Latest Odisha News

BREAKING NEWS

ସୁଧୁରୁନି କୃଷକଙ୍କ ଅବସ୍ଥା; ଚାଷୀ ଆତ୍ମହତ୍ୟା ମାମଲା ୧୮% ବୃଦ୍ଧି

ନୂଆଦିଲ୍ଲୀ: କୃଷି କ୍ଷେତ୍ର ହୁଏତ କରୋନା ଅବଧିରେ ସକରାତ୍ମକ ଅଭିବୃଦ୍ଧି ପଞ୍ଜିକରଣ କରି ଭାରତୀୟ ଅର୍ଥନୀତିକୁ ବଞ୍ଚାଇଥାଇପାରେ, କିନ୍ତୁ କୃଷକଙ୍କ ଆତ୍ମହତ୍ୟା ମାମଲାରେ ହ୍ରାସ ପରିବର୍ତ୍ତେ ବୃଦ୍ଧି ଘଟିଛି। ୨୦୧୯ ତୁଳନାରେ କୃଷି କ୍ଷେତ୍ରରେ ୨୦୨୦ରେ ଅଧିକ ଆତ୍ମହତ୍ୟା ଘଟିଛି। ଏନସିବିଆରବି…

ରାଜ୍ୟରୁ ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ; ୫୬ ଛୁଆ ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୬ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧୨ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୫୩ଟି ଲୋକାଲ୍‌…

ବନ ବିଭାଗର ଚଢ଼ାଉ: ଶାଳ ଓ ଗମ୍ଭାରୀ କାଠ ଜବତ, ୫ଗିରଫ

କେନ୍ଦୁଝର: କେନ୍ଦୁଝର ପାଟଣା ରେଞ୍ଜ ଖିରେଇଟାଙ୍ଗିରୀରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଶାଳ ଓ ଗମ୍ଭାରୀ କାଠ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ଖିରେଇଟାଙ୍ଗିରୀ ସେକ୍ସନ ନିକଟରେ କାଠ ଚିରା…

ରାଜଧାନୀରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସାତୋଟି ସ୍ଥାନରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ରହିଛି। ବାୟୁର ଗୁଣବତ୍ତା ଅତ୍ୟନ୍ତ ସ୍ତରରେ ପହଞ୍ଚିଛି। ଏହି ଅଞ୍ଚଳରେ ଅବସ୍ଥିତ ମନିଟରିଂ ସେଣ୍ଟରଗୁଡିକର ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁବାର ଦିନ ୩୦୦ ମାର୍କ ଉପରେ ରହିଛି। SAFAR ଆକଳନ କରିଛି ଯେ ଦିଲ୍ଲୀର…

ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲାଙ୍କ ପାଇଁ ଅଧିକ ଶିକ୍ଷକ ନିଯୁକ୍ତି କରିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲା (CwSN) କିମ୍ବା କୌଣସି ଅକ୍ଷମତାର ଶିକାର ହୋଇଥିବା ପିଲାମାନଙ୍କର ଯତ୍ନ ନେବା ପାଇଁ ତାଲିମପ୍ରାପ୍ତ ଶିକ୍ଷକଙ୍କ ତୀବ୍ର ଅଭାବକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଗୁରୁବାର ଦିନ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଏହିପରି ଅଧିକ ଶିକ୍ଷକ ନିଯୁକ୍ତି…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି; ଶକ୍ତିକାନ୍ତ ଦାସଙ୍କୁ ଆଉ ତିନି ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଆଉ ୩ ବର୍ଷ ପାଇଁ ରହିବେ ଆର୍‌ବିଆଇର ଗଭର୍ଣ୍ଣର। ମୋଦୀ ସରକାର ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଭାବରେ ଆଉ ତିନି ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ , "କ୍ୟାବିନେଟର…

ଫେସବୁକ ନିଜ କମ୍ପାନୀର ନାଁକୁ ପରିବର୍ତ୍ତନ କରି ‘ମେଟା’ ରଖିବାକୁ ଘୋଷଣା

ସାନ୍ ଫ୍ରାନ୍ସିସ୍କୋ: ସୋସିଆଲ ମିଡ଼ିଆ ଜଗତରେ ଅଧିକ ସକ୍ରିୟ ଥିବା ଫେସବୁକ ନିଜ କମ୍ପାନୀର ନାଁ ବଦଳାଇଛି। ଫେସବୁକ ମୂଳ କମ୍ପାନୀର ନାମକୁ ବଦଳାଇ ମେଟା ରଖିବାକୁ ସିଇଓ କୁଜରବର୍ଗ ଘୋଷଣା କରିଛନ୍ତି। ଗତକିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ କରିବ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ। ତାଙ୍କୁ ଚେନ୍ନାଇର କୌଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟିମ୍‌ର କହିବାନୁସାରେ, ତାଙ୍କୁ 'ରୁଟିନ୍ ଚେକଅପ୍' ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଅପରାହ୍ନ ସମୟରେ ତାଙ୍କୁ ଡାକ୍ତରଖାନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୧ ବହୁତ ଜଲଦି ବହିଯାଉଥିଲା ବୋଧହୁଏ ଜୀବନ ନଈ। ଚିତ୍ର କରିବାର ମୋହ ଆଜିକାଲି ବେଶ୍ ଘାରୁଥିଲା। ବୋଧହୁଏ  ସେଇଥିପାଇଁ ରଘୁରାଜ ପୁରରୁ ଆସିଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାକର । ପ୍ରାକୃତିକ ରଙ୍ଗଠାରୁ ଆରମ୍ଭ କରି ପଟ୍ଟି…

ସେ ବି ଏକ ଦଶହରା ଥିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ନିୟମିତ ପ୍ରାତଃ ଭ୍ରମଣ ମୋର ବହୁଦିନର ଅଭ୍ୟାସ। ବଡିଭୋରରୁ ଉଠି ବଜାର ଆଡ଼େ ଘେରାଏ ବୁଲି ଆସିଲେ ବୁଲା ବୁଲି ସାଙ୍ଗରେ ପରିବା କିଣା ବି ହେଇଯାଏ। ହେଲେ କୋଭିଡ଼ ଲାଗି ଏବେ ଆଉ ବଜାର ରାସ୍ତାରେ ଚାଲିବାଟା ସୁବିଧା ଲାଗୁନାହିଁ । ଏଣୁ ଗଲା କିଛି…