Latest Odisha News

BREAKING NEWS

ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ରାକେଟ୍‌

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ରାକେଟ୍‌  । ପୁଲିସ ଆଖିରେ ଧୂଳି ଦେଇ ବୁକିମାନେ ତାଙ୍କର କାରବାର ଜାରି ରଖିଥିଲେ। ଶେଷରେ ପୁଲିସ ଏକ ବଡ଼ଧରଣର ଅନ୍‌ଲାଇନ୍‌ ବେଟିଂ ରାକେଟ୍‌ ଠାବ କରିବାରେ ସକ୍ଷମ ହୋଇଛି । ଏହି ରାକେଟ୍‌ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ତଥା ଷ୍ଟକିଷ୍ଟ୍‌ ସମେତ…

ଆଇସକ୍ରିମ୍ କାଠିରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ

ପୁରୀ : ଆଇସକ୍ରିମ୍ କାଠିରେ ନିର୍ମାଣ ହୋଇଛି ମା’ ଦୁର୍ଗାଙ୍କ ମୁଖମଣ୍ଡଳ । ପୁରୀ କୁମୁତିପାଟଣା ସାହିର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଦୁର୍ଗାପୂଜା ଅବସରରେ ଆଇସକ୍ରିମ୍ କାଠିରେ ମା’ ଙ୍କ ପ୍ରତିମୂର୍ତ୍ତି  କରିଛନ୍ତି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା…

କଳା ଧନ ମାମଲାରେ ଭାରତ ସରକାରଙ୍କୁ ବଡ ସଫଳତା, ସୁଇସ ବ୍ୟାଙ୍କ ଜାରୀ କଲା ତୃତୀୟ ସୂଚୀ

ନୂଆଦିଲ୍ଲୀ: କଳା ଧନ ମାମଲାରେ ଆଜି ଭାରତ ସରକାରକୁ ବଡ ସଫଳତା ମିଳିଛି । ସୁଇଜରଲାଣ୍ଡ ସହ କରାଯାଇଥିବା ସନ୍ଧି ଅନୁସାରେ ସେଠାକାର ସରକାର ଭାରତକୁ ସୁଇସ ବ୍ୟାଙ୍କରେ ଜମା ରହିଥିବା କଳା ଧନର ତୃତୀୟ ତାଲିକା ପ୍ରଦାନ କରିଛି । ସୁଇଜରଲାଣ୍ଡ ସରକାର ୮୬ ଦେଶର ୩୧ ଲକ୍ଷ ଆକାଂଉଟ ସମ୍ପର୍କରେ ତଥ୍ୟ…

ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କାମାକ୍ଷାନଗର: ଆଜି ହେଉଛି ଆନ୍ତର୍ଜାତୀୟ ବାଳିକା ଦିବସ। କାମାକ୍ଷାନଗରରେ ଉପଖଣ୍ଡର ପରଜଙ୍ଗ, କଙ୍କଡ଼ାହାଡ଼, ଭୁବନ ଓ କାମାକ୍ଷାନଗରରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ପରଜଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବଡ଼ଝରା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ଅଡାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ, ଇରାନରୁ ଆସୁଥିବା ପଦାର୍ଥ ଉପରେ କଟକଣା

ନୂଆଦିଲ୍ଲୀ: ଅଡାନୀ ଗ୍ରୁପ ଆଜି ତାର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନରୁ ଆସୁଥିବା ପଦାର୍ଥ ଉପରେ କଟକଣା ଲଗାଇଛି । ଏହି ନିଷ୍ପତି ୧୫ ନଭେମ୍ବରରୁ ଲାଗୁ ହେବ । ନିକଟରେ ଗୁଜରାଟର ବନ୍ଦରରୁ ୩ ହଜାର କିଲୋ ଡ୍ରଗ୍ସ ଜବତ ହୋଇଥିଲା । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା…

ମାଆ ମଙ୍ଗଳାଙ୍କ ସିଂଘ ବାହିନୀ ବେଶ

କାକଟପୁର: ସପ୍ତମୀ ତିଥିରେ କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ସିଙ୍ଘବାହିନୀ ବେଶ | ସିଙ୍ଘ ରୂଢା ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ | ପାର୍ବଣ ପୂଜାର ଶକ୍ତିପୀଠ ମାନଙ୍କରେ ଅଜି ହେଉଛି ସପ୍ତମୀ ତିଥି | ଏହି ସପ୍ତମୀ ତିଥିରେ କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ପୀଠରେ ଷୋଡଶ ଉପଚାରରେ…

ପୋଲିସ ପଞ୍ଝାରେ ବାଇକ ଚୋର ,୩ ଗିରଫ

ମୟୂରଭଞ୍ଜ : ବାଇକ ଚୋର ଗ୍ୟାଙ୍ଗର ଧରିଲା ପୋଲିସ । ମୟୂରଭଞ୍ଜର ବିଶୋଇ ପୋଲିସକୁ ମିଳିଛି ସଫଳତା । ଆଠଟି ଚୋରି ବାଇକ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ,ସାଙ୍ଗ ଆଲଦା ଓ ଦାମୁ ଆଲଦା । ସାଙ୍ଗ ଓ…

ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସର ଚଢ଼ାଉ

କୋରାପୁଟ: ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି। ଏଥିରେ ୩ଜଣଙ୍କୁ ଗିରଫ କରିଛି ପୋଲିସ। ୩ଜଣଙ୍କଠାରୁ ୧୦୨କେଜି ଗଞ୍ଜେଇ, ହୁଣ୍ଡାଇ କାର ଏମପି ୬୬ସି୩୯୯୭, ୨ଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ପୁଅକୁ ହରାଇ ମନକଥା କହିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ

ଭୂବନେଶ୍ୱର: ମନିଷଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ବାପା ନବୀନ ଦାସ । ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍‌ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ । ରବିବାର…

ରାଉରକେଲା ପୋଲିସର ସଫଳତା: ବନ୍ଧୁକ, ଗୁଳି, ଟଙ୍କା ସହ ୩ଗିରଫ

ରାଉରକେଲା: ରାଉରକେଲା ପୋଲିସର ବଡ଼ ସଫଳତା। ଡକାୟତି ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍ଗକୁ ପୁଲିସ୍ ଧରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଧରିବା ସହ ସେମାନଙ୍କଠାରୁ ବାଇକ, ପେଜେରୋ ଗାଡ଼ି, ମୋବାଇଲ, ବନ୍ଧୁକ, ଗୁଳି ଓ ଟଙ୍କା ଜବତ କରାଯାଇଛି। ଏନେଇ…