ଲଖିମ୍ପୁର ହିଂସାକାଣ୍ଡ; ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଲଖିମ୍ପୁର ଖେରୀ ହିଂସାକାଣ୍ଡକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମ୍କୋର୍ଟ। ବୁଧବାର ଦିନ ଲଖିମ୍ପୁର ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ ୟୁପି ସରକାର ନିଜ ଦାୟିତ୍ବଠୁ ଦୂରେଇ ଯିବା ଅର୍ଥାତ୍…