‘ହମ୍ ଦୋ ହମାରେ ଦୋ’ର ଟ୍ରେଲର ରିଲିଜ
ନୂଆଦିଲ୍ଲୀ: ଫିଲ୍ମ 'ହମ୍ ଦୋ ହମାରେ ଦୋ'ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, କ୍ରିତି ସାନନ୍, ପରେଶ ରାୱଲ ଏବଂ ରତ୍ନା ପାଠକ ଶାହା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଏହାପୂର୍ବରୁ କ୍ରିତି ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମର ପୁରା କାଷ୍ଟର ପରିଚୟ…