Latest Odisha News

BREAKING NEWS

ଗାଜିପୁର ବର୍ଡ଼ରରୁ ହଟୁଛି ପୁଲିସର ବ୍ୟାରିକେଡ଼, ଦିଲ୍ଲୀ-ଗାଜିୟାବାଦକୁ ଖୋଲିବ ରାସ୍ତା

ଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ୟୁପି ଗାଜିପୁର ବର୍ଡ଼ରରେ ଚାଲୁଥିବା କିଷାନ ଆନ୍ଦୋଳନର ଧାରଣା ସ୍ଥଳରୁ ଲାଗିଥିବା ବ୍ୟାରିକେଡ଼କୁ ପୋଲିସ ହଟାଇବା ଆରମ୍ଭ କରିଦେଇଛି। ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ତରଫରୁ ଆଦେଶ ଆସିଥିବାରୁ…

ବଲିଉଡ୍‌କୁ ମୁମ୍ବାଇରୁ ବାହାର କରିବା ପାଇଁ ଷଡଯନ୍ତ୍ର କରୁଛି ବିଜେପି: ନବାବ୍‌

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ୍‌ ମଲ୍ଲିକ କ୍ରୁଜ ଡ୍ରଗ୍ସ ମାମଲାକୁ "ବଲିଉଡକୁ ମୁମ୍ବାଇରୁ ବାହାର କରିବା" ପାଇଁ ଷଡଯନ୍ତ୍ରକରୁଛି ବୋଲି କହିଛନ୍ତି ଏବଂ ନୋଏଡାଠାରେ ଏକ ଫିଲ୍ମ ସିଟି ପ୍ରତିଷ୍ଠାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ହୋଇଥିବା ବୈଠକକୁ…

ସେକ୍ସ ର‌୍ୟାକେଟ ଚଳାଉଥିବା କାସିଫଙ୍କ ସହ ସମୀରଙ୍କ ରହିଛି ଭଲ ସମ୍ପର୍କ :ମଲିକ

ମୁମ୍ବାଇ: ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରି ଏନସିପି ନେତା ନୱାବ ମଲିକ ଗୋଟିଏ ପରେ ଗୋଟିଏ ବାଉନ୍ସର ପକାଇବାରେ ଲାଗିଛନ୍ତି । ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ଫ୍ୟାସନ ଟିଭିର ମୁଖ୍ୟ କାସିଫ ଖାଁ ଡ୍ରଗ୍ସ କାରୋବାର ଓ ସେକ୍ସ ର‌୍ୟାକେଟ ଚଳାଇଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା…

ଟିଏମ୍‌ସିରେ ମିଶିଲେ ଅଭିନେତ୍ରୀ ନଫିସା

ନୂଆଦିଲ୍ଲୀ: ଟିଏମ୍‌ସିରେ ମିଶିଲେ ବଲିଉଡ୍‌ ଅଭିନେତ୍ରୀ ନଫିସା ଅଲ୍ଲୀ। ଦଳର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଗୋଆରେ ଟିଏମସି ରେ ଯୋଗ ଦେଇଛନ୍ତି ନଫିସା। ୨୦୨୨ ବିଧାନସଭା ନିର୍ବାଚନରେ ​​ଟିଏମସି ଗୋଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ମମତା…

ଲିଭ୍‌ଇନ୍‌ ରିଲେସନସିପର ବୈଧତା ? କୋର୍ଟ କହିଲେ ଏମିତି…

ପ୍ରୟାଗରାଜ : ଲିଭ୍ଇନ୍ ରିଲେସନସିପରେ ଏବେ ଦେଶର ଅଧିକାଂଶ ଯୁବପିଢି ରହୁଛନ୍ତି । ହେଲେ ଲିଭଇନ ରିଲେସନସିପକୁ ନେଇ ଆହ୍ଲାବାଦ କୋର୍ଟ ଏକ ରାୟର ଶୁଣାଣି କରିଛନ୍ତି । କୋର୍ଟ ଏହି ରିଲେସନସପ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ପେମୀଯୁଗଳଙ୍କ ଦ୍ୱାରା ଦାୟର କରାଯାଇଥିବା…

ବିରଜା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି, ପରୀକ୍ଷା ବାତିଲ କରିବାକୁ ଦାବି

ଯାଜପୁର: ଯାଜପୁର ବିରଜା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ରୀ ଅଶାନ୍ତି। ପରୀକ୍ଷାକୁ ବାତିଲ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ। କୋଭିଡ଼ ସମୟରେ କଲେଜ ପକ୍ଷରୁ ସଠିକ୍ଭାବେ ପାଠପଢ଼ା…

୭୦ ବର୍ଷୀୟ ବ୍ୟକ୍ତିଙ୍କୁ ବ୍ରେଷ୍ଟ କ୍ୟାନ୍‌ସର୍‌

ନୂଆଦିଲ୍ଲୀ: ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ବ୍ରେଷ୍ଟ କ୍ୟାନ୍‌ସର୍‌ରେ । ନିକଟରେ ରାଜଧାନୀ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ସ୍ତନ କର୍କଟ ଅସ୍ତ୍ରୋପଚାର ହୋଇଛି। ଏହା ପୁରୁଷମାନଙ୍କଠାରେ ଏକ ବିରଳ ଘଟଣା, ସାରା ବିଶ୍ୱରେ ଚିକିତ୍ସିତ ହେଉଥିବା ସମସ୍ତ କର୍କଟ ରୋଗର…

ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗ ପହଞ୍ଚିନଥିବାରୁ ଗାଁରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଗ୍ରାମରେ ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପରା ଗ୍ରାମର ସୋମନାଥ ସାହୁ। ସୂଚନା ଅନୁସାରେ, ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ…

ଇଟାଲୀ-ବ୍ରିଟେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଜି-୨୦ ସମ୍ମିଳନୀରେ ଯୋଗଦେବେ

ଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ରୋମରେ ପହଞ୍ଚିବାର ପ୍ରଥମ ଦିନରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ମହାମାରୀ, ସ୍ଥାୟୀ ବିକାଶ ,ବିଶ୍ୱ ଅର୍ଥନୀତିକ ଏବଂ…

ଟିକାକୃତ ଲୋକଙ୍କଠାରୁ ଅନ୍ୟକୁ ସଂକ୍ରମିତ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଡେଲ୍‌ଟା ପ୍ରଜାତି ଟିକାକୃତ ଲୋକଙ୍କଠାରୁ ସହଜରେ ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାପିପାରେ। ବ୍ରିଟିଶ ଅଧ୍ୟୟନରୁ ଜଣାପଡିଛି। କିନ୍ତୁ ଟିକାକୃତ ହୋଇଥିଲେ ସଂକ୍ରମଣ ବ୍ୟାପିବାର ଆଶଙକା କମ୍‌ ଥାଏ ବୋଲି ଏଥିରେ କୁହାଯାଇଛି। ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ…