳା ଜହର ଜବତ, ବ୍ୟବସାୟୀ ଗିରଫ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା କାର୍ଗୋ କମ୍ପ୍ଲେକ୍ସରୁ ୭୦୦ଗ୍ରାମ ହେରୋଇନ ବା ଧଳ ଜହର ଜବତ ହୋଇଛି। ଏହି ଘଟଣାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁଜୁରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୭୦୦ଗ୍ରାମ ଧଳା ଜହରର ବଜାର ମୂଲ୍ୟ ୪କୋଟି ଟଙ୍କା ହେବ। ଏନସିବିର ଜୋନାଲ…

ମଗେଇଥିଲେ ପାସ୍‌ପୋର୍ଟ ପାଉଚ୍‌ ଆସିଲା ଅରିଜିନାଲ ପାସ୍‌ପୋର୍ଟ

ଏକ ରିପୋର୍ଟ ଅନୁଯାୟୀ, କେରଳର ୱାୟାନାଡ ଜିଲ୍ଲାର ଜଣେ ବ୍ୟକ୍ତି ଆମାଜନରେ ଏକ ପାସପୋର୍ଟ ପାଉଚ୍‌ ପାଇଁ ଅର୍ଡର ଦେଇଥିଲେ ଏବଂ ଅର୍ଡର ଡେଳଇଭରି ବେଳେ ପାସ୍‌ପୋର୍ଟ ପାଉଚ୍‌ ସହିତ ଏହା ଭିତରେ ପାସପୋର୍ଟ ମଧ୍ୟ ପାଇଥିଲେ। ରିପୋର୍ଟ ଅନୁଯାୟୀ ଯେ ୱାୟାନାଡର କାନିଆମ୍ବେଟା ଗାଁର ଜଣେ ବାସିନ୍ଦା…

ମମିତା ହତ୍ୟାକାଣ୍ଡ ମାମଲା ; ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଳାହାଣ୍ଡି : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୁଣି ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମହାଲିଙ୍ଗ ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ କଲା ପୋଲିସ। ମମିତାଙ୍କୁ ହତ୍ୟା କରିବା ପୂର୍ବରୁ ଟାୟାର ମଗାଇଥିଲା ଗୋବିନ୍ଦ। ବିବେକ ଅଗ୍ରୱାଲଙ୍କୁ ଫୋନ୍ କରି ଦୁଇଟି ଟାୟାର…

ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା

ଭୁବନେଶ୍ୱର : ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟି ନେତ୍ରୀ ସୁଶ୍ରୀ ନେତା .ଡି ସୌଜା…

ଛାଡ଼ିଲେ ବିଜେପି, ବିଜେଡ଼ିରେ ଯୋଗ ଦେଇପାରନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁ

କେନ୍ଦୁଝର: ବିଜେପି ଛାଡ଼ିଲେ ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁୁ। ଆସନ୍ତା ଦିନରେ ସେ ବିଜେଡ଼ିରେ ଯୋଗଦେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ତେନ୍ତଳପଶିଠାରେ ଆୟୋଜିତ ଏକ ବୈଠକରେ ଧନୁର୍ଜୟ ସିଦୁ ବିଜେପି ଛାଡ଼ିବା ନେଇ ଘୋଷଣା କରିଥିଲେ। ୨୦୦୪ ସେ କଂଗ୍ରେସ ପ୍ରାର୍ଥୀ ଭାବେ…

ଆସନ୍ତାକାଲି ବିଜେଡିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର: ଆସନ୍ତାକାଲି ବିଜେଡିରେ ଯୋଗଦେବେ ନବରଙ୍ଗପୁର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ପ୍ରାୟ ୧୦ ହଜାର କର୍ମୀ ଓ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗଦେବେ । ଏନେଇ ନବରଙ୍ଗପୁର ଜିଲ୍ଲାରେ ବଡ ଆୟୋଜନ କରାଯାଇଛି ।…

ଚିନ୍ତା ବଢାଇଲାଣି ଜିକା ଭାଇରସ୍‌; ଆଉ ୩୦ ଆକ୍ରାନ୍ତ ଚିହ୍ନଟ

କାନପୁର: ଚିନ୍ତା ବଢାଇଲାଣି ଜିକା ଭାଇରସ୍‌। କାନପୁରରେ ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଆଉ ୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ,…

ଓଡ଼ିଶା ହାଇକୋର୍ଟରେ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ବିଚାପତିଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ମୁରଲୀଧର ତାଙ୍କୁ ଶପଥ ପାଠ କରାଇଥିଲେ । ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶପଥ ପାଠ କରାଇଛନ୍ତି। ଏଥିରେ ହାଇକୋର୍ଟର ସମସ୍ତ…