Latest Odisha News

BREAKING NEWS

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢ଼ାଉ ତାଲିକାରେ ବ୍ରହ୍ମପୁର ସହର ତଥା ସହର ଉପକଣ୍ଠ ଅଞ୍ଚଳର ୧୦…

ରେଳଧାରଣା ହେଉଥିଲେ ପାରି, ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

ଅନୁଗୁଳ: ରେଳଧାରଣା ପାରହେଉଥିବା ସମୟରେ ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଠମଲ୍ଲିକ-ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏହିଭଳି ଅଭାବନୀୟ ଘଟଣା। ମୃତକ ଦୁଇଜଣ ସମ୍ପର୍କରେ ଖୁଡ଼ି ପୁତୁରା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଇକସାହି ଅଞ୍ଚଳର ୩୫ବର୍ଷୀୟା…

ଆମ ଅସ୍ମିତା ଓ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ : ବଳରାମ ପୂଜାରୀ

ମାଟି ଓ ମାଟିମନସ୍କତାକୁ ନେଇ ସବୁବେଳେ କବିତା ଲେଖୁଥିବା କବି ବଳରାମ ପୂଜାରୀ , ଓଡ଼ିଆ ସାହିତ୍ୟ ଜଗତର ଏକ ସଶ୍ରଦ୍ଧ ନାମ । ତାଙ୍କ କବିତା ପାହାଡ଼ର କଥା କହେ , ନଦୀର କଥା କହେ , ଡଙ୍ଗରର ଚିତ୍ର ସଜାଏ ପୁଣି ଆଦିବାସୀମାନଙ୍କ ଜୀବନର ଗୀତ ଗାଏ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ…

[ଭିଡିଓ] ତନ୍ଦୁରି ରୁଟିରେ ପକାଉଥିଲା ଛେପ, ଭିଡିଓ ଭାଇରାଲ ପରେ ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ଅନେକଙ୍କୁ ଚକିତ କରିଛି । ଆଜି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ତନ୍ଦୁରି ରୁଟିରେ ଛେପ ପକାଇବା ଦୃଶ୍ୟ କଏଦ ହୋଇଛି । ଗାଜିଆବାଦର ଏକ ଢାବାରେ ଜଣେ ବ୍ୟକ୍ତି ତନ୍ଦୁରି ରୁଟି ପ୍ରସ୍ତୁତ କରୁଥିବା ସମୟରେ ଛେପ…

ପାଣି ମୋଟର ଚୋରକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି। ଗତ କିଛି ଦିନ ହେଲା ସୋନପୁର ସହର ସମେତ ଆଖପାଖ ଗାଁରୁ ଲୋକଙ୍କ ଘରୁ ପାଣି ମୋଟର ଚୋରୀ ହୋଇଥିବା ଅଭିଯୋଗ ସୋନପୁର ଥାନାରେ ହୋଇଥିଲା।ଏପରିକି ସହରର ଅତିରିକ୍ତ ତହସିଲଦାର ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ…

ହଠାତ୍‌ ଉଭା ହେଲା ୮୦ ବର୍ଷ ତଳେ ଧ୍ୱଂସ ପାଇଯାଇଥିବା ଗାଁ

ନୂଆଦିଲ୍ଲୀ: ବ୍ରିଟେନରେ ଆଜିକାଲି ଏକ ଗାଁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାୟ ଅଶୀ ବର୍ଷ ପୂର୍ବେ ଏହି ଗାଁ ପାଣିରେ ବୁଡ଼ି ଯାଇ ପରିଚୟ ହରାଇଥିଲା। ସମ୍ପ୍ରତି, ଏହି ଗାଁ ଉପରେ ମାଡି ଯାଇଥିବା ପାଣି ଶୁଖିଯିବାରୁ ଏହି ଗାଁ ପୁଣି ଥରେ ଉଭା ହୋଇଛି। ଏହି ଗାଁର ଅବଶେଷ ଦେଖାଯିବା ମାତ୍ରେ…

ପିହୁ ନିଖୋଜ ଘଟଣା: ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କଲେ ମା’

ଯାଜପୁର: ପିହୁ ଶିଶୁ ନିଖୋଜ ଘଟଣା। ୧୪ମାସ ପରେବି ମିଳୁନି ପତ୍ତା। ଏବେବି ପିହୁର ମା’ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପିହୁର କୌଣସି ସନ୍ଧାନ ମିଳିନଥିବାବେଳେ ତଦନ୍ତ ପ୍ରକ୍ରିୟା ନେଇ ପିହୁର ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ସୋମବାର ଠାରୁ ଆସନ୍ତା ସପ୍ତାହରେ ଭାରତରେ ବ୍ୟାଙ୍କ ସେବା ୬ ଦିନ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୮ରେ ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ।…

ନିଅନ୍ତୁ କୋଭିଡ୍ ଭାକ୍ସିନ୍‌, ଜିତନ୍ତୁ ଟିଭି ଓ ମୋବାଇଲ୍ ଫୋନ୍‌

ଓଡିଶା ସମ୍ବାଦ ବ୍ୟୁରୋ: ଏଥର କୋଭିଡ୍ ଟୀକା ନେଲେ ପୁରସ୍କାର ସ୍ୱରୂପ ମିଳିବ ଟିଭି, ମୋବାଇଲ୍ କିମ୍ବା ବ୍ଲାଙ୍କେଟ୍ । ଏଥିପାଇଁ ଏକ ଲକି ବମ୍ପର୍ ଡ୍ରରେ ଭାଗ ନେବାକୁ ପଡିବ । ମଣିପୁରର ପଶ୍ଚିମ୍ ଇମ୍ଫାଲ୍ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଏଭଳି ଲୋଭନୀୟ ଅଫର ମିଳିଛି । ଏଥିପାଇଁ ସ୍ଥାନୀୟ…

ପଞ୍ଚାୟତର ସରପଞ୍ଚ ପଦବୀରେ ତଫସିଲଭୁକ୍ତ ଜନଜାତିଙ୍କ ସଂରକ୍ଷଣ ନେଇ ଦାବି

ଯାଜପୁର: ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଜହ୍ନା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ମାତ୍ର କେତେକ ବ୍ୟକ୍ତି ଏହାକୁ ବିରୋଧ କରି ଏହାକୁ ସାଧାରଣ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ…