Latest Odisha News

BREAKING NEWS

ଟିକା ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଗଣା ଟିକାକରଣ ନେଇ ଘୋଷଣା କରିବା ପରେ ଦୁଇ କମ୍ପାନୀଙ୍କୁ ଟିକା ଅର୍ଡର କରିଛନ୍ତି ରାଜ୍ୟ ସରକାର । ୩ କୋଟି ୭୭ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ପାଇଁ ଅର୍ଡର…

ମାଓବାଦୀଙ୍କ ଭାରତ ବନ୍ଦ ପୂର୍ବରୁ ହିଂସା, ଜାଳିଦେଲେ ୮ରୁ ଅଧିକ ଗାଡ଼ି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମାରେ ଲାଲ୍ ବାହିନୀ ହିଂସାକାଣ୍ଡ ଘଟାଇଛନ୍ତି । ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର ମାଓବାଦୀ । ୩୦ ନମ୍ବର ଜାତୀୟ ରାଜପଥର ଏରାବୋର ଅଞ୍ଚଳରେ ନକ୍ସଲ ମାନେ ହିଂସାକାଣ୍ଡ ଘଟାଇ ଥିବା…

କୋଭିଡ ନିୟମ ମାନିବାକୁ ହାତଯୋଡ଼ି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଭଳି ମହାମାରୀ ସମୟରେ ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟରେ ଗତି କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଭୁଲ ହେବନାହିଁ । କୋଭିଡ ସଂକ୍ରମଣରେ ଭାରତ ଆଜି…

ଯୁବ ସାମ୍ବାଦିକ ଅମଜାଦ୍ ବାଦଶାହଙ୍କ କରୋନାରେ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଜଣାଶୁଣା ସାମ୍ବାଦିକ ଅମଜାଦ୍ ବାଦଶାହଙ୍କ ମୃତ୍ୟୁ କରୋନାରେ ହୋଇଛି । ଏପ୍ରିଲ୍ ୮ ତାରିଖରେ ସେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୪୫ ବର୍ଷିଅ ଅମଜାଦ୍ ବାଦଶାହ ଏକାଧିକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଏବେ ସେ ରାୟପୁରସ୍ଥିତ ଅମିତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ଟିକା

ଭୁବନେଶ୍ବର : କରୋନା ଭଳି ମହାମାରୀ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରା୍ୟବାସୀଙ୍କ ମାଗଣାରେ ମିଳିବ କରୋନା ଟିକା । ଆସନ୍ତା ମେ’ ୧ ତାରିଖରେ ସାରା ଦେଶରେ ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ କରୋନା ଟିକା ଦିଆଯିବ । ଏହି ଅବସରରେ ଆମ ରାଜ୍ୟରେ ମଧ୍ୟ ଟିକାକରଣ…

ଅକ୍ସିଜେନ୍ ଅଭାବରୁ ପୁଣି ଚାଲିଗଲା ୪ ଜଣଙ୍କ ଜୀବନ

ଗୁରୁଗ୍ରାମ : ମହାମାରୀ କରୋନାକୁ ନେଇ ଏବେ ସାରା ଦେଶରେ ଆତଙ୍କ ଆଉ ଆତଙ୍କ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଭୟଭୀତ ହେଲେଣି ଲୋକେ । ଏହାରି ଭିତରେ ଲୋକଙ୍କୁ ଆହୁରି ଭୟଭୀତ କରି ପକାଇଛି ଅକ୍ସିଜେନ୍ ଅଭାବ । ହସପିଟାଲରେ ଅକ୍ସିଜେନ୍ ଲଗାତର ଭାବେ ରୋଗୀଙ୍କ ମୃତ୍ୟୁ ହେଉଥିବା…

IPL: ଶେଷ ଓଭରରେ ୩୭ ରନ୍ କରି ଜାଡେଜାଙ୍କ ରେକର୍ଡ

ମୁମ୍ବାଇ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ରେକର୍ଡ । ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସରେ ଜାଡେଜା ଶେଷ ଓଭରରେ ୩୭ ରନ୍ କରି ରେକର୍ଡ କରିଛନ୍ତି । ବାମହାତୀ ଜାଡେଜା ୨୮ ବଲ୍ ଖେଳି ଅପରାଜିତ ୬୨ ରନ୍ କରିଥିଲେ । ପ୍ରଥମେ ଟସ୍ ଜିତି ବ୍ୟାଟିଂ…

ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା

ଭବାନୀପାଟଣା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ଖାସକରି ପଶ୍ଚିମ ଓଡ଼ିଶାରେ ଏବେ ଉପରମୁହାଁ ଭାଇରସ । ତେବେ କଳାହାଣ୍ଡି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲା ପଞ୍ଚାୟତରେ ସପ୍ତାହକ…

ଜାଡେଜାଙ୍କଠାରୁ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଆଇପିଏଲରେ ସବୁ ସମ୍ଭବ । ତାହା ପୁନର୍ବାର ପ୍ରମାଣିତ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ରବୀନ୍ଦ୍ର ଜାଡେଜା । ତାଙ୍କରି ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ମହେନ୍ଦ୍ର ସିଂ ଧୋନୀ ନେୃତ୍ୱତ୍ୱାଧୀନ ଚେନ୍ନାଇ ୬୯ ରନରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି ।…

୧୭ ସହରରେ ପାରଦ ଡେଇଁଲା ୪୦ ଡିଗ୍ରୀ, ୪୩.୨ ଡିଗ୍ରୀରେ ଜଳିଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ଗତକାଲି ଭଳି ମଧ୍ୟ ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଲଗାତାର ଦ୍ୱିତୀୟ ଦିନ ଲାଗି ତାତି ରାଜଧାନୀବାସୀଙ୍କୁ…