Latest Odisha News

BREAKING NEWS

ଥମାସ-ଉବେର କପ ବ୍ୟାଡମିଂଟନ: ସ୍ପେନ ବିପକ୍ଷରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ: ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ…

ପୁରୀ ଶ୍ରୀମନ୍ଦିର ଓ ବାହାର ଅଞ୍ଚଳକୁ ସାନିଟାଇଜ୍

ପୁରୀ: ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁଯାଇ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ…

ପୋଲିସ କନେଷ୍ଟବଳରୁ OAS

ଯାଜପୁର : ପୋଲିସ କନେଷ୍ଟବଳରୁ ଓ.ଏ.ଏସ । କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମ କୌଣସି ବ୍ୟକ୍ତିକୁ ତାର ଲକ୍ଷ୍ୟ ପଥରେ ପହଂଚାଇ ଦେଇଥାଏ ।  ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର କନ୍ତିଆ ର୍ଗାଁର ଯୁବକ ଆଶୁତୋଷ ମଲ୍ଲିକ । ଆଶୁତୋଷ ନିକଟରେ ପ୍ରକାଶ ପାଇଥିବା ଓଏଏସ ପରିକ୍ଷାରେ…

ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ଼୍ ଅନୁଷ୍ଠିତ

ପୁରୀ: ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ଼ ଅନୁଷ୍ଠିତ ହୋଇଯାଇଛି। ସକାଳୁ ନିଳାଦ୍ରୀ ବେଳାଭୂମିରୁ ପୁରୀ ଜିଲ୍ଲାସ୍କୁଲର ୩୦ଜଣ ଛାତ୍ର ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଦେଇ ଐତିହାସିକ ସମ୍ପୂର୍ଣ୍ଣ କାଡ଼ାର ଆଶ୍ରମ, ଶଙ୍କରାଚାର୍ଯ୍ୟ ମଠ, ତୋଟା ଗୋପୀନାଥ, ଯମେଶ୍ୱର ଓ ବଡ଼ ଓଡ଼ିଆ ମଠ ଆଦି ବୁଲି…

ଡିଜିଟାଲ ଶାଖାର ବିରାଟ କର୍ମଶାଳା ଆୟୋଜିତ

ବରଗଡ଼: ବରଗଡ଼ ଭି.ଡ଼ି ପେଲେସଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ଶାଖାର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କରାଯାଇଥିଲା। ସରକାରଙ୍କ ସମସ୍ତ ଜନହିତକର ତଥା ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ପ୍ରସାର, ପ୍ରଚାର…

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ…

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ଆଲୋଚନା ଚକ୍ର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ଜିଲ୍ଲା ସାମ୍ବାଦିକ ସଂଘର ସାଂଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନୀଳମଣି ସାମଲ ଉଦଘାଟନ କରିଥିଲେ। ରାଜ୍ୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ, ବିଶିଷ୍ଟ…

ଚାରିଫୁଟରେ ପାର୍ବଣ

ପରମ୍ପରା କେବଳ ଏକ ବାହାନା ଆମ ସଂସ୍କୃତିକୁ ବିଶୃଙ୍ଖଳିତ କରିବା ଏବଂ ଶୃଙ୍ଖଳିତ ହେବାର ମାଧ୍ୟମ ନଖୋଜିବା। ହେଲେ କିଛି ବର୍ଷ ହେଲା ଆମ ପରମ୍ପରା କହିଲେ ଦୁର୍ଗା ପୂଜାରେ ମୀନାବଜାର, ସାଂସ୍କୃତିକ ରଙ୍ଗାରଙ୍ଗୀ କାର୍ଯ୍ୟକ୍ରମ, ରାଜ ରାସ୍ତାରେ ମତୁଆଲା ଭସାଣି ଉତ୍ସବ ଏବଂ ନାହିଁ ନଥିବା ଭିଡ଼…

ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ ନିଲମ୍ବିତ

ଭଦ୍ରକ: ଚାକିରି ହରାଇଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ। ସେ ଏକକାଳୀନ ଯୁକ୍ତ ୩ବିଜ୍ଞାନରେ ନାମ ଲେଖାଇବା ସହ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିଲେ। ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ନିଯୁକ୍ତି ପାଇଥିଲେ। ପରେ…

କଟକ ପୂଜାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର

କଟକ: ପୂଜା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା । ଦୁର୍ଗା ପୂଜା ଓ ନାଇଟ୍‌ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତହେବେ । ଏହା ସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସେହିପରି ଡିସିପି ଆହୁରୀ ମଧ୍ୟ…