Latest Odisha News

BREAKING NEWS

ରାଜ୍ୟରେ ଆଜି ୫୦୦ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ୫୦୦ ଶହ ପାର କରୁଛି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୪୪୮ କରୋନା ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ୧୮ ବର୍ଷ ଭିତରେ ଆଉ ୫୯ ଜଣ ସଂକ୍ରମିତ…

୨୬ରେ ଜନ୍‌ ଓ ସଲମାନ୍‌ ମୁହାଁମୁହିଁ; ‘ସତ୍ୟମେବ ଜୟତେ ୨’ ବନାମ ‘ଅନ୍ତିମ’

ନୂଆଦିଲ୍ଲୀ: ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ସଲମାନ ଖାନଙ୍କ ଅଭିନୀତ ‘ଅନ୍ତିମ’ ଚଳିତ ବର୍ଷ ଦୀପାବଳି ସମୟରେ ପରଦାରେ ଆସିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁଯାୟୀ, ‘ଅନ୍ତିମ' ନଭେମ୍ବର ୨୬ରେ ରିଲିଜ କରିବ। ଏହାସହିତ ଏକାସାଙ୍ଗେ ଜନ୍‌ ଆବ୍ରାହମ୍‌ଙ୍କ 'ସତ୍ୟମେବ ଜୟତେ ୨' ମଧ୍ୟ ସମାନ…

ଭଦ୍ରକରେ ଟୋକା ଗଣେଶଙ୍କ ଭସାଣ ଉତ୍ସବ

ଭଦ୍ରକ: ଧରାପୃଷ୍ଠରୁ ବିଦାୟ ନେଲେ ଟୋକା ଗଣେଶ । ଭଦ୍ରକ ସହରର ପୂରୁଣାବଜାରଠାରେ ଗଣେଶ ଚତୁର୍ଥୀଠାରୁ ମାସେ ଧରି ପୂଜା ପାଇ ଆସୁଥିବା ବାବା ଟୋକା ଗଣେଶଙ୍କର ଭସାଣି ଉତ୍ସବ ଶାନ୍ତା ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ସ୍ଥାଇ ମଣ୍ଡପରୁ ବାବା ଟୋକା ଗଣେଶଙ୍କ ନିରାଡମ୍ବର ଶୋଭାଯାତ୍ରା ବାହାରିଥିଲା…

ଲଖିମ୍‌ପୁର ହିଂସାକାଣ୍ଡ; ଆଜି ମହାରାଷ୍ଟ୍ର ବନ୍ଦ

ନୂଆଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରୀରେ କୃଷକଙ୍କ ହତ୍ୟାକୁ ବିରୋଧ କରି ମହାରାଷ୍ଟ୍ରର ଶାସକ ମିଳିତ ମଞ୍ଚ ସୋମବାର ଦିନ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟର ତିନି ଶାସକ ସହଯୋଗୀ ଶିବସେନା, ଜାତୀୟତାବାଦୀ…

ଲଦାଖରେ ଶାନ୍ତି ଚାହୁଁନି ଚୀନ୍: ୮ଘଣ୍ଟା ଆଲୋଚନାରେ ଭାରତ ପ୍ରସ୍ତାବରେ ରାଜି ହେଲାନି

ନୂଆଦିଲ୍ଲୀ: ଲଦାଖଲରେ କଣ ଚାହୁଁଛି ଚୀନ୍ ? ସୀମା ବିବାଦକୁ ନେଇ ଭାରତ ସହ ଚାଲିଥିବା ସମସ୍ୟାର ସମାଧାନ ବୋଧେ ଚାହୁଁନି ଚୀନ୍ । ଗତକାଲି ବସିଥିଲା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଏମିତି କିଛି ବୁଝା ପଡୁଛି । କାରଣ ଗତକାଲିର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ବିବାଦର…

ପୁଣି ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ୍‌। ସୋମବାର ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୩୦ ପଇସା ଏବଂ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।…

ଆଜି ମଣ୍ଡପରେ ଆବାର୍ଭାବ ହେବେ ଦେବୀ ଦୁର୍ଗା, ଶକ୍ତିପୀଠରେ ମହାସପ୍ତମୀ

ଭୁବନେଶ୍ୱର: ଜଗତଜନନୀଙ୍କ ଆଗମନ ପାଇଁ ଧରାପୃଷ୍ଠ ଚଳଚଞ୍ଚଳ । ଆଜି ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ତେବେ କରୋନା କଟକଣାରେ ହେବ ପୂଜାର୍ଚ୍ଚନା । କରୋନା ଯୋଗୁ ଏବର୍ଷ ଉତ୍ସାହ ଫିକା ପଡ଼ିଛି । କୋଭିଡ୍ ଗାଇଡଲାଇନରେ କେବଳ ରୀତିନୀତିରେ ଶକ୍ତୀମୟୀଙ୍କ ଆରାଧନା କରାଯିବ । ମଣ୍ଡପରେ…

ମହୁମାଛି ଆକ୍ରମଣରେ ବାପା-ଝିଅ ମୃତ

ସୁନ୍ଦରଗଡ଼: ମହୁମାଛି ମାରି ଦେଲେ । ମହୁମାଛି ଆକ୍ରମଣରେ ଗଲା ବାପା-ଝିଅଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଜଗାଙ୍ଗପୁର ବ୍ଲକ ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡ଼ାରେ ମହୁମାଛି ଆକ୍ରମଣରେ ବାପା-ଝିଅଙ୍କର ଅକାଳ ବିୟୋଗ ହୋଇଛି । ମୃତକମାନେ ହେଲେ ଗୁରୁ ବନଛୋର ଓ…

ଭିଜିଲାନ୍ସ ଜାଲରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ

ଦେବଗଡ଼: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ଘରେ ରେଡ୍ । ଏକକାଳୀନ ଭିଜିଲାନ୍ସ ଟିମ୍ ତାଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ଅଫିସରେ ରେଡ୍ ଚଳାଇଛନ୍ତି । ୩ଟି ସ୍ଥାନରେ ରେଡ୍…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମୋଡରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ବାଜିବ…