Latest Odisha News

BREAKING NEWS

ଝରଣୀ ଗାଁରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା, ମମିତାଙ୍କ ପରିବାରକୁ ଭେଟିଲେ

ବଲାଙ୍ଗୀର : କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ମମିତାଙ୍କ ଗାଁ ଝରଣୀରେ ପହଞ୍ଚିଛନ୍ତି । ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ସହ ୪ ଜଣିଆ ଟିମ୍ । ମହିଳା ଆୟୋଗ ଅଧ୍ୟକ୍ଷା…

ଟି୨୦ ବିଶ୍ୱକପ : ବୁକିଙ୍କ ଫେଭରାଇଟ ଟିମ୍ ଇଣ୍ଡିଆ

ଦୁବାଇ: ଭାରତ ଏଥର ଟି୨୦ ବିଶ୍ୱକପ କ୍ରିକେଟ ଟାଇଟଲ ହାସଲ କରିବ ବୋଲି ବୁକିମାନେ ଦାବୀ କରିଛନ୍ତି । ଭାରତ ପଛକୁ ଇଂଲଣ୍ଡ ରହିଛି । ୨୦୦୭ରେ ପାକିସ୍ତାନକୁ ଫାଇନାଲରେ ହରାଇ ଚାମ୍ପିୟନ ହୋଇଥିବା ଟିମ୍ ଇଣ୍ଡିଆର ଏହି ଫର୍ମାଟରେ ଭଲ ରେକର୍ଡ ରହିଛି । ଟି୨୦ ବିଶ୍ୱକପରେ ଭାରତ ୩୩ ମ୍ୟାଚରୁ ୨୦ରେ…

ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ,୬ ଗୁରୁତର

ଭୁବନ: ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ , ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଗୁରୁତର । ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଜଣ ଗୁରୁତର ହୋଇ…

ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜୀବନ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୫…

ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ

ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ସୁନ୍ଦରଗଡ଼ ତଲସରା ଥାନା ତେନ୍ତୁଲିଧରିଆ ଗାଁର ନିକୁଲାସ ଜୋଜୋ ବୋଲି ଜଣାପଡିଛି । ନିକୁଲାସଙ୍କ ବୟସ ମାତ୍ର ୩୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଗତ କିଛି ଦିନ ହେବ ରାଉଲଡେଗା ବନଖଣ୍ଡ ଅଧିନରେ ଥିବା କିରାଲଗା ଜବତି…

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା…

ନେତାଜୀଙ୍କ ଉପରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦହିନ୍ଦ ଫୋଜ ଗଠନର ଶତବାର୍ଷିକୀ ଅବସରରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ନେତାଜୀ ସୁଭାଷ ବୋଷ ଓ ସ୍ବାଧୀନତା ସଂଗ୍ରାମ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ…

କାର୍ତ୍ତିକ ଚିତାରେ ପ୍ରତୀକ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ରୀତିରେ ଯେଉଁ ଉପାସନା ଶୈଳୀ ଅନୁସୃତ ହୋଇଥାଏ ସେଥିରେ ପ୍ରତୀକାତ୍ମକ ରୂପର ବ୍ୟବହାର ବହୁଳ ଭାବେ ଦେଖାଯାଏ । ଏହି ରୂପର ଅବତାରଣା ଦୁଇ ପ୍ରକାରର ଯଥା ବିଗ୍ରହ-ରୂପ ଓ ଚିତ୍ର-ରୂପ । ବିଗ୍ରହ ରୂପ ମୂର୍ତ୍ତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୫ ଶୂନର କି ଶକ୍ତି  ସତରେ। ସଂଖ୍ୟାର ବାଁ ପଟେ କିଛି ମୂଲ୍ୟ  ନଥିବା ସମୟରେ ଡାହାଣରେ ଅମୂଲମୂଲ। ଗଣନା ହୁଅନ୍ତାକି ତା' ବିନା! ମୋ' ମାଟିର ମଣିଷ  ଧନ୍ୟ  ବାବା ଆର୍ଯ୍ୟଭଟ୍ଟ।ଶୂନରୁ ଆରମ୍ଭ ପ୍ରକ୍ରିୟା ,ସରିଲା ଯାଇ…

କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?

କୋଉ ଫୁଲ ନେବ? * ଉପହାର ଦେଲେ ସିନା ମୋ ପ୍ରତି ସେ ଆକର୍ଷିତ ହେବ; କ'ଣ ନେବା ପଚାରନ୍ତେ ସେ କହିଲା ଫୁଲ ଦେଇଦେବ! ଅଡୁଆରେ ପଡିଲି ମୁ ଏଇକଥା ଭାବି କି ସେ କୋଉ ଫୁଲ ନେବ; ଆଉ କ'ଣ ଯୁଗ ଅଛି ଗୋଲାପଟେ ପାଇକରି ଖୁସି ହୋଇଯିବ ? ଭାବିଲି ଦେଇଦେବି ନେଇ ଦାମୀ ଫୁଲ ତୋଡ଼ାଟିଏ ;…