Latest Odisha News

BREAKING NEWS

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ଼: ଜଙ୍ଗଲରୁ ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଗତ 15 ଦିନ ତଳେ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ଜଣା ପଡିନି । ତେବେ…

ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀ

କଟକ: ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ । ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସେମାନେ ହଲ୍‌ ଭିତରକୁ ପ୍ରବେଶ କରିଛନ୍ତି । ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ । ପୂର୍ବରୁ ଅଫ୍‌ଲାଇନ ପରୀକ୍ଷାକୁ ବିରୋଧ ଓ ଅନ୍‌ଲାଇନ୍‌ରେ…

ଡ୍ରଗ୍ସ ମାମଲା, ୮ ଘଣ୍ଟା ଜେରା ପରେ ଏହି ଅଭିନେତାଙ୍କୁ ଗିରଫ କଲା NCB

ମୁମ୍ବାଇ: ଅଭିନେତା ଅଜାଜ ଖାନ ଗିରଫ । ଡ୍ରଗ୍ସ ମାମଲାରେ ପ୍ରାୟ ୮ ଘଣ୍ଟାର ଜେରା ପରେ ବୁଧବାର ଅଭିନେତା ଅଜାଜ ଖାନଙ୍କୁ ଏନସିବି ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଅଭିନେତା ଅଜାଜ ଖାନଙ୍କୁ ଅଟକ ରଖାଯାଇଥିଲା । ତ’ପରେ ଏନସିବିର ଅଧିକାରୀ ଅଜାଜଙ୍କୁ ଡ୍ରଗ୍ସ ମାମଲାରେ ଗୁଡ଼େଇ ତୁଡ଼େଇ…

ଆଜିଠୁ ଦୁଇ ଦିନ ତାତିରେ ସନ୍ତୁଳି ହେବ ଓଡ଼ିଶା, ୨୦ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ବଢୁଛି ପାରଦ । ଅସହ୍ୟ ତାତିରେ ଝଟପଟ ହେଉଛି ଓଡ଼ିଶା । ମାର୍ଚ୍ଚରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ଆଜିଠୁ ଦୁଇ ଦିନ ରାଜ୍ୟର ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର: ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’…

ଔପନ୍ୟାସିକା ସ୍ବାଗତିକା ସ୍ୱାଇଁ ପାଇଲେ ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର

ଭୁବନେଶ୍ୱର : ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ତରଫରୁ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ 'ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର' ପ୍ରଦାନ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁଙ୍କୁ ତାଙ୍କ ଉପନ୍ୟାସ…

ପ୍ରଫେସର ଦୀପକ ବେହେରା କିସ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ନୃତତ୍ତ୍ୱବିତ୍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା୩୧-୩-୨୦୨୧ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୩୧ ତାରିଖ ବୁଧବାର ମୀନ ୧୮ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ତୃତୀୟା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଆଜିର ଘାତ ବାରକର୍କଟ ରାଶିର ଆଜିର ନିଷେଧ ଖାଦ୍ୟ : ପୋଟଳ  ମେଷ ଆଜି ବନ୍ଧୁଙ୍କ ସହ…

ମାନସୀ ଦାସଙ୍କ ‘ବିନ୍ଦୁ ବଳୟ’ ଓ ‘ବ୍ଲାକ ବ୍ରଦର୍ସ’ ଉନ୍ମୋଚିତ

ଭୁବନେଶ୍ୱର : ସୁଧନ୍ୟା ପ୍ରକାଶନୀ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ ଭବନ ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ଆତ୍ମଜୀବନୀ ଉପନ୍ୟାସ 'ବିନ୍ଦୁ ବଳୟ' ଏବଂ ଅନୁବାଦ ପୁସ୍ତକ 'ବ୍ଲାକ ବ୍ରଦର୍ସ' ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ…

ଡିଲେଶ୍ଵର ରଣାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ଉନ୍ମୋଚିତ

ଭୁବନେଶ୍ୱର : କଳାହାଣ୍ଡି ଯୁବ ଲେଖକ ସମାବେଶ ଆନୁକୂଲ୍ୟରେ ଯୁବ ଗାଳ୍ପିକ ଡିଲେଶ୍ଵର ରଣାଙ୍କ ପ୍ରଥମ ଗଳ୍ପ ସଙ୍କଳନ 'ସେଁରରା' ଉନ୍ମୋଚିତ ହୋଇଯାଇଛି। ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର …