Latest Odisha News

BREAKING NEWS

ମୃତ୍ୟୁର ୨୧ ମାସ ପରେ ମିଳିଲା ନ୍ୟାୟ; ୧୮ ବର୍ଷ ଧରି ଚାଲିଥିଲା ମକଦ୍ଦମା

ନୂଆଦିଲ୍ଲୀ: ମୃତ୍ୟୁର ୨୧ ମାସ ପରେ, ନିର୍ଦ୍ଦୋଷରେ ଖଲାସ ହେଲେ ବ୍ୟକ୍ତି। ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମୃତ୍ୟୁ ପରେ ମିଳିଲା ନ୍ୟାୟ। ଛତିଶଗଡରୁ ଏମିତି ,କ ମାମଲା ସାମ୍‌ନାକୁ ଆସିଛି। ଜଣେ ବ୍ୟକ୍ତି ଦୁର୍ନୀତିର ଦାଗରୁ ମୁକ୍ତି ପାଇବା…

ଅନୁଭବ ଓ ଅଭିଜ୍ଞତାର ସମ୍ଭ୍ରାନ୍ତ କଳାତ୍ମକ ଉଚ୍ଚାରଣ ହିଁ କବିତା : ସୁରେଶ କୁମାର ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଦ୍ୱ ସମୟରେ ସେ ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ…

ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ

ଟିଟିଲାଗଡ଼: ଅଶାନ୍ତ ହୋଇ ପଡିଛି ସଇଁତଲା । ଚାଲିଛି ବିକ୍ଷୋଭ ସାଙ୍ଗକୁ ନାରାବାଜି । ସଇଁତଲା ପୋଲିସ ବିରୋଧରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ଗତକାଲି ସଇଁତଲା ନବରାତ୍ରି ଦୁର୍ଗାପୂଜା ମଣ୍ଡପରେ ମାଆଙ୍କ ସଂଧ୍ୟା ଆଳତୀରେ ପୋଲିସ ପ୍ରଶାସନ ତଥା ସଇଁତଲା ତହସିଲଦାର ଶ୍ରଦ୍ଧାଳୁଙ୍କ ସହ…

ପାକିସ୍ତାନ ନ୍ୟୁକ୍ଲିୟର ପ୍ରୋଗ୍ରାମର ଜନକ ଅବଦୁଲ୍‌ ଖାନଙ୍କ ପରଲୋକ

କରାଚି: ପାକିସ୍ତାନୀ ଆଣବିକ ବୈଜ୍ଞାନିକ ତଥା ପାକିସ୍ତାନ ନ୍ୟୁକ୍ଲିୟର ପ୍ରୋଗ୍ରାମର ଜନକ ଅବଦୁଲ କାଦର ଖାନଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅଗଷ୍ଟ ୨୬ ରେ ଖାନ ରିସର୍ଚ୍ଚ ଲାବୋରେଟୋରୀ ହସ୍ପିଟାଲରେ…

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ପୋଲିସ୍ ଦ୍ୱାରା ମାଓ ଦମନ ଅଭିଯାନ ଜୋରଦାର ଚାଲିଛି। ଯାହାର ପ୍ରଭାବରେ କନ୍ଧମାଳ ଏସପି ନିକଟରେ ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ମାଓବାଦୀ ଜଣକ ହେଲା ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାର ରାହୁଲ ମୁସାକୀ। ସେ ଦୀର୍ଘ ୨୦୧୫ରୁ ମାଓ ସଙ୍ଗଠନରେ ଯୋଗ ଦେଇ ସକ୍ରିୟଭାବେ…

ବିଧାୟକଙ୍କ ଗାଡ଼ି ଉପରେ ବୋମା ମାଡ଼ର ପ୍ରତିବାଦ, ରାସ୍ତାରୋକ ସହ ପୋଡାଜଳା

କେନ୍ଦୁଝର : ବିଧାୟକଙ୍କ ଗାଡ଼ି ଉପରେ ବୋମା ମାଡ଼ର ପ୍ରତିବାଦ । ରାସ୍ତାରୋକ ସହ ପୋଡାଜଳା ।  ଏନ୍ ଏଚ ୪୯ ଅବରୋଧ କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକ ଆରମ୍ଭ ହୋଇଛି । ଟାୟାର୍ ଜଳାଇ ଗାନ୍ଧୀ ଛକ ଠାରେ ଏନଏଚ…

ତିନି ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ: ଗୋଟିଏ ଦିନରେ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ ଗିରଫ।ସେମାନଙ୍କ ପାଖରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା। ମୋଟ୍ ୨୨ଲକ୍ଷ ୬୧ହଜାର ୪୩୦ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ସମସ୍ତ ତିନି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ କଟକ ଡିଭିଜନ ଏସପି…

ଗମ୍ଭୀର ହେଉଛି ବିଦ୍ୟୁତ ସଙ୍କଟ; ଅନ୍ଧାର ହୋଇଯିବ ଭାରତ!

ନୂଆଦିଲ୍ଲୀ: ଭାରତରେ କୋଇଲା ଅଭାବ ହେତୁ ବିଦ୍ୟୁତ୍ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କରୋନା  ମହାମାରୀ ପରେ ବର୍ତ୍ତମାନ ଅର୍ଥନୀତି ପୂର୍ବ ଅବସ୍ଥାକୁ ଫେରିବାରେ ଲାଗିଛି। ଫଳସ୍ୱରୂପ, କୋଇଲାରୁ ଉତ୍ପାଦିତ ବିଦ୍ୟୁତର ଚାହିଦା ବୃଦ୍ଧି ପାଇଛି। ଅନ୍ୟପଟେ କୋଇଲା ଭିତ୍ତିକ ତାପଜ…

ନବରାତ୍ର ପୂଜାରେ ଚଳଚଞ୍ଚଳ ରାଉରକେଲା ମା’ ବୈଷ୍ଣୋଦେବୀ ପୀଠ

ରାଉରକେଲା: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ବୈଷ୍ଣୋଦେବୀ ଙ୍କ ପୀଠ। ୯ଦିନ ବ୍ୟାପୀ ଏହି ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ଏହି ନବରାତ୍ରରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ବେଶରେ…

ବିଧାୟକଙ୍କ ଗାଡି ଉପରକୁ ବୋମାମାଡ

କେନ୍ଦୁଝର : ବିଧାୟକଙ୍କ ଗାଡିକୁ ବୋମାମାଡ । ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ତେବେ ତାଙ୍କ ଗାଡି ଉପରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଟାଉନ୍ ଥାନା ମଣ୍ଡୁଆ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି…