କୁନି କୁନି ପିଲାଙ୍କ ପାଇଁ ସିନ୍ଧୁ ବ୍ରାଉନଙ୍କ ୨୧ଟି ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଧୁ ବ୍ରାଉନ, ମାନସ ରଞ୍ଜନ ଦାସ, ମାନବୀ ଟୌଙ୍କ୍, ଶ୍ରୀଦେବୀ ଓ କୁଞ୍ଜନଙ୍କ ସହାୟତାରେ “ଟ୍ରେସିଂ ଏବଂ ଲର୍ଣ୍ଣିଙ୍ଗ କନସେପ୍ଟକୁ ନେଇ ବିଭିନ୍ନ ଥିମ୍ ଉପରେ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ୨୧ ଟି ପୁସ୍ତକ ସ୍ଥାନୀୟ ମାଇକେଲ କିଚେନ୍…