Latest Odisha News

BREAKING NEWS

ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଲେ ମୋଦୀ; ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାଟିକାନରେ ପହଞ୍ଚିବା ପରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କୋଭିଡ, ସାଧାରଣ ବିଶ୍ୱସ୍ତରୀୟ ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ…

ଚର୍ଚ୍ଚାରେ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ବୋଲ୍ଡ ଅବତାର

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ । ଖୁବ ଶୀଘ୍ର ପଲକ ବଲିଉଡରେ ହଲଚଲ୍ ଖେଳାଇବାକୁ ଯାଉଛନ୍ତି । ତେବେ ଖାଲି କଥାରେ ନୁହେଁ ବରଂ ନିକଟରେ ଏକ ମ୍ୟୁଜିକ ଭିଡିଓ ଆଲବମରେ ପଲକ ନିଜ ବୋଲ୍ଡ ଅବତାର ଦେଖାଇଛନ୍ତି । ରିଲିଜ୍ ହୋଇଛି ହାର୍ଡି ସାନ୍ଧୁଙ୍କ…

ଚିଲିକାରେ ରଙ୍ଗବେରଙ୍ଗ ପକ୍ଷୀ

ଟାଙ୍ଗୀ: ଚିଲିକାର ଉତ୍ତାଳ ତରଙ୍ଗ । ଆଉ ତରଙ୍ଗାୟିତ ଜଳରାଶିରେ ମାଳ ମାଳ ବିଦେଶାଗତ ପକ୍ଷୀ । ଚିଲିକାରେ ପହଁଚିଲେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । କଳରବରେ ମୁଖରିତ ହେଉଛି ସାରା ପରିବେଶ ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ…

ବିଦେଶରେ ନୱାଜୁଦ୍ଦିନଙ୍କୁ ପ୍ରଶଂସା; ପାଇଲେ ‘ଏକ୍ସଲେନ୍ସ ଇନ୍‌ ସିନେମା’ ଆୱାର୍ଡ

ମୁମ୍ବାଇ: ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ ଇଷ୍ଟ ଆଚିଭର୍ସ ନାଇଟ୍ ରେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏକ୍ସଲେନ୍ସ ଇନ୍‌ ସିନେମାରେ ସମ୍ମାନରେ ସମ୍ମାନିତ ହୋଇଥିଲେ। ନୱାଜୁଦ୍ଦିନ ତଲାଶ, 'ଗ୍ୟାଙ୍ଗସ୍ ଅଫ୍ ୱାସିପୁର', 'ବଦଲାପୁର', 'ମମ୍‌', 'ବଜରଙ୍ଗୀ ଭାଇଜାନ୍',…

ରେସଲିଂ କରିବେ କି ଅଭିନେତା ରାଣା ଡଗୁବତୀ ?

ଓଡିଶା ସମ୍ବାଦ ବ୍ୟୁରୋ: ଟଲିଉଡ ହ୍ୟାଣ୍ଡସମ୍ ହଙ୍କ୍‌ ରାଣା ଡଗୁବତୀ । ଅନେକ ବଲିଉଡ ଓ ଟଲିଉଡ ଫିଲ୍ମରେ ସେ ଅଭିନୟ କରିଥିଲେ ହେଁ ଖାସ କରି ବାହୁବଳୀ ଭଳି ଫିଲ୍ମ ତାଙ୍କୁ ରାତାରାତି ଚର୍ଚ୍ଚାକୁ ଆଣିଥିଲା । ତେବେ ନିକଟରେ ରାଣାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି…

ଆଜି ଅନନ୍ୟାଙ୍କ ଜନ୍ମଦିନ, ସାମିଲ ହେବେ କି ଆର୍ୟନ ?

ମୁମ୍ବାଇ : ଆଜି ବଲିଉଡ୍ ବିୟୁଟି ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ  । ୨୪ ବର୍ଷ ବୟସରେ ପାଦ ଦେଇଛନ୍ତି ଅନନ୍ୟା । ଏନେଇ ଅନନ୍ୟାଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଆଜିର ବର୍ଥ ଡେ କୁ ଅନନ୍ୟା ପାଣ୍ଡେ ଡିଫେରେଣ୍ଟ ୱରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। କାହିଁକି ନାଁ…

ସ୍ଥଳସେନା ମୁଖ୍ୟଙ୍କୁ ପଦ ଛାଡିବାକୁ କହିବା ଯୁବକଙ୍କୁ ପଡ଼ିଲା ମହଙ୍ଗା; ୫ ବର୍ଷ ଜେଲ

କରାଚି: ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ପାକିସ୍ତାନୀ ସେନାର ଜଣେ ଅବସରପ୍ରାପ୍ତ ପ୍ରମୁଖ ଜେନେରାଲଙ୍କ ପୁଅକୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକିସ୍ତାନର ଗୋଟିଏ ମିଲିଟାରୀ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ…

[ଭିଡିଓ] ଚର୍ଚ୍ଚାରେ ରହିଛି ଇଣ୍ଡିଗୋ ଫ୍ଲାଇଟ୍‌ରେ ଏହି ଚକିତକର ଘଟଣା

ଓଡିଶା ସମ୍ବାଦ ବ୍ୟୁରୋ: ଆମ ମଧ୍ୟରୁ ଅଧକାଂଶ ଲୋକେ ବିଭିନ୍ନ ଫ୍ଲାଇଟରେ ଯାତ୍ରା କରିଥିବେ । ଫ୍ଲାଇଟରେ ବସିଥିବା ସମୟରେ କେହି ବିମାନ ପରିଚାଳକ କିମ୍ବା ପରିଚାଳିକାଙ୍କ ଆନାଉନ୍ସମେଣ୍ଟ ଉପରେ ଧ୍ୟାନ ଦେଇନଥାନ୍ତି । ତେବେ ନିକଟରେ ଇଣ୍ଡିଗୋ ଫ୍ଲାଇଟର ବିମାନ ପରିଚାଳକଙ୍କ ଘୋଷଣା ସୋସିଆଲ୍…

ସ୍ମାର୍ଟ ହେବ ଛତ୍ର ବଜାର

କଟକ: ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । ମାଲଗୋଦାମ ପାଖରେ ତିଆରି ହେବାକୁ…

୨୦୩୦ ସୁଦ୍ଧା ପ୍ରାୟ ଏକ ତୃତୀୟାଂଶ କାର୍ବନ୍‌ ସ୍ପେସ୍‌ ଛଡାଇ ନେବ ଚୀନ୍‌

ନୂଆଦିଲ୍ଲୀ: ୨୦୨୦ ରୁ ୨୦୩୦ ମଧ୍ୟରେ ଚୀନ୍ ବିଶ୍ବର ଅବଶିଷ୍ଟ କାର୍ବନ୍‌ ସ୍ପେସ୍‌ର ପ୍ରାୟ ଏକ ତୃତୀୟାଂଶ ଅକ୍ତିଆର କରିନେବ ବୋଲି ନୂତନ ରିପୋର୍ଟରୁ ଜଣାପଡିଛି। ଭାରତ ଭାଗରେ ମାତ୍ର ସାତ ପ୍ରତିଶତ ପଡ଼ିବ ବୋଲି ଜଣାପଡ଼ିଛି। ଏ ନେଇ ଜଳବାୟୁ ପରିବର୍ତ୍ତନର ଟ୍ରାଜେକ୍ଟୋରୀ ଉପରେ ଆଧାର କରି…