Latest Odisha News

BREAKING NEWS

ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ୍ ଆଓ୍ବାର୍ଡ : ଡିଏଫଓ ନୀତୀଶ କୁମାରଙ୍କୁ ‘ଗ୍ରୀନ୍ ଓ୍ବାରିୟର’ ପୁରସ୍କାର

ଭୁବନେଶ୍ବର : ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ ଆଓ୍ବାର୍ଡସର ୧୧ତମ ସଂସ୍କରଣର ବିଜେତାଙ୍କ ନାମ ଘୋଷିତ ହୋଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର କଳାହାଣ୍ଡି ନର୍ଥ ଡିଭିଜନର ଡିଏଫଓ ନୀତୀଶ କୁମାରଙ୍କୁ ‘ଗ୍ରୀନ୍ ଓ୍ବାରିୟର’ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ ବର୍ଷର…

ପାଗ ଅନୁକୂଳ ହେବା ପରେ କେଦାରନାଥ ଧାମକୁ ତୀର୍ଥଯାତ୍ରୀଙ୍କ ଯାତ୍ରା ଆରମ୍ଭ

ଉତ୍ତରାଖଣ୍ଡ : ଆରମ୍ଭ ହେଲା ଚାରିଧାମ ଯାତ୍ରା । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ଭୂ-ସ୍ଖଳନ ହେବା ଫଳରେ ଅଟକି ଥିବା ଚାରିଧାମ ଯାତ୍ରା ଆଜିଠାରୁ ପୁଣି ଆରମ୍ଭ ହୋଇଛିା ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ସମୀକ୍ଷା ବୈଠକ ପରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ପୋଲିସ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଜେମ୍ସ ପ୍ୟାଟିନସନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ପେସ ବୋଲର ଜେମ୍ସ ପ୍ୟାଟିନସନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ଆଗାମୀ ଆଶେସ ସିରିଜ ପାଇଁ ଦଳରେ ଚୟନ ନ ହେବାରୁ ଶେଷରେ ସେ ନିରାଶ ହୋଇ ଏହି ପଦକ୍ଷେପ…

ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମଅପ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ

ଦୁବାଇ: ଟି୨୦ ବିଶ୍ୱକପର ଏକ ୱାର୍ମ ଅପ ମ୍ୟାଚରେ ଭାରତ ୯ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ରୋହିତ ଶର୍ମା ଫର୍ମକୁ ଫେରିବା ସହ ୬୦ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୩୯ ଓ ସୂର୍ଯ୍ୟକୁମାର ଯାଦବ ୩୮ ରନ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମେ…

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପାରୁଲ ପଟୁଆରୀ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପାରୁଲ ପଟୁଆରୀ । ଆଜି ସକାଳେ ଜଗତସିଂହପୁର ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରେ କିଛି ସମୟ ରହିଥିଲେ । ଏହାପରେ ସେଠାରୁ ଯାଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ନୂଆ ଜିଲ୍ଲାପାଳ…

ଆରପିଏଫ କର୍ମଚାରୀଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇ ଦେଲେ ଦୁର୍ବୃତ୍ତ

ନୟାଗଡ଼ : ନୟାଗଡ଼ରେ ଅଭାବନୀୟ ଘଟଣା । ଆରପିଏଫ କର୍ମଚାରୀଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇ ଦେଲେ ଦୁର୍ବୃତ୍ତ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଆରପିଏଫ୍ କର୍ମଚାରୀଙ୍କ ପରିବାର ଲୋକ । ମୃତକ ହେଲେ ଆଲୋକ କୁମାର ସାହୁ । ଛତିଶଗଡ଼ ରାୟପୁର ମହାଶମୁଣ୍ଡ ଜିଲ୍ଲା ରେଲୱେ ଷ୍ଟେସନରେ…

ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ

ଯାଜପୁର : ରାଜ୍ୟ ବିଜେପିକୁ ବଡ ଝଟକା । ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ । ଦଳ ଭିତରେ ଥିବା କନ୍ଦଳ , ରାଜ୍ୟ ଓ ଜିଲ୍ଲା ନେତ୍ୱତ୍ୱରେ ଥିବା ଭେଦଭାବ ଓ କାମ କରିବା ନେଇ ତାଙ୍କୁ ସୁଯୋଗ ମିଳୁନଥିବାରୁ ସେ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…

କଟକରେ ବିଜେପିର ବିକ୍ଷୋଭ, ଜୋର୍ ଧରିଲା ମନ୍ତ୍ରୀଙ୍କ ଗିରଫ ଦାବି

କଟକ : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ପ୍ରିନ୍ସିପାଲ ମମିତା ମେହେର ମୃତ୍ୟୁ ଘଟଣାରେ ତୀବ୍ର ହେଲା ବିରୋଧ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି । ତେବେ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦର୍ଶାଇ ବିରୋଧ କରିଛି କଟକ…

ମମିତା ମେହେର ହତ୍ୟା ଘଟଣା : ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ କଂଗ୍ରେସର…

ଭୁବନେଶ୍ବର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଜୋର ଧରିଲା ବିରୋଦ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିବା ବେଳେ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଛି…

ନୂଆ ନାଁରେ ଆସିବ ଫେସବୁକ୍

ନୂଆଦିଲ୍ଲୀ : ନୂଆ ନାଁରେ ଆସିବ ଫେସବୁକ୍ । ବିଶ୍ବର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ଫେସବୁକ ପାଇବ ନୂଆ ପରିଚୟ । ଫେସବୁକକୁ ମେଟାଭର୍ସରେ ପରିଣତ କରିବେ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ଆସନ୍ତା ୨୮ ତାରିଖ କମ୍ପାନୀର ବାର୍ଷିକ ଉତ୍ସବରେ ନୂଆ ନାଁ ଘୋଷଣା କରାଯିବ । କମ୍ପାନୀ ଯୋଜନାରେ…