Latest Odisha News

୯ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପଡ଼ୋଶୀ ଅଞ୍ଚଳରେ ନଭେମ୍ବର ୯ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଶୁକ୍ରବାର କହିଛି। ନଭେମ୍ବର ୭ରେ ସକାଳ ୮.୩୦ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟାଗଡା ଏବଂ ନବରଙ୍ଗପୁରର ଗୋଟିଏ…

ସ୍କୁଲ ଖୋଲିବା ପରେ ସଚେତନତା ଉପରେ ଗୁରୁତ୍ୱ : ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା

ଭୁବନେଶ୍ୱର :  ରାଜ୍ୟରେ ଖୁବଶୀଘ୍ର ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ପିଲାମାନେ ଶ୍ରେଣୀଗୃହରେ ବସି ପିଲାମାନେ ପାଠ ପଢ଼଼ିବାର ସୁବିଧା ପାଇପାରିବେ। ରାଜ୍ୟରେ ସଂକ୍ରମଣ ଭୟ ଥିବାରୁ ଦୀର୍ଘଦିନ ହେଲା ସ୍କୁଲ ବନ୍ଦ ଥିଲା। ହେଲେ ସ୍କୁଲ ଖୋଲିବା ପରେ ସଚେତନତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବ…

ପୁନର୍ବାର ବିବାଦରେ ଅଷ୍ଟ୍ରେଲୀୟ କ୍ରିକେଟର ଶେନ ୱାର୍ଣ୍ଣେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ପୁନର୍ବାର ଆଉ ଏକ ବିବାଦରେ ପଡିଛନ୍ତି । ଅଷ୍ଟ୍ରେଲିଆର ରିୟାଲିଟି ଟିଭି ଷ୍ଟାର ଜେସିକା ପାୱାର ତାଙ୍କ ବିରୋଧରେ ଅଭଦ୍ର ମେସେଜ ପଠାଇବା ଅଭିଯୋଗ ଆଣିଛନ୍ତି । ଏପରିକି ୱାର୍ଣ୍ଣେଙ୍କ ମୁଣ୍ଡ ବୋଧେ ଠିକ ନାହିଁ ବୋଲି କହିଛନ୍ତି ।…

ତଳମୁହାଁ ହେଉଛି ସଂକ୍ରମଣ, ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଲେ ବିଏମସି ଅତିରିକ୍ତ କମିଶନର

ଭୁବନେଶ୍ୱର : ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ । ନଭେମ୍ବରରେ ସଂକ୍ରମଣ  ହ୍ରାସ ପାଇଛି । ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଶହେ ତଳକୁ ଖସିଛି ଦୈନିକ ସଂକ୍ରମଣ। ରାଜ୍ୟରେ ୨୦ ଟି ଜିଲ୍ଲାରେ ୧୭୦ ଜଣ ନୂଆ ସଂକ୍ରିମିତ ଚିହ୍ନଟ ହୋଇଥିବା ବେଳେ। ଖୋର୍ଦ୍ଧାରୁ ୬୧ ଜଣ ସଂକ୍ରମିତ ଚିହ୍ନଟ…

ଯାହା ୧୦୦ ବର୍ଷ ଭିତରେ ହେଇନି ତାହା ଆଗାମୀ ୧୦ ବର୍ଷରେ ହେବ; ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ଉତ୍ତରପ୍ରଦେଶ ପାଇଁ ଅନେକ ଭିତ୍ତିଭୂମି ପ୍ରକଳ୍ପ ଯୋଜନା କରାଯାଇଛି ଯାହା ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ। "ଭକ୍ତମାନଙ୍କ ଲାଗି ସୁବିଧାଜନକ କରିବା ପାଇଁ ଚାର ଧାମ ସହିତ ସଡ଼କ ସଂଯୋଗ ଏବଂ ହିମକୁଣ୍ଡ ସାହିବ…

ଭାରତକୁ ଶକ୍ତ ଧକ୍କା, ସଫ୍ଟ ପାୱାର ଦେଶ ତାଲିକାରେ ୬ ସ୍ଥାନ ଖସିଲା

ନୂଆଦିଲ୍ଲୀ: ଭାରତକୁ ଶୁକ୍ରବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱରେ ପର୍ଯ୍ୟଟନଙ୍କ ପ୍ରିୟ ସ୍ଥାନ ପାଇଁ ସରକାର ଉଦ୍ୟମ ଜାରୀ ରଖିଥିଲେ ମଧ୍ୟ ଏ ନେଇ ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ଭାରତ ୬ ସ୍ଥାନକୁ ଖସି ଆସିଛି । ଓଭରାଲ ଭାରତ ୪୦ତମ ସ୍ଥାନରେ ରହିଛି । ଯାହାକି ସେତେଟା ଉତ୍ସାହଜନକ ନୁହେଁ ।…

ହାପି ବର୍ଥ ଡେ’ ବିରାଟ

ମୁମ୍ବାଇ : ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ୟାପଟେନ କୋହଲି । ୧୯୮୮ ମସିହା ୫ ନଭେମ୍ବରରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ବିରାଟ କୋହଲି। ଭାରତର ଜଣେ ବେଷ୍ଟ କ୍ରିକେଟର ଭାବେ ସାରା ଦେଶବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ…

ଦୀପାବଳିରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଉପହାର ଦେଲା କମ୍ପାନୀ

ସୁରଟ: ଦୀପାବଳିରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଉପହାର ଦେଇଥାନ୍ତି। ଏହି ମଧ୍ୟରେ ଗୁଜୁରାଟ ସୁରଟର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ସ୍ୱରୂପ ଇଲେକ୍ଟ୍ରିକ ସ୍କୁଟର ଦେଇଛନ୍ତି। ୩୫ଜଣ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯାଇଛି। ତୈଳ ଦର ଦିନକୁ ଦିନ ବୃଦ୍ଧି ହେବା ସହ…

ଆଜି ଏନ୍‌ସିବି ଆଗରେ ହାଜର ହେବେ ଆର୍ୟନ

ମୁମ୍ବାଇ: ଆଜି ଏନ୍‌ସିବି ଆଗରେ ହାଜର ହେବେ ଆର୍ୟନ ଖାନ୍‌। ଆଜି ସକାଳ ୧୧ ଟାରୁ ଦିନ ୨ ଟା ମଧ୍ୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ପଡିବ। ଅକ୍ଟୋବର ୩ରେ କ୍ରୁଜ୍ ଡ୍ରଗ୍ସ ମାମଲାରେ ହୋଇଥିବା ଆକ୍ରମଣରେ ଆର୍ୟନଙ୍କୁ ଗିରଫ କରାଯାଇଥିଲା। ବମ୍ବେ…

ଆସ ହେ ପିତୃପୁରୁଷ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ଗାଁକୁ ଆସିଛି ଆକାଶ। କହିବାକୁ ଗଲେ ଗତ ଦଶ ବର୍ଷ ହେଲା, ଯଦିଓ ସେ ଗାଁର ଖବର ରଖିଛି, କିନ୍ତୁ ଗାଁକୁ ଆସିବାର ସୁଯୋଗ ପାଇନି। ନିଜ କର୍ମମୟ ଜୀବନ ଭିତରେ ତାକୁ ଯଦିଓ ବାରମ୍ବାର ତା ଗାଁ କଥା ମନେପଡ଼ିଛି, କିନ୍ତୁ…