Latest Odisha News

BREAKING NEWS

KBCରେ ବିଗ୍ ବି ପଚାରିଲେ ‘ବନ୍ଦେ ଉତ୍କଳ ଜଜନୀ’କୁ କିଏ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ?

ମୁମ୍ବାଇ: ବନ୍ଦେ ଉତ୍କଳ ଜନନୀକୁ କେଉଁ ରାଜ୍ୟ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ? କୌନ୍ ବନେଗା କରୋଡପତିର ସିଜିନ ୧୩ରେ ଏହି ପ୍ରଶ୍ନ ପଟାରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଗତ ୨୮ ତାରିଖରେ ଜଣେ ପ୍ରତିଯୋଗୀ ଶିବ ଶଙ୍କରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ବିଗ୍ ବି । ଚାରିଟି ରାଜ୍ୟର ନାଁ…

ସଡ଼କ ଦୁର୍ଘଟଣା; ୨୦୨୦ରେ ୭୫ ହଜାର ମୃତ୍ୟୁ

ନୂଆଦିଲ୍ଲୀ: ଗତ ବର୍ଷ ଭାରତରେ ଦ୍ରୁତ ଗତି ଯୋଗୁ ସଡ଼କ ଦୁର୍ଘଟଣାରେ ୭୫,୩୩୩ ଲୋକ ପ୍ରାଣ ହରାଇଥିଲେ। ୨ ଲକ୍ଷ ୯ ହଜାର ୭୩୬ ସଡକ ଦୁର୍ଘଟଣାରେ ଯାତ୍ରୀ ଆହତ ହୋଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ୩,୫୪,୭୯୬ ଟି ସଡକ ଦୁର୍ଘଟଣାରୁ ୨,୧୫,୧୫୯ ଟି ଅଧିକ ବେଗରେ ଯାନବାହାନ ଚଳାଚଳ ଯୋଗୁଁ ଘଟିଛି।…

ରେଳ ଧାରଣାରେ ପଡ଼ିଛି ଅଚିହ୍ନା ଯୁବକଙ୍କ ମୃତଦେହ

ଯାଜପୁର: ଚ୍ରେନ୍ ଲାଇନରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନର ଖୋସାଲିପୁର ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକ ରେଲ ଧାରଣାରେ ମୃତଜେହ ପଡ଼ିଥିବା ଦେଖିଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆରପିଏଫ୍ । ଆରପିଏଫ…

ଦେଶରେ ରେକର୍ଡ କଲା ଟିକାକରଣ; ୧୦୫ କୋଟି ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଶୁକ୍ରବାର ଦିନ ଦେଶରେ ପରିଚାଳିତ କୋଭିଡ-୧୯ ଟିକାକରଣ ଅଭିଯାନ ୧୦୫ କୋଟି ଅତିକ୍ରମ କରିଛି। ଶୁକ୍ରବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୫୧ ଲକ୍ଷରୁ ଅଧିକ (୫୧,୫୯,୨୫୧) ଟିକା ଦିଆଯାଉଥିଲା ବୋଲି ମନ୍ତ୍ରଣାଳୟ କହିଛି ଯେ ବିଳମ୍ବିତ ରାତି…

T20 ବିଶ୍ୱକପ୍: ଇତିହାସ ରଚିଲେ ରସିଦ ଖାନ୍, ଲାସିଥ୍ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପରେ ନୂଆ କୀର୍ତ୍ତି କରିଛନ୍ତି ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ୍ । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ସେ ଇତିହାସ ରଚିଛନ୍ତି । ସୁପର-୧୨ ମୁକାବିଲାରେ ଆଫଗାନିସ୍ତାନକୁ ୫ ଓ୍ୱିକେଟରେ ପାକିସ୍ତାନ ହରାଇଥିଲେ ବି ନୂା ରେକର୍ଡ…

ପାୱାର ଷ୍ଟାର ପୁନିତଙ୍କ ମୃତ୍ୟୁ ପରେ ୩୧ ଯାଏ ସହରର ସମସ୍ତ ମଦ ଦୋକାନ ବନ୍ଦ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ପରେ ଏହାର ତୁରନ୍ତ ପ୍ରଭାବ ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁ ପୋଲିସ ସହରର ସମସ୍ତ ମଦ ଦୋକାନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆଦେଶ ଅନୁଯାୟୀ, ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା…

ଭେଟେରାନ୍‌ ଅଭିନେତା ୟୁସୁଫ୍‌ ହୁସେନ୍‌ଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଅଭିନେତା ୟୁସୁଫ ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ହନସଲ ମେହେଟ୍ଟା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି। ହନସଲ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ ଆଜି ସେ ଅନୁଭବ କରୁଛନ୍ତି ଯେ ସେ ଅନାଥ ହୋଇଯାଇଛନ୍ତି। ଅନ୍ୟମାନଙ୍କ…

୨୪ ଘଣ୍ଟାରେ ରାଜ୍ୟରୁ ୩୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୩୭୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ…

୩ ଲୋକସଭା ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ଓ ୩୦ ବିଧାନସଭା ଆଶନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶର ଖଣ୍ଡଓ୍ୱା, ହିମାଚଳପ୍ରଦେଶର ମଣ୍ଡି ଲୋକସଭା ସିଟ ପାଇଁ ମତଦାନ ଚାଲିଛି । ସେହିପରି ଦାଦ୍ରା ନଗର ହାଓ୍ୱଲି ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି । ସେହିପିର ୧୩…

ଗଛରେ ପିଟିହେଲା ସ୍କର୍ପିଓ: ଜଣେ ମୃତ, ୭ରୁ ଅଧିକ ଆହତ

ନବରଙ୍ଗପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆଜି ଭୋରରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜିଗୁଡ଼ା ନିକଟରେ ଏହି…