ବାପାଙ୍କ ଦରମା
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ସେତେବେଳେ ଦଶମ ଶ୍ରେଣୀରେ ପଢୁଥାଏ ମୁଁ । କୈଶୋରର ଉଦ୍ଦାମତା କୁହାଯାଉ ବା ସଙ୍ଗଦୋଷ, ପ୍ରତିକଥାରେ ପ୍ରତିବାଦ କରିବା ସତେ ଯେମିତି ଏକ ଚିରାଚରିତ ଘଟଣା ପାଲଟି ଯାଇଥିଲା ମୋ ପାଇଁ। ମୋ ସାନ ଭଉଣୀ ହଷ୍ଟେଲରେ ରହି ପଢୁଥିଲା ଏବଂ ସାନଭାଇ…