ଜୁଏଲାରୀ ଡିଜାଇନର ସବ୍ୟସାଚୀଙ୍କ ବିରୋଧରେ ରୁଜୁ ହେଲା ମାମଲା
ବମ୍ବେ: ଫ୍ୟାଶନ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁର୍ଖାଜୀଙ୍କ ଅଡୁଆ ବଢ଼ିଛି । ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଆଜି ଓକିଲ ଆଶୁତୋଷ ଦୁବେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସବ୍ୟସାଚୀ ତାଙ୍କ ମଙ୍ଗଳସୂତ୍ର ଜୁଏଲାରୀ ଡିଜାଇନରେ ଅର୍ଦ୍ଧ ନଗ୍ନ ନାରୀଙ୍କ ଫଟୋ ପ୍ରକାଶ ପାଇଥିଲା ।…