Latest Odisha News

BREAKING NEWS

ଧରାପଡିଲା ଧୋକାବାଜ ପ୍ରେମିକ

ଯାଜପୁର: ଧରାପଡିଲା ଧୋକାବାଜ ପ୍ରେମିକ । ପ୍ରେମିକାକୁ ଧୋକା ଦେଇ ଉତ୍ତରପ୍ରଦେଶରୁ ଚାଲିଆସିଥିବା ପ୍ରେମିକ ଶେଷରେ ବିଞ୍ଝାରପୁରରୁ ଗିରଫ ହୋଇଛି। ଯାଜପୁରର ସୁଶାନ୍ତ ଉତ୍ତରପ୍ରଦେଶରେ ଯାଇ କାମ କରୁଥିବା ବେଳେ ଜଣେ ବିଧବା ମହିଳାଙ୍କୁ ପ୍ରେମ କରି ବିବାହ କରିଥିଲେ। ମହିଳାଙ୍କ ପୂର୍ବରୁ ଗୋଟିଏ…

ସମଲେଶ୍ଵରୀ ମନ୍ଦିରରେ ଅଘଟଣ, ଭୁଷୁଡ଼ିଲା ମନ୍ଦିର ଛାତ

ବଲାଙ୍ଗୀର : ସମଲେଶ୍ଵରୀ ମନ୍ଦିରରେ ବଡ ଅଘଟଣ । ଶୁକ୍ରବାର ଭୁଷୁଡ଼ିଲା ସମଲେଶ୍ୱରୀ ମନ୍ଦିରର ଛାତ । ପୂଜକ ଓ ଶ୍ରଦ୍ଧାଳୁ ଅଳ୍ପକେରୁ ବର୍ତ୍ତି ଯାଇଛନ୍ତି । କାହାରି କିଛି ହୋଇନଥିବ ଜଣା ପଡିଛି । ପୂର୍ବରୁ ଛାତ ଦୁର୍ବଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତଥାପି ମରାମତି ପ୍ରତି ଗୁରୁତ୍ୱ…

ଗଞ୍ଜେଇ, ଅଫିମ ସହ ୮କେଜି ୫୯୬ଗ୍ରାମ ସୁନା ଜବତ

ବ୍ରହ୍ମପୁର: ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଗଞ୍ଜାମ ଖଲ୍ଲିକୋଟ ଖଜାପଲ୍ଲୀରେ ଜଣେ ଗଞ୍ଜେଇ ଚାଲାଣକାରୀଙ୍କ ଘରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ। ତାଙ୍କ ଘରୁ ୩୪କେଜି ୯୪ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାସହ ୧୦କେଜିରୁ ଅଧିକ ଅଫିମ, ୭୫ଲକ୍ଷ ଟଙ୍କା ଏବଂ ୮କେଜି ୫୯୬ଗ୍ରାମ ସୁନା ଜବତ ହୋଇଛି।…

ମୁମ୍ବାଇରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ , ଜଣେ ମୃତ ଅନେକ ଗୁରୁତର

ମୁମ୍ବାଇ : ଭୟଙ୍କର ଅଗ୍ନିକାଣ୍ଡ । ସମସ୍ତଙ୍କ ଆଖି ସାମ୍ନାରେ ମୁମ୍ବାଇ ଲାଲବାଗ ଅଞ୍ଚଳରେ ୬୦ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ରେ ନିଆଁ ଲାଗି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ସ୍ଥାନୀୟ କେଇଏମ୍ ହସ୍ପିଟାଲରେ…

ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ଦିଲ୍ଲୀ : ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର ।୨୦୨୨ ହଜା ଯାତ୍ରା ପାଇଁ ତୀର୍ଥ ଯାତ୍ରୀ ଚୟନ ପରୀକ୍ଷା ଆରମ୍ଭ ହୋଇଛି। ଯେଉଁ ବ୍ୟକ୍ତି ମାନେ କରୋନାର ଦୁଇଟି ଡୋଜ୍ ଟିକା ନେଇଥିବେ ସେମାନେ ହଜ୍ ଯାତ୍ରା ପାଇଁ ଆବେଦନ କରିପାରିବେ। ଏହା ସହ ଯାତ୍ରୀ ଚୟନ ଉଭୟ ଭାରତ ଓ ସାଉଦୀ…

ମର୍ମନ୍ତୁଦ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

କାମାକ୍ଷାନଗର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗାଁ କାଜୁ ଜଙ୍ଗଲ ନିକଟରେ କାର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି ।ମୃତ ଶିକ୍ଷକ ଜଣକ ହେଉଛନ୍ତି ତରାଜଙ୍ଗ ଗାଁ ର ପ୍ରକାଶ କୁମାର…

୧୮୫ପେଟି ମଦ ଜବତ, ପିକଅପ ଭ୍ୟାନ୍ ଡ୍ରାଇଭର ଗିରଫ

ଯାଜପୁର: ଯାଜପୁର ଅମ୍ବିକାଇ ଛକ ନିକଟରୁ ୧୮୫ପେଟି ମଦ ଜବତ କରାଯାଇଛି। ଘଟଣାରେ ପିକ ଅପ ଭ୍ୟାନର ଡ୍ରାଇଭରକୁ ଗିରଫ କରିଛି ଯାଜପୁର ପୋଲିସ୍। ସୂଚନା ଅନୁସାରେ, ପୁରୁଣା ମଦ ଦୋକାନରୁ ଏହି ମଦ ପେଟି ଗୁଡ଼ିକ ଏକ ପିକ ଅପ୍ ଭ୍ୟାନରେ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା। ପରେ ଯାଜପୁର…

୧୩୦ପେଟି ବିଦେଶୀ ନକଲି ମଦ ଜବତ

ରାୟଗଡ଼ା: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରି ୧୩୦ ପେଟି ବିଦେଶୀ ନକଲି ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ନିକଟରେ…

ମମିତା ହତ୍ୟା ଘଟଣା ,ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ସିପିଆଇଏମ

ପୁରୀ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିିଛି । ରାଜସ୍ୱ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କରିବା ସହ ଘଟଣାର ଏସଆଇଟି ତଦନ୍ତ କରିବା ପାଇଁ ସିପିଆଇଏମ ପକ୍ଷରୁ ଦାବି କରାଯାଇଛି ।ଆଜି…

[ଭିଡ଼ିଓ] ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ: ‘ସ୍ମାର୍ଟ’ ଯୁଗର ମହାବିପ୍ଲବ

ମୟୂରଭଞ୍ଜ : ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ  ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି…