Latest Odisha News

BREAKING NEWS

ମାନସିକ ବିକାରଗସ୍ତ ଯୁବକଙ୍କୁ ଘରକୁ ଫେରାଇବାକୁ ଅନୁରୋଧ

ଭୁବନେଶ୍ୱର: ମାନସିକ ବିକାରଗସ୍ତ ଯୁବକଙ୍କୁ ଘରକୁ ଫେରାଇବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ସହୃଦୟ ବ୍ୟକ୍ତି। ଗୁଜୁରାଟର ଅଲୀମ ଖାନ୍ ଏକ ଭିଡ଼ିଓ ମାଧ୍ୟମରେ ସେୟାର କରି କହିଛନ୍ତି, ଗତ ଦୁଇ, ତିନି ଦିନ ହେବ ତାଙ୍କ ପାଖକୁ ପୂରଣ ୟାଦବ ନାମକ ଜଣେ ବ୍ୟକ୍ତି ଆସି ଘରକୁ ଫେରାଇଦେବା ପାଇଁ ନିବେଦନ…

[ଭିଡ଼ିଓ] ସୁମଦ୍ର ପାଣିରେ ମହାଦେବଙ୍କ ଜଳାଭିଷେକ

କାମ୍ବୋଇ: ମନ୍ଦିରରେ ଜଳାଭିଷେକ ହୁଏ । ହେଲେ ଥରେ ନୁହେଁ ଦିନରେ ଦୁଇ ଦୁଇ ଥର। ଜଳାଭିଷେକ କରିବା ପରେ ମନ୍ଦିରଟି ପୁଣି ଗାୟବ ହୋଇଯାଏ । ଆଉ ଯେତେବେଳେ ମନ୍ଦିର ପୁଣି ଆବିର୍ଭାବ ହୋଇଥାଏ ସେତେବେଳେ ଲାଗିଯାଏ ଶ୍ରଦ୍ଧାଳୁଙ୍କ  ଭିଡ। ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ…

ଆର୍ୟନଙ୍କ ଗିରଫକୁ ନେଇ ଏମିତି କହିଲେ ରବୀନା

ନୂଆଦିଲ୍ଲୀ: ଡ୍ରଗ୍ସ ଜବତ ମାମଲାରେ ଗିରଫ ହେବାପରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମର୍ଥନରେ ବାହାରକୁ ବାହାରିଛନ୍ତି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ। ଅନେକ ସେଲିବ୍ରିଟିଙ୍କ ମଧ୍ୟରେ ରବୀନା ହେଉଛନ୍ତି ଅନ୍ୟତମ। ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଅଭିନେତ୍ରୀ ଦାବି କରିଛନ୍ତି…

ଏସଟିଏଫ୍ ହାତରେ ଧରାପଡ଼ିଲେ ଦୁଇ ବଜ୍ରକାପ୍ତା ବେପାରୀ

ଖୋର୍ଦ୍ଧା: ପୁଣି ଏସଟିଏଫ୍ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛି ବଜ୍ରକାପ୍ତା ବେପାରୀ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗା-ପିତାପଲ୍ଲୀ ରାସ୍ତାରୁ ଦୁଇଜଣ ବନ୍ୟଜନ୍ତୁ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ହେଉଛନ୍ତି କଳାହାଣ୍ଡିର କୈଳାସ ଖୋସଲା ଓ ନବରଙ୍ଗପୁରର ଚୈତନ୍ୟ ଭତ୍ରା।…

ଗୋରୁ ବୋଝେଇ ଟ୍ରକ ଜବତ

ବରଗଡ଼ : ଗୋରୁ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ବଜରଙ୍ଗ ଦଳ। ବରଗଡ଼ରେ ଏକ ବଡ ଧରଣର ଗୋରୁ ଚାଲାଣ କରାଯାଉଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ବରଗଡ଼ ବଜରଙ୍ଗୀ ଦଳ। ରାତି ପ୍ରାୟ ୧୨ ପାଖାପାଖି ସମୟ ହେବ । ଛତିଶିଗଡ଼ ପଟୁ ଏକ କଣ୍ଟେନର ଗାଡିକୁ ବରଗଡ଼ ବିକାଶ ହସ୍ପିଟାଲ ସାମ୍ନାରେ…

ମା’ଶାରଳା ପୀଠରେ ନବରାତ୍ରୀ ପୂଜା

ଜଗତସିଂହପୁର: ବିଭିନ୍ନ ଦେବୀ ପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା ।  ନବରାତ୍ରୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ  ମଧ୍ୟ ମୂଳାଷ୍ଟମୀ  ଠାରୁ ଆରମ୍ଭ ହୋଇଛି ପାର୍ବଣ ପୂଜା । ମହାଷ୍ଟମୀ…

ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହେଲେ ଧର୍ମଗୁରୁ ଗୁରମିତ ରାମ ରହିମ। ଶୁକ୍ରବାର ରଞ୍ଜିତ ସିଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁରମିତ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍…

ନୋଟିସ୍‌ ପରେ ବି କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେଲେନି ଆଶିଷ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ନୋଟିସ୍ ଜାରି କରାଯିବା ସତ୍ତ୍ୱେ କ୍ରାଇମ ବ୍ରାଞ୍ଚରେ ହାଜର ହୋଇନଥିଲେ। ସକାଳ ୧୦ ଟାରେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା ପାଇଁ ଡାକିଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ରିପୋର୍ଟରୁ ଜଣାପଡିଛି ଯେ…

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା

ମାଲକାନଗିରି: ଲଘୁଚାପ ବର୍ଷା ଯୋଗୁଁ ବେହାଲ ହେଲା ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ୩ ଟି ପୋଲ ବୁଡିଯାଇଥିବା ସୂଚନା ମିଳିଛି । ଏମ୍ଭି ୨ , ଏମ୍ଭି ୩ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି । ସବୁଠି ପୋଲର ଦୁଇ…

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବୃଦ୍ଧି ପାଇଛି । ଜୁଲାଇ ମାସ ୨୧ ତାରିଖରୁ ସରକାରୀ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ…