Latest Odisha News

BREAKING NEWS

ବିପୁଳ ପରିମାଣର ଗଂଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

କୋରାପୁଟ: ମିଳିତ ଅପରେସନରେ ସଫଳତା ହାସଲ କଲେ କୋରାପୁଟ ଜିଲ୍ଲା ପାଡୱା ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଗଲା ବିପୁଳ ପରିମାଣର ବେଆଇନ ଗଂଜେଇ ଚାଷ । ଗୋଡିପୁଟ୍ ଗାଁରେ ଗଂଜେଇ ଚାଷ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ଆଜି ପୋଲିସ, ଅବକାରୀ ବିଭାଗ ଓ ଡିଭିଏଫ୍ ଟିମ ଅତର୍କିତ…

ବିଷ ପିଇ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ବାଲେଶ୍ୱର : ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଏକ ନବବଧୂ । ବିଷ ପିଇ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ନବବଧୂ ଶେଷରେ ଆଖିବୁଜିଛନ୍ତି । ବାଲେଶ୍ୱର ବାଙ୍ଗରା ଗାଁର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ, ନୀଳଗିରି ଥାନା ସନ୍ତରାଗଡ଼ିଆ…

ବିସିସିଆଇ ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହେଲେ ଓଡିଶାର ସୁଶୀଲ

ଭୁବନେଶ୍ୱର:ଓଡିଶାର ଉଦୀୟମାନ କ୍ରିକେଟର ସୁଶୀଲ କୁମାର ବାରିକ ୧୯ ବର୍ଷରୁ କମ୍ ବିସିସିଆଇ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ଭିନୁ ମଙ୍କଡ ଟ୍ରଫିରେ ଅଲରାଉଣ୍ଡର ସୁଶୀଲ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏଲିଟ ଗ୍ରୁପରେ ଓଡିଶା ୨ ବିଜୟ ଓ ୨ ପରାଜୟ ସହ ତୃତୀୟ ସ୍ଥାନରେ ରହିଥିଲା ।…

ସୁଧା ଚନ୍ଦ୍ରନଙ୍କୁ କ୍ଷମା ମାଗିଲା ସିଆଇଏସଏଫ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନୃତ୍ୟ କଳାକାର ସୁଧା ଚନ୍ଦ୍ରନଙ୍କୁ କ୍ଷମା ମାଗିଛି ସିଆଇଏସଏଫ । ବିମାନ ବନ୍ଦରରେ ଚେକିଂ ସମୟରେ ନିୟମ ଦୃଷ୍ଟିକୋଣରୁ ସୁରକ୍ଷାକର୍ମୀମାନେ ତାଙ୍କୁ ତାଙ୍କ କୃତ୍ରିମ ଗୋଡ ବାହାର କରିବାକୁ କହିଥାନ୍ତି । ଯାହାକି ଏକ କଷ୍ଟଦାୟକ ପ୍ରକ୍ରିୟା । ବାରମ୍ବାର ଏ…

ମା’ ବୈଷ୍ଣୋଦେବୀ ଦର୍ଶନ ପାଇଁ ଗାଇଡଲାଇନ ଜାରି

ଜମ୍ମୁକାଶ୍ମୀର : ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜାରି ହେଲା ଗାଇଡଲାଇନ। କରୋନା ଗାଇଡ ଲାଇନ ମାନି କଡା କଟକଣାର ସହ ତୀର୍ଥଯାତ୍ରୀ ମାନେ ମା’ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ଏହି ଗାଇଡଲାଇନ ଅନୁସାରେ ଶ୍ରଦ୍ଧାଳୁମାନେ ଆରଟି ପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ବାଧ୍ୟତା…

ଟି୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ହରାଇ ସୁପର ୧୨ରେ ପ୍ରବେଶ କଲା ନାମ୍ବିଆ

ଶାରଜା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ନାମ୍ବିଆ ଐତିହାସିକ ବିଜୟ ହାସଲ କରି ସୁପର ୧୨ରେ ପ୍ରବେଶ କରିଛି । ନାମ୍ବିଆ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପର ମେନ ଇଭେଂଟରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ଷ୍ଟ୍ରିଲିଙ୍ଗ…

କୋଟିଆରେ ଆନ୍ଧ୍ର ଷଡଯନ୍ତ୍ର ଭଣ୍ଡୁର କଲା କୋରାପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ : କୋଟିଆ ସୀମାରେ ଆନ୍ଧ୍ରର ଫଳକ ପୋତା ଯୋଜନା ପଣ୍ଡ। କୋଟିଆ ସୀମାରେ ଆନ୍ଧ୍ରର ଫଳକ ପୋତା ଯୋଜନାକୁ ପଣ୍ଡ କଲା କୋରାପୁଟ ପୋଲିସ ଓ ପ୍ରଶାସନ । ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଦେଖି ଅନ୍ୟତ୍ର ପଳାଇଥିଲେ ଆନ୍ଧ୍ରର ଅଧିକାରୀମାନେ ।  ଆନ୍ଧ୍ର ଅଧିକାରୀ କାର୍ଯ୍ୟ…

ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେଉଛନ୍ତି ଜମ୍ମୁ-କଶ୍ମୀରର କୁଖ୍ୟାତ ଆତଙ୍କୀ

ଲେହ: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଟାର୍ଗେଟ କିଲିଂରେ ଅନ୍ୟ ରାଜ୍ୟର ନିରୀହ ଲୋକଙ୍କୁ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି । ଏହାକୁ ରୋକିବା ପାଇଁ ଆଜି ଏହି କେନ୍ଦ୍ର ଶାସିତ ପ୍ରଦେଶର କୁଖ୍ୟାତ ଆତଙ୍କୀଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ କରାଯାଉଛି ।…

ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ହାଇସ୍ପିଡ଼ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ(ହିଟ୍) ବା ଅଭ୍ୟାସର ପରୀକ୍ଷଣ ସଫଳତାର ସହ ହୋଇଛି। ଚାନ୍ଦିପୁରର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ଏହି ଉତକ୍ଷେପଣ କରିଛି ଡ଼ିଆରଡ଼ିଓ। ବିଭିନ୍ନ କ୍ଷେପଣାସ୍ତ୍ର ଓ ବିମାନର ପରୀକ୍ଷଣବେଳେ ଏହାକୁ ଆକାଶରେ ଦ୍ରୁତ ଗତି କରୁଥିବା ଏକ ଟାର୍ଗେଟ…

ପୁରୀରେ ”ମୋ ସରକାର” ବୈଠକ ଅନୁଷ୍ଠିତ

ପୁରୀ : ''ମୋ ସରକାର'' ବୈଠକ । ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ବୈଠକ ଅନୁଷ୍ଠିତ ହୋଇଯାଇଛି। ''ମୋ ସରକାର'' ଅନ୍ତର୍ଗତ ଉପଲବ୍ଧ ସେବା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି।କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ…