ସର୍ଜରୀ ପରେ ସୁସ୍ଥ ଅଛନ୍ତି ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି। ନିକଟରେ ତାଙ୍କର ଦିଲ୍ଲୀର AIIMS ହସ୍ପିଟାଲରେ ସଫଳ ବାଇପାସ୍ ସର୍ଜରୀ ହୋଇଛି। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। କୋବିନ୍ଦ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ଦେଉଥିବାବେଳେ ଡାକ୍ତରଙ୍କ ଯତ୍ନ ଯୋଗୁଁ…