ଲାଞ୍ଚୁଆ ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ
କେନ୍ଦୁଝର : ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ । ଲାଞ୍ଚୁଆ ଆକାଉଣ୍ଟାଣ୍ଟ ପ୍ରଦୀପ ଶାନ୍ତିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରମାନା ଶୁଣାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଙ୍ଗା ବ୍ଳକ ଉପର ଡିହା କୁସୁମପୁର ଗାଁରେ ଅନ୍ତର୍ଜାମୀ ସାହୁଙ୍କ ଠାରୁ…