Latest Odisha News

BREAKING NEWS

ପୌର ନିର୍ବାଚନ ବାଟ ଫିଟିଲା, ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବାଟ ପରିସ୍କାର । ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଥିଲେ । ଏହାପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି । ଏହି ଆଇନ ଅନୁସାରେ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ…

ଆଜି ପୁଣି ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କୁ ଜେରା କରିବ ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ତଥା ମୁମ୍ବାଇ ବିଲଡର ଇମତିଆଜ ଖତ୍ରି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ମଙ୍ଗଳବାର ଏନସିବି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଆଶା କରାଯାଉଛି। ସୋମବାର ତାଙ୍କୁ ୭ ଘଣ୍ଟା ଧରି…

ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନାଙ୍କୁ ନିଯୁକ୍ତିକୁ ନେଇ ପିଟିସନ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ଭାବରେ ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଦାୟର ପିଟିସନକୁ ଖାରଜ । ଦିଲ୍ଲୀ ହାଇକୋର୍ଟ ପିଟିସନକୁ ଖାରଜ କରିଛନ୍ତି । ଗୋଟିଏ ଏନଜିଓ ରାକେଶ ଅସ୍ଥାନାଙ୍କ ନିଯୁକ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ…

ନଦୀ ପାର ହୋଇ ସ୍କୁଲ ଯାଉଥିଲେ, ଏବେ ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା

ଯାଜପୁର: ପିଲାଦିନେ  ନଦୀ ପାର ହୋଇ ସ୍କୁଲ ଯାଉଥିଲେ । ଏବେ ପ୍ରଶାସନିକ ଅଧିକାରୀ ହେଲେ । ଲୋକଙ୍କ ସେବା ପାଇଁ ପ୍ରଶାସନିକ କ୍ଷେତ୍ରରେ ମନ ବଳାଇ ଏବେ ଓଡିଶା ପ୍ରଶାସନିକ ସେଵାର ୨୦ ନମ୍ବର ସ୍ଥାନରେ ରହିଛନ୍ତି ଯାଜପୁରର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି । ଛୋଟ ବେଳେ ନଦୀ ପାରି ହୋଇ ସ୍କୁଲ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୪ ସମୟ ଡେଣା ଝାଡି ଉଡିଯାଉଥିଲା। ବଦଳି ଯାଉଥିଲା ବର୍ଷ , ମାସ , ଦିନ,ବାର, ତିଥି, ନକ୍ଷତ୍ର।ଶାମୁକା ପେଟରେ ମୋତି ଭଳି ସାଇତାଯାଉଥିଲା ଆମ ଅମଳିନ ଶ୍ରଦ୍ଧା ସ୍ନେହ ଟିକକ। ଘଟଣା ପରେ ଘଟଣା ବାଟ ଓଗାଳୁଥିଲା।  ଜୀବନ…

ବାଲ୍ୟ ବିବାହ ଧାରାକୁ ନେଇ ବିବାଦ ପରେ ବିଲ୍‌ ପ୍ରତ୍ୟାହାର ନେଇ ସରକାରଙ୍କ ଘୋଷଣା

ଜୟପୁର:ବିବାଦୀୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ ୨୦୨୧କୁ ପ୍ରତ୍ୟାହାର କରିବାକୁ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି। ସଢ଼ଘ୍ର ଣଶଝ୍ୟଷଣ ଏ ନେଇ ବିବାଦ ଉପୁଜିଥିବାରୁ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଗତ ମାସରେ ରାଜ୍ୟ ବିଧାନସଭାରେ ସରକାର ଏହି ବିଲ୍…

ଦିଲ୍ଲୀରୁ ପାକିସ୍ତାନ ଆତଙ୍କୀ ଗିରଫ, AK 47 ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କବାଦୀ ହମଲା ଷଡଯନ୍ତ୍ର ଫେଲ୍ । ଜଣେ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରାଯାଇଛି । ଲକ୍ଷ୍ମୀନଗର ଅନ୍ତର୍ଗତ ରମେଶ ପାର୍କରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଭାରତୀୟ ନାଗରିକର ମିଥ୍ୟା ପ୍ରମାଣପତ୍ରରେ ସେ ଦିଲ୍ଲୀରେ…

କବିତା : କରୁଣାକର ହେ କରୁଣା ହେଉ

ପ୍ରେମଲତା ସାହୁ  କରୁଣାକର ହେ କରୁଣା ହେଉ ! ତୁମ୍ଭ ନାମ ଜପି ଜୀବନ ଯାଉ କରୁଣାକର ହେ କରୁଣା ହେଉ ! ।୦। ତୋତେ ଦେଖିବାକୁ ମନ ଉଚ୍ଛନ୍ନ, ନିତି ରଜନୀରେ ଦେଖେ ସପନ, ଫୁଲେଇ ହେଉ ଗେହ୍ଲେଇ ହେଉ ମୁରୁକି ମୁରୁକି ତୁ ହସୁଥାଉ କରୁଣାକର ହେ କରୁଣା ହେଉ ! ।୦୧। ଭକତିର ଦୀପ…

ବାଲୁକା ଚିତ୍ରକଳାରେ ମହାସପ୍ତମୀ

ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳ ଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା…

ପୋଲିସ୍ –ମାଓବାଦୀ ମୁହାଁମୁହିଁ, ମାଓନେତା ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ପୋଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ବେଳେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ଯବାନ ଗୁରୁତର ହୋଇପଡ଼ିଛନ୍ତି । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡରେ ମାଓ କ୍ୟାମ୍ପ ଚାଲିଥିବା…