Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଲା ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଛି ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ । ଏଜୁକେଶନ ଓ୍ବାର୍ଲଡର ଏ++ ସର୍ବୋଚ୍ଚ ସମ୍ମାନ ‘ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ ୨୦୨୧-୨୨ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ପ୍ରଦାନ କରାଯାଇଛି । ଦେଶର କୋଣ ଅନୁକୋଣରୁ ୭୧୬ଟି ସ୍କୁଲ ଏହି…

ଅଗ୍ନି-୫ ମିସାଇଲର ସଫଳ ଉତକ୍ଷେପଣ, ଚୀନ-ପାକିସ୍ତାନକୁ ସତର୍କଘଣ୍ଟି

ଭଦ୍ରକ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା। ବାଲିଷ୍ଟିକ ମିସାଇଲ ଅଗ୍ନି ୫ର ଆଜି ସଫଳ ପରୀକ୍ଷଣ ହୋଇଛି। ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ସନ୍ଧ୍ୟା ୭ତ ୫୦ ମିନିଟରେ ଏହାର ଉତକ୍ଷେପଣ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଓ ଗବେଷଣା…

ବିପ୍ଲବଙ୍କ ଚମତ୍କାର ଶତକ, କଳାହାଣ୍ଡି କପ ଟାଇଟଲ ଜିତିଲା କଟକ ଏ

କଟକ: ବିପ୍ଲବ ସାମନ୍ତରାୟଙ୍କ ଚମତ୍କାର ଶତକ ସହାୟତାରେ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅନୁଷ୍ଠିତ କଳାହାଣ୍ଡି କପ କ୍ରିକେଟ ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ପରାସ୍ତ କରି ଟାଇଟଲ ହାସଲ କରିଛି କଟକ ଏ । ୨ ଦିନିକିଆ ଏହି ମ୍ୟାଚରେ ଟସ ଜିତି କଟକ ଏ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି…

IFFIରେ ୭୫ ଜଣ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଆୟୋଜନ ହେବ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୨ତମ ସଂସ୍କରଣ । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫…

ଇଶ୍କ ଭିସ୍କର ସିକ୍ୱେଲ ଖୁବ୍ ଶୀଘ୍ର !

ମୁମ୍ବାଇ: ଶାହୀଦ କାପୁରଙ୍କ ପଦାର୍ପଣ ଫିଲ୍ମ ଇଶ୍କ ଭିସ୍କର ସିକ୍ୱେଲ ପାଇଁ ପ୍ରଡ୍ୟୁସର ରମେଶ ତୌରାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ସ୍କ୍ରିପ୍ଟ ଉପରେ ସେ କାମ ଆରମ୍ଭ କରି ଦେଇଛନ୍ତି । ୨୦୦୩ରେ ରିଲିଜ ହୋଇଥିବା ଏହି ଫିଲ୍ମ ପରେ ଶାହୀଦ ଷ୍ଟାର ପାଲଟି ଯାଇଥିଲେ । ଶାହୀଦ ଏବଂ ଅମ୍ରିତ ରାଓ…

ବସ୍ତି ବାସିନ୍ଦାଙ୍କୁ ଥାଇଥାନ ଦାବିରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ରାୟଗଡ଼ାରେ ଜୋର ଧରିଲା ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ବସ୍ତି ବାସିନ୍ଦା । ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ ଅନୁଯାୟୀ ତୁରନ୍ତ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି…

ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି…

ପଠାନକୋଟରେ ମିଳିଲା ପାକିସ୍ତାନୀ ବୋଟ, ସୁରକ୍ଷା ଏଜେନ୍ସି ଆଲର୍ଟ

ପଠାନକୋଟ: ପଠାନକୋଟରେ ବୁଧବାର ଏକ ପାକିସ୍ତାନୀ ନୌକା ମିଳିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛି । ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ତରନାହ ଅଂଚଳରେ ଏହି ବୋଟଟି ମିଳିଛି । ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ବୋଟରେ କୌଣସି ଚିହ୍ନ କିମ୍ବା…

ବିବାଦରେ ଆପିଏଲର ଦୁଇ ନୂଆ ଦଳ: ଲଳିତ ମୋଦିଙ୍କ ନିଶାନାରେ ବିସିସିଆଇ

ଓଡ଼ିଶା ସମ୍ବାଦ ବ୍ୟୁରୋ : ୧୫ ତମ ଆଇପିଏଲ୍ ସଂସ୍କରଣ ପାଇଁ ଦୁଇଟି ନୂଆ ଦଳ ଲକ୍ଷ୍ନୌ ଓ ଅହମଦାବାଦ ପାଇଁ ନିଲାମି ସରିଯାଇଥିଲେ ମଧ୍ୟ ଏବେ ଏହି ନୂଆ ଦଳକୁ ନେଇ ବିବାଦ ବଢ଼ିବା ଦେଖାଦେଇଛି। ଏହି ମାମଲାରେ ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ ଲଳିତ ମୋଦି ସିଧାସଳଖ ବିସିସିଆଇକୁ ନିଜ ନିଶାନାକୁ…

ପାକିସ୍ତାନି ଚ୍ୟାନେଲରେ ହାଇଡ୍ରାମା; ଅପଦସ୍ତ ସୋଏବଙ୍କ ଇସ୍ତଫା

ଓଡ଼ିଶା ସମ୍ବାଦ ବ୍ୟୁରୋ :ପାକିସ୍ତାନର ଏକ ଚ୍ୟାନେଲରେ ସିଧାପ୍ରସାରଣ ସୋ' ରେ ଭାଗନେଇ ଅପଦସ୍ତ ହୋଇଛନ୍ତି ପାକିସ୍ତାନ କ୍ରିକେଟର ପୂର୍ବତନ ଖେଳାଳୀ ସୋଏବ ଅଖତବ। ଟି ଟ୍ୱିଣ୍ଟି ବିଶ୍ୱ କପରେ ପାକିସ୍ତାନ ବନାମ ନ୍ୟୁଜଲାଣ୍ଡର ମ୍ୟାଚ ପରେ ଏହି ଚ୍ୟାନେଲରେ ମ୍ୟାଚକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ…