Latest Odisha News

BREAKING NEWS

ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍

ଭୁବନେଶ୍ୱର: ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍ । ଶହୀଦନଗର ଥାନାରେ ମୋବାଇଲ ମେଳା । ଚୋରି ମୋବାଇଲ ଫେରାଇଲା ପୋଲିସ । ଚୋରି ହୋଇଥିବା ୪୦ ଜଣଙ୍କୁ ମୋବାଇଲ ଫେରାଇଛି ପୋଲିସ । ଚୋରି ହୋଇଥିବା ମୋବାଇଲ କେବେ ପାଇବା ନେଇ ଆଶା ରଖିନଥିଲେ । ମୋବାଇଲ ଧରିବାରେ ଶହୀଦନଗର…

ପୋଷାକ ଖୋଲି ପ୍ରତିବାଦ କଲେ ୫୦ ବିମାନ ପରିଚାଳିକା, ବିଶ୍ୱରେ ଚାଂଚଲ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଟାଲିରେ ଅଭିନବ ପ୍ରତିବାଦ । ଚାକିରୀ ହରାଇବା ଓ ଦରମା କାଟକୁ କେନ୍ଦ୍ର କରି ଅଲିଟାଲିଆ ଏୟାରଲାଇନର ବିମାନ ପରିଚାଳିକାମାନେ ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ଇଟାଲୀର ରାଜଧାନୀ ରୋମର ଟାଉନ୍ ହଲ୍…

ପୁଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର ପ୍ରେମିକା

କଟକ: ପୁଲିସ ପଂଝାରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ମାନସୀ ନାୟକ ଓରଫ ବେବି । ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ବେବି । ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ବେବି ନାଁରେ କଟକରେ…

ମଣିଷ ପ୍ରତି ବିପଦ: ଗାଈ, ଘୁଷୁରୀଙ୍କଠାରୁ ମିଳିଲା ମାଇକ୍ରୋ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣାରେ ଗାଈ ଏବଂ ଘୁଷୁରୀଙ୍କ ଶରୀରରୁ ମାଇକ୍ରୋ ପ୍ଲାଷ୍ଟିକର ଉପାଦାନ ମିଳିଛି । ଯାହା କି ମଣିଷ ପାଇଁ ଚିନ୍ତାର କାରଣ ହୋଇପାରେ । ଅଧିକାଂଶ ବ୍ୟକ୍ତି କ୍ଷୀର ପାଇଁ ଗାଈ,ମଇଁଷି ଓ ଘୁଷରୀଙ୍କ ଉପରେ ନିର୍ଭର କରିଥାନ୍ତି । ଆର୍ମଷ୍ଟଡମର ବ୍ରିଜ ୟୁନିଭରସିଟିର…

ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ

ଝାରସୁଗୁଡା: ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ ।  ଆଉ ଏହି ଠକେଇର ମାଷ୍ଟର ପ୍ଲାନ୍ କରିଛନ୍ତି ଖୋଦ୍ ଭାଇଭଉଣୀ ।। ୩ ଭାଇଭଉଣୀ ମିଶି କିଛି ଦିନ ଧରି ଚାକିରୀ କରାଇଦେବା ନାଁରେ ଲୁଟପାଟ ଚଳାଇଥିଲେ । ଝାରସୁଗୁଡାର ପୁରୁଣାବସ୍ତି ବାବୁପଡାରେ ରହୁଥିବା ଭାଇଭଉଣୀ ମିଶି ଲୋକଙ୍କୁ…

ସ୍ୱାମୀର ୪୭ ଲକ୍ଷ ଟଙ୍କା ଧରି ଅଟୋରିକ୍ସା ଚାଳକ ସହ ମହିଳା ଚମ୍ପଟ

ଓଡିଶା ସମ୍ବାଦ ବ୍ୟୁରୋ: କୋଟିପତି ବ୍ୟକ୍ତିଙ୍କ ସ୍ତ୍ରୀ ସାଜିଥିଲା ଅଟୋରିକ୍ସା ଚାଳକର ପ୍ରେମିକା । ପ୍ରେମକୁ ସାକାର କରିବା ଲାଗି ମହିଳା ଜଣକ ନିଜଠୁ ୧୩ ବର୍ଷ ସାନ ଅଟୋରିକ୍ସା ଚାଳକ ସହ ଚମ୍ପଟ୍ ମାରିଥିଲେ । ହେଲେ ସାଥିରେ ନେଇଯାଇଥିଲେ ଘରେ ସ୍ୱାମୀ ରଖିଥିବା ନଗଦ ୪୭ ଲକ୍ଷ ଟଙ୍କା ।…

ଜାତୀୟ ଓପନ ଜାଭେଲିନ୍ ଥ୍ରୋ ଚାମ୍ପିୟନଶିପରେ ବାଜି ମାରିଲେ ଓଡିଶାର କିଶୋର

ଭୁବନେଶ୍ୱର: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଜାତୀୟ ଓପନ ଜାଭେଲିନ ଥ୍ରୋ ଚାମ୍ପିୟନଶିପରେ ବାଜି ମାରିଛନ୍ତି ଓଡିଶାର କିଶୋର କୁମାର ଜେନା । କିଶୋରଙ୍କ ଏହା ପ୍ରଥମ ଜାତୀୟ ଟାଇଟଲ । ସେ ୭୪.୨୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସେ ସ୍ୱର୍ଣ୍ଣ ପଦକ ହାସଲ…

[ଭିଡ଼ିଓ] ରଜନୀକାନ୍ତଙ୍କୁ ‘ଦାଦା ସାହେବ ଫାଲକେ’ସମ୍ମାନ

ଦିଲ୍ଲୀ: ସାଉଥ ତଥା ବଲିଉଡର ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର । ରଜନୀକାନ୍ତଙ୍କୁ ୬୭ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ’ରେ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଛି । ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ…

ମମିତାଙ୍କ ପରିବାରକୁ ଭେଟିବେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ।  ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍‌ । ବିଜେପିର ଏହି ଟିମ୍‌ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ । ମମିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କାରିବ । ତେବେ ବିଜେପିର…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ବିଏସଏଫ କନେଷ୍ଟବଳ ଗିରଫ

ଅହମ୍ମଦାବାଦ: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଆଜି ବିଏସଏଫର ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି । ଜମ୍ମୁ-କଶ୍ମୀରର ରାଜୌରୀ ବାସିନ୍ଦା ମହମ୍ମଦ ସଜାଦଙ୍କୁ ଗାନ୍ଧୀନଗରରୁ ଗୁଜରାଟ ଏଟିଏସ ତାଙ୍କୁ ଗିରଫ କରିଥିଲା । ବିଏସଏଫରେ ଯୋଗ ଦେବା ପୂର୍ବରୁ ସଜ୍ଜାଦ ପାକିସ୍ତାନରେ ୪୬ ଦିନ…