ଓମିକ୍ରନ୍ ଆତଙ୍କ; ସ୍କୁଲର ୧୬ ଛାତ୍ରଛାତ୍ରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଭି ମୁମ୍ବାଇ ଅଞ୍ଚଳର ଏକ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏହାପୂର୍ବରୁ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ଥିଲା। ଯାହା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା।…