Latest Odisha News

BREAKING NEWS

“ରେଡ୍‌ ଲିଷ୍ଟ୍‌ରେ” ଭାରତ‌; ଭାରତରୁ ବ୍ରିଟେନକୁ ଯାତ୍ରା ସ୍ଥଗିତ

ଲଣ୍ଡନ: ବ୍ରିଟେନ ଭାରତକୁ ଏକ “ରେଡ୍‌ ଲିଷ୍ଟ୍‌ରେ” ଯୋଡିଛି। ଯେଉଁଥିରୁ କରୋନାର ପରିବର୍ତ୍ତିତ ରୂପକୁ ଦୃଷ୍ଟିରେ ରଖି ଭାରତରୁ ବ୍ରିଟେନକୁ ଯାତ୍ରା ସ୍ଥଗିତ ରହିଛି ବୋଲି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ବିସିସିଆଇ ଅନୁଯାୟୀ ଗତ ୧୦ ଦିନ ମଧ୍ୟରେ ଅଧିକାଂଶ ଲୋକ ଭାରତରୁ ଯାତ୍ରା…

ପରୀକ୍ଷା ବାତିଲ ଦାବିରେ ତାତିଲେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ, ଘେରିଲେ ନବୀନ ନିବାସ 

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ଘେରିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ସ୍ଥଗିତ ନରଖି ଛାତ୍ରଛାତ୍ରୀ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ।…

ଭୁବନେଶ୍ୱରରେ ପୁଣି ଭକ୍ତଙ୍କ ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ, କରୋନା ପାଇଁ କଟକଣା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ସଂକ୍ରମଣ । ବିଶେଷ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ସେକେଣ୍ଡ ଓ୍ୱେଭକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ବିଏମସି । ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଭକ୍ତଙ୍କ ପ୍ରବେଶ ଉପରେ ରୋକ…

ମହଙ୍ଗା ପଡିଲା ମଙ୍ଗଳା ଓଷା, ବନ୍ଧା ହେଲେ ପୂଜକ

ଅନୁଗୁଳ: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି । ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ…

ଦେଶରେ ୧୦ ରାଜ୍ୟରୁ ୮୩% କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନା । ସଂକ୍ରମିତଙ୍କ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସବୁଠୁ ବଡ଼ କଥା ହେଲା ଦେଶରେ ଯେତିକି ପ୍ରାଣ ହରାଇଛନ୍ତି ତାର ପାଖାପାଖି ୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ବାହାରିଛନ୍ତି । ଦୈନିକ…

ପୁଣି ଓଡ଼ିଶା ଫେରିବ ପୋସ୍କୋ!

ଭୁବନେଶ୍ୱର: ଜଗତସିଂହପୁର ପ୍ରକଳ୍ପରୁ ଓହରିବାର ଚାରି ବର୍ଷ ପରେ ଦକ୍ଷିଣ କୋରିଆର ବୃହତ୍‌ ଷ୍ଟିଲ୍‌ ଉତ୍ପାଦନକାରୀ କମ୍ପାନୀ ପୋସ୍କୋ ୯୦,୦୦୦ କୋଟି ଟଙ୍କାର ଇସ୍ପାତ କାରଖାନା ସହିତ ପୁଣି ଓଡିଶା ଫେରିବ ବୋଲି ସୂଚନା ମିଳିଛି। ଭାରତରେ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲ ସୂଚନା…

ପୋଲିସ ଗୁଳିଲେ ଟଳିଲା ଦୁର୍ଦ୍ଦାନ୍ତ ମାଓବାଦୀ, ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ

ଦାନ୍ତେଓ୍ୱାଡ଼ା: ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ । ମୃତ ନକ୍ସଲର ନାଁ କୋଷା । ୧୫ ବର୍ଷ ହେବ ସେ ନକ୍ସଲ ସଂଗଠନ ପାଇଁ…

ଭାରତରେ ସିଙ୍ଗଲ୍ ସଟ୍ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ଏହାର ସିଙ୍ଗଲ୍‌-ସଟ କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଲୋଡିଛି। ସୋମବାର ଦିନ ଜେ ଆଣ୍ଡ ଜେ ଭାରତର ଡ୍ରଗ୍ ରେଗୁଲେଟରରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏବଂ ଆମଦାନୀ ଲାଇସେନ୍ସ ପାଇଁ ଆବେଦନ କରିଛି।…

ଗମ୍ଭୀର ହେଲାଣି ସ୍ଥିତି: କୋଭିଡ୍ ରେଡ୍ ଜୋନରେ ଓଡ଼ିଶାର ୧୦ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ପାଞ୍ଚ ହଜାର ମୁହାଁ ହେଲାଣି । ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ଓଡ଼ିଶା ପାଇଁ ଟେନସନ୍ । ମୁକାବିଲା ପାଇଁ ସରକାର ସହରାଞ୍ଚଳରେ ସଟଡାଉନ୍ ଓ ନାଇଟକର୍ଫ୍ୟୁ ଜାରି କରିଛନ୍ତି । ତଥାପି କରୋନା ମାଡୁଛି । ରେଡ୍ ଜୋନରେ ଅଛି…

କୁମ୍ଭମେଳା ଫେରନ୍ତା ୧୩ କରୋନା ପଜିଟିଭ; କଟକ

କଟକ: ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଜଣ କୁମ୍ଭ ମେଳା ଫେରିଥିବା ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୧୩ ଜଣ କଟକ ସହର ଏବଂ ୧୦ ଜଣ ରାୟଗଡା ସହରର ବୋଲି ଜଣାପଡ଼ିଛି। ସିଏମସି ରିପୋର୍ଟ ଅନୁଯାୟୀ ସୋମବାର ଦିନ ହରିଦ୍ୱାରରୁ ୩୦ ଜଣ ଲୋକ ସହରକୁ ଫେରିଥିଲେ ଏବଂ…