Latest Odisha News

BREAKING NEWS

ଇରାନର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ବୋମା ମାଡ

ତେହେରାନ: ଇରାନର ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ପୁନର୍ବାର ବ୍ୟାଘାତ ସୃଷ୍ଟି କରିଛି ଇସ୍ରାଏଲ । ରିପୋର୍ଟ ମୁତାବକ ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ମୋସାଦ ପରମାଣୁ ଇରାନର ମୂଖ୍ୟ ପରମାଣୁ କେନ୍ଦ୍ର ଉପରେ ବୋମା ମାଡ କରିଛି । ଏହା ଫଳରେ ପରମାଣୁ କେନ୍ଦ୍ରର ବିଦ୍ୟୁତ ସଂଯୋଗ…

‘ସ୍ପୁଟ୍‌ନିକ ଭି’ର ଜରୁରୀକାଳୀନ ବ୍ୟବହାରକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ରୁଷ ଦ୍ୱାରା ବିକଶିତ କରୋନା ବିରୋଧୀ ଟିକା ସ୍ପୁଟ୍‌ନିକ ଭିର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି। କୋଭିଶିଲ୍ଡ ଏବଂ କୋଭାକ୍ସିନ ପରେ ଏହା ଭାରତ ଦ୍ୱାରା ଅନୁମୋଦିତ ତୃତୀୟ ଟିକା। ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଡ…

କରୋନାରୁ ମୁକ୍ତ ହେଲେ ଅକ୍ଷୟ କୁମାର, ରିପୋର୍ଟ ଆସିଲା ନେଗେଟିଭ୍, ଡିସ୍ଚାର୍ଜ ହୋଇ ଫେରିଲେ ଘରକୁ

ମୁମ୍ବାଇ : ସୁସ୍ଥ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି । ସୁସ୍ଥ ହେବା ପରେ ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ସେ ଘରକୁ ଫେରିଛନ୍ତି । ଏନେଇ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୂଚନା ଦେଇଛନ୍ତି । ଟ୍ବିଙ୍କଲ ଇନଷ୍ଟାରେ ଏକ ପୋଷ୍ଟ ସେୟାର…

ଟିଏମ୍‌ସି‌ ପରେ ଏବେ ବିଜେପି ପାଇଁ ପ୍ରଚାର କରୁଛନ୍ତି ମହିମା

ନୂଆଦିଲ୍ଲୀ: ବିଜେପି ପଚାର ମଇଦାନରେ ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ। ମହିମା ଚୌଧୁରୀ ସୋମବାର ଦିନ ପଶ୍ଚିମବଙ୍ଗର ଲେକ୍‌ ଟାଉନ୍ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ତେବେ କୌତୁହଳର ବିଷୟ ହେଉଛି ଯେ ମହିମା ଚୌଧୁରୀ ଗତ…

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୯ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ବୈଠକ ବସିଥିଲା । ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ବୈଠକ ପରେ…

ଭୁବନେଶ୍ୱର ୩ଟି ସ୍ଥାନରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ । ମୁକାବିଲା ପାଇଁ ପୁଣି ଥରେ କଟକଣା କଡ଼ାକଡ଼ି ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରାଗଲାଣି । ଭୁବନେଶ୍ୱରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାାଜଧାନୀରେ ୩ଟି…

ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ ସୁଦ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 

ଚଣ୍ଡିଗଡ଼: ପଞ୍ଜାବର ଆଣ୍ଟି-କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଅଭିନେତା ସୋନୁ ସୁଦ । ଗତବର୍ଷ କରୋନାର ଭୟଙ୍କର ସ୍ଥିତି ନେଇ ଜାରି ହୋଇଥିବା ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ…

ଜାଣନ୍ତୁ ନାଇଟ୍‌ ୱାଚ୍‌ମ୍ୟାନ୍‌ରୁ ଆଇଆଇଏମ୍‌ ପ୍ରଫେସର ହୋଇଥିବା ଏହି ନିଆରା ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ: ୨୮ ବର୍ଷିୟ ରଣଜିତ ରାମଚନ୍ଦ୍ରନଙ୍କ ଯାତ୍ରା ଅନେକଙ୍କ ପାଇଁ ଆଜି ପ୍ରେରଣା ହୋଇପାରିଛି। ଅନେକଙ୍କ ଲୋକଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇପାରିଛନ୍ତି ରଣଜିତ। ଜଣେ ରାତ୍ରି ଜଗୁଆଳୀରୁ ରାଞ୍ଚିରେ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ନିଜ…

ପିପିଲିରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ ସହ ୨୯ ପ୍ଲାଟୁନ୍ OASP

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ । ୨୯ ପ୍ଲାଟୁନ୍‌ OSAP ବି ମୁତୟନ…

ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ଦ୍ୱିତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧,୬୮,୯୧୨ ନୂତନ ସଂକ୍ରମଣ ମାମଲା ଆସିବା‌ ପରେ ଭାରତ ବିଶ୍ବରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି। ତଥ୍ୟ ଅନୁଯାୟୀ ବ୍ରାଜିଲର ୧୩.୪୫ ନିୟୁତ ମାମଲାକୁ ଅତିକ୍ରମ କରି ଭାରତର ସମୁଦାୟ ୧୩.୫୩ ମିଲିୟନରେ ପହଞ୍ଚିଛି। ୩୧.୨ ନିୟୁତ ମାମଲା…