Latest Odisha News

BREAKING NEWS

ଷ୍ଟାର ପ୍ଲସରେ ଆଜିଠୁ ଆରମ୍ଭ ଧାରାବାହିକ ‘ବିଦ୍ରୋହୀ’

ଭୁବନେଶ୍ୱର : ଆଜିଠୁ ଷ୍ଟାର ପ୍ଲସରେ ଆରମ୍ଭ ହେଉଛି ଧାରାବାହିକ ‘ବିଦ୍ରୋହୀ’ । ଦେଶ ଦେଖିବ ପାଇକ ବିଦ୍ରୋହର କାହାଣୀ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ପୁଅ ବକ୍ସି ଜଗବନ୍ଧୁଙ୍କ କାହାଣୀକୁ ନେଇ ଏହି ଧାରବାହିକ ଆରମ୍ଭ ହେବାକୁ ଯାଉଛି ।  ଧାରାବାହିକ ସୋମବାରରୁ ଶନିବାର ପ୍ରସାରିତ ହେବ ।…

ଦୈନିକ କରୋନା ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ପ୍ରତିଦିନ ଯେତିକି ସଂକ୍ରମିତ ବାହାରୁଛନ୍ତି ତାର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ…

ଆଉ ୨ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌; ୧୩ରେ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌। ମୁମ୍ବାଇ ସେସନ୍‌ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ଯ୍ୟନ୍ତ…

ଏକାମ୍ରରେ ଶକ୍ତି ପୂଜାର ପରମ୍ପରା

ସୁକାନ୍ତ ପଣ୍ଡା କେବଳ ଓଡ଼ିଶା ନୁହେଁ ସମଗ୍ର ଆର୍ଯ୍ୟାବର୍ତ୍ତରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଏପର୍ଯ୍ୟନ୍ତ ଜଣାଯାଇଥିବା ପୁରୁଣା ସଭ୍ୟତା ମହେଞୋଦାରୋ ହରପ୍ପାରେ ଏହାର ପ୍ରମାଣ ମିଳିଥାଏ। ଆମ ଓଡ଼ିଶାରେ ଏମିତି ଗାଁ ନାହିଁ , ଯେଉଁଠାରେ କି ଗ୍ରାମଦେବତୀ ମନ୍ଦିରଟିଏ ନ ଥିବ ।…

ଗଙ୍ଗାଧର : ଗଙ୍ଗାଧାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ , ଏଇ ଓଡ଼ିଶାରେ ଦିନେ ମୁକୁନ୍ଦଦେବ ଗଙ୍ଗାନଦୀକୁ ଓଡ଼ିଶାକୁ ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ଖଣ୍ଡ କରିଦେବି । ରାଜାଙ୍କ ତପସ୍ୟା ଦିନପରେ ଦିନ…

[ଭିଡ଼ିଓ] ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା

କଟକ : ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ପରିବେଶ । ମାଆଙ୍କର ପୂଜା ବେଶ ଧୁମଧାମରେ ଚାଲିଥିବା ବେଳେ ମଣ୍ଡପରେ ଆରମ୍ଭ ହୋଇଯାଇଛି ଷଷ୍ଠୀ ପୂଜା ଏବେ କୋଭିଡ଼ କଟକଣା ଭିତରେ ମାଆଙ୍କର ସମସ୍ତ ନୀତିକ୍ରାନ୍ତି କରାଯାଉଛି । ଶାରଦୀୟ ଦୂର୍ଗାପୂଜାରେ ଆଜି ଦେବୀପୀଠଗୁଡ଼ିକରେ ମା’ଙ୍କ…

ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ଦ ଲେଡି କିଲର୍‌’

ନୂଆଦିଲ୍ଲୀ: ଆଜି ଅର୍ଜୁନ କପୁର ତାଙ୍କର ନୂଆ ଚଳଚ୍ଚିତ୍ର 'ଦି ଲେଡି କିଲର'କୁ ନେଇ ଘୋଷଣା କରିଛନ୍ତି। ଅଭିନେତା ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଏହାକୁ ତାଙ୍କର 'ଉଚ୍ଚାଭିଳାଷୀ ଚଳଚ୍ଚିତ୍ର' ବୋଲି କହିଥିଲେ। ଅର୍ଜୁନଙ୍କୁ ସୈଫ ଅଲ୍ଲି ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଏବଂ ୟାମି…

ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଟିଟିଲାଗଡ଼ ନାଗରିକ ମଞ୍ଚର ଅସନ୍ତୋଷ

ଟିଟିଲାଗଡ଼: ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଟିଟିଲାଗଡ଼ ନାଗରିକ ମଞ୍ଚ। ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ୨ଏକର ୮୦ ଡିସିମଲ ସ୍ଥାନ କ୍ରୀଡ଼ାବିତଙ୍କୁ ଏକ ଖେଳକୁଦ କରିବାର ବାତାବରଣ ସହ ଫିଲ୍ଡ ଯୋଗାଇ ଦେବା ଏବଂ…

ସେରେନା ହୋଟେଲରେ ହେବ ଆତଙ୍କବାଦୀ ଆକ୍ରମଣ: ନାଗରିକଙ୍କୁ ସତର୍କ କରାଇଲେ ଆମେରିକା, ବ୍ରିଟେନ

କାବୁଲ: ଆଫଗାନିସ୍ତାନରେ ରହୁଥିବା ନାଗରିକଙ୍କୁ ଆମେରିକା ଓ ବ୍ରିଟେନ ପକ୍ଷରୁ ସତର୍କତା ସୂଚନା ଜାରୀ କରାଯାଇଛି । କାବୁଲର ପ୍ରସିଦ୍ଧ ସେରେନା ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କର ରହିଛି ବୋଲି ଗୋଇନ୍ଦା ସଂସ୍ଥାଠାରୁ ରିପୋର୍ଟ ପାଇବା ପରେ ଏହି ସୂଚନା ଜାରୀ କରାଯାଇଛି । ତୁରନ୍ତ ସେ ସ୍ଥାନ…

ଟିକା ନେଇ ନଥିଲେ ବୋଲି ଫୁଟବଲ୍‌ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଟିକା ନେଇ ନଥିଲେ ବୋଲି ଫୁଟବଲ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି। ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କହିଛନ୍ତି ଯେ ତାଙ୍କ ପାଖରେ କରୋନା ଟିକାକରଣ ପ୍ରମାଣପତ୍ର ନ ଥିବାରୁ ତାଙ୍କୁ ସାଣ୍ଟୋସ ବନାମ ଗ୍ରେମିଓ ଫୁଟବଲ ମ୍ୟାଚରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।…