Latest Odisha News

BREAKING NEWS

ନଭେମ୍ବର ୧ରୁ ୟୁଜି ଓ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ ଆରମ୍ଭ

ଭୁବନେଶ୍ୱର: ନଭେମ୍ବର ୧ରୁ ଖୋଲିବ ୟୁଜି ପ୍ରଥମ ବର୍ଷ କ୍ଲାସ। ସେହିପରି ନଭେମ୍ବର ୧୫ତାରିଖରୁ ପିଜି ପ୍ରଥମ ବର୍ଷ କ୍ଲାସ ଖୋଲିବ। କ୍ଲାସରୁମରେ ପାଠପଢ଼ା ହେବ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତିଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର। କଲେଜ କ୍ଲାସ ସହ…

ବଡମ୍ବା-ନରସିଂହପୁରରେ ବିଜେପିର ୮ ଘଣ୍ଟିଆ ବନ୍ଦ ଡାକରା

ନରସିଂହପୁର : ବନ୍ଦ ଡାକରା ଦେଲା ବିଜେପି । ବଡମ୍ବା ନରସିଂହପୁରରେ ବିଭିନ୍ନ ସ୍ଥାନରେ ବିଜେପି ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି।ବଡମ୍ବା ନିର୍ବାଚନ ମଣ୍ଡଳିର ପୂର୍ବତନ  ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳ ବେହେରାଙ୍କୁ ନରସିଂହପୁର ପୋଲିସ ଗିରଫ କରି…

ଫିଲ୍ମ ‘ତଡପ୍‌’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଡେବ୍ୟୁ ଫିଲ୍ମ 'ତଡପ'ର ଟ୍ରେଲର ରିଲିଜ ହୋଇଛି। ଅହାନଙ୍କ ସହ ଫିଲ୍ମରେ ତାରା ସୁତାରିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଗତକାଲି ଫିଲ୍ମର ଟିଜର ରିଲିଜ ହୋଇଥିଲା। ଡିସେମ୍ବର ୩ରେ ଅହାନ୍ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ…

ଅଯୋଧ୍ୟା ବରିଷ୍ଠ ନାଗରିକଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ତୀର୍ଥ ଯୋଜନାରେ ଅନ୍ତର୍ଭୁକ୍ତ: କେଜ୍ରିୱାଲ

ଦିଲ୍ଲୀ: ଅଯୋଧ୍ୟାକୁ ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଲ୍ଲୀ ସରକାର ତୀର୍ଥ ଯାତ୍ରା ଯୋଜନାରେ ସାମିଲ କରିଛନ୍ତି। ଖୁବ୍ ଶୀଘ୍ର ବରିଷ୍ଠ ନାଗରିକମାନେ ଅଯୋଧ୍ୟା ପରିଦର୍ଶନ କରି ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ତୀର୍ଥଯାତ୍ରାରେ ଶ୍ରୀ ରାମ ଜନ୍ମଭୂମି ମଣ୍ଡପରେ ପ୍ରାର୍ଥନା…

ନିର୍ମାଣ ହେବ ସ୍ୱତନ୍ତ୍ର ଡାକ୍ତରଖାନା ,ଏଥର ରୋଗୀ ନୁହେଁ ହସ୍ପିଟାଲ ଯିବ ଟ୍ରେନ ଅବା ପ୍ଲେନରେ

ଦିଲ୍ଲୀ : ଖୁବଶୀଘ୍ର କେନ୍ଦ୍ରସରକାର ଦିଲ୍ଲୀରେ ଉନ୍ନତ ଧରଣର ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛନ୍ତି । ହସ୍ପିଟାଲ ଟି ଏପରି ଭାବେ ନିର୍ମାଣ କରାଯିବ, ଯେପରି ଜୁରରୀକାଳିନ ପରିସ୍ଥିତିରେ ହସ୍ପିଟାଲକୁ ପ୍ଲାଇଟ ଅବା ଟ୍ରେନରେ ନେଇଯାଇ ହେଉଥିବ।କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ଆମେରିକା ଉପରେ ହୋଇପାରେ ବଡ ଧରଣର ଆକ୍ରମଣ!

ନୂଆଦିଲ୍ଲୀ: ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ଗୁପ୍ତଚର ସମ୍ପ୍ରଦାୟ ଭୟ କରୁଛି ଯେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସନ୍‌ ଆସନ୍ତା ୬ ମାସ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିପାରେ। ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଅଗଷ୍ଟ ମାସରେ ଆମେରିକା ଦୁଇ ଦଶନ୍ଧି ଧରି…

ଭଦ୍ରକରୁ ୧ କିଲୋ ୩୦ଗ୍ରାମ ବ୍ରାଉନ ସୁଗାର ଜବତ,୨ ଗିରଫ

ଭଦ୍ରକ : ଭଦ୍ରକର ପିଛା ଛାଡୁନି ଧଳା ଜହର । ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧ କିଲୋ ୩୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଯାହାର ମୂଲ୍ୟ ୧କୋଟି ୩ଲକ୍ଷ ଟଙ୍କା ହେବ । ତା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା…

ଚିଲିକା ମଝିରୁ ଉଦ୍ଧାର ହେଲେ ମସ୍ତ୍ର୍ୟଜୀବୀ

ଭୁବନେଶ୍ୱର: ଚିଲିକା ମଝିରୁ ଉଦ୍ଧାର ହେଲେ ଫସିରହିଥିବା ମସ୍ତ୍ର୍ୟଜୀବୀ। ଗତ ତିନିଦିନ ଧରି ଚିଲିକା ମଝିରେ ଡ଼ଙ୍ଗା ଫସି ରହିଯାଇଥିଲା। ଏଥିରେ ୩ଜଣ ମସ୍ତ୍ର୍ୟଜୀବୀ ସହ ୧୦ବର୍ଷର ପିଲା ରହିଛି। କଟକି ଦଳ ଯୋଗୁଁ ଡ଼ଙ୍ଗା ଫସିଯାଇଥିଲା। ସୂଚନା ଅନୁସାରେ, ଗଞ୍ଚାମ ଜିଲ୍ଲାର ପାଥରା ଗାଁର…

ଡ୍ରେନ୍‌ ପାଣିରେ ପରିବା ଧୋଇବା ଅଭିଯୋଗରେ ବିକ୍ରେତାଙ୍କ ନାଁରେ ମାମଲା ରୁଜୁ

ଭୋପାଳ: ଡ୍ରେନ୍‌ର ଅପରିଷ୍କାର ପାଣିରେ ପରିବା ଧୋଇବା ଅଭିଯୋଗରେ ଜଣେ ପରିବା ବିକାଳିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ଦୃଶ୍ୟକୁ ଭିଡିଓରେ ରେକର୍ଡ କରିଛନ୍ତି ଜଣେ ବ୍ୟକ୍ତି। ଭୋପାଳରୁ ଏମିତି ଏକ ଘଟଣା ସାମନାକୁ ଆସିଛି। ଏହାସହିତ ବ୍ୟକ୍ତି ଜଣକ ତାଙ୍କୁ ଚେତାବନୀ ଦେଇ କହିଥିଲେ ଯେ…

ସାହିତ୍ୟ ପତ୍ରିକା ପ୍ରତିଶ୍ରୁତିର ତୃତୀୟ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି ( ନୂଆ ସକାଳର ସଂକଳ୍ପ )ର ତୃତୀୟ ସଂସ୍କରଣ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ 'ଯୁଗେ ଯୁଗେ ଜଗନ୍ନାଥ' ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ…